ବିସ୍ଫୋରକ ଓପନର୍‌ ଜାସନ୍‌ ରୟଙ୍କୁ ବ୍ୟାନ୍‌ କଲା ECB

ନୂଆଦିଲ୍ଲୀ: ଇଂଲଣ୍ଡର ପ୍ରସିଦ୍ଧ କ୍ରିକେଟର ତଥା ବିସ୍ଫୋରକ ଓପନର ଜାସନ ରୟଙ୍କୁ ବ୍ୟାନ୍‌ କଲା ଇଂଲଣ୍ଡ ଆଣ୍ଡ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡ। ତାଙ୍କୁ ଦୁଇଟି ମ୍ୟାଚ୍‌ରୁ ଇସିବି ବ୍ୟାନ୍‌ କରିଛି। ଏଥିସହ ଇସିବି ରୟଙ୍କ ଉପରେ ୨୫୦୦ ୟୁରୋ ଜରିମାନା ମଧ୍ୟ ଲଗାଇଛି। ଖରାପ ବ୍ୟବହାର ପାଇଁ ରୟଙ୍କ ବିରୋଧରେ ଏମିତି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଇସିବି କହିଛି। ଆଇପିଏଲ ୨୦୨୨ ପାଇଁ ଗୁଜରାଟ ଟାଇଟନ୍ସ ଦଳରେ ସାମିଲ୍ ହୋଇଥିବା ରୟ ବାୟୋ ବବଲ୍‌ର କାରଣ ଦର୍ଶାଇ ଲିଗ୍‌ର […]

jason-roy-banned

jason-roy-banned

Madhupriya Mistry
  • Published: Wednesday, 23 March 2022
  • Updated: 23 March 2022, 01:38 PM IST

Sports

Latest News

ନୂଆଦିଲ୍ଲୀ: ଇଂଲଣ୍ଡର ପ୍ରସିଦ୍ଧ କ୍ରିକେଟର ତଥା ବିସ୍ଫୋରକ ଓପନର ଜାସନ ରୟଙ୍କୁ ବ୍ୟାନ୍‌ କଲା ଇଂଲଣ୍ଡ ଆଣ୍ଡ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡ। ତାଙ୍କୁ ଦୁଇଟି ମ୍ୟାଚ୍‌ରୁ ଇସିବି ବ୍ୟାନ୍‌ କରିଛି। ଏଥିସହ ଇସିବି ରୟଙ୍କ ଉପରେ ୨୫୦୦ ୟୁରୋ ଜରିମାନା ମଧ୍ୟ ଲଗାଇଛି। ଖରାପ ବ୍ୟବହାର ପାଇଁ ରୟଙ୍କ ବିରୋଧରେ ଏମିତି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଇସିବି କହିଛି।

ଆଇପିଏଲ ୨୦୨୨ ପାଇଁ ଗୁଜରାଟ ଟାଇଟନ୍ସ ଦଳରେ ସାମିଲ୍ ହୋଇଥିବା ରୟ ବାୟୋ ବବଲ୍‌ର କାରଣ ଦର୍ଶାଇ ଲିଗ୍‌ର ୧୫ତମ ସିଜିନ୍‌ରୁ ଓହରି ଯାଇଛନ୍ତି। ଏହାପରେ ଇସିବି ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଇସିବି ବିଜ୍ଞପ୍ତି ଜାରି କରି କହିଛି, କ୍ରିକେଟ୍ ଅନୁଶାସନ କମିଟି ଜାସନ ରୟଙ୍କ ବିରୋଧରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଜାସନ ନିଜ ଉପରେ ଲାଗିଥିବା ଅଭିଯୋଗ ସ୍ଵୀକାର କରିଛନ୍ତି। ଜାସନ ଇସିବିଙ୍କ ନିର୍ଦ୍ଦେଶର ୩.୩ ଉଲ୍ଲଂଘନ କରିଛନ୍ତି।

ଇସିବି ଏହା ମଧ୍ୟ କହିଛି, ଜାସନ ଇଂଲଣ୍ଡର ଆଗାମୀ ଦୁଇଟି ମ୍ୟାଚ୍‌ରୁ ନିଲମ୍ବନ ହୋଇଛନ୍ତି। ଯଦି ତାଙ୍କ ବ୍ୟବହାରରେ ସୁଧାର ନ ଆସେ ତେବେ ଏହି ନିଲମ୍ବନ ଅବଧି ୧୨ ମାସର ମଧ୍ୟ ହୋଇପାରେ ବୋଲି ଇସିବି ଚେତାବନୀ ଦେଇଛି। ତାଙ୍କ ଉପରେ ଲାଗିଥିବା ୨୫୦୦ ୟୁରୋ ଜରିମାନା ରାଶି ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଭରିବାକୁ ପଡିବ ବୋଲି ଇସିବି କହିଛି।

ଆଇପିଏଲ ୨୦୨୨ରେ ଗୁଜରାଟ ଟାଇଟନ୍ସ ଜାସନଙ୍କୁ କିଣି ଥିଲା। ସେ ଏହି ଦଳ ପାଇଁ ଆଇପିଏଲ୍‌ରେ ଖେଳିବାର ଥିଲା। ଗୁଜରାଟ ତାଙ୍କୁ ୨ କୋଟି ଟଙ୍କାରେ ନିଜ ଦଳରେ ସାମିଲ୍ କରିଥିଲା। ହେଲେ ବାୟୋ ବବଲର କାରଣ ଦର୍ଶାଇ ରୟ ଆଇପିଏଲର ୧୫ତମ ସଂସ୍କରଣରୁ ଓହରି ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story