ନୂଆଦିଲ୍ଲୀ: ଭେଟେରାନ୍ ଅଫ୍-ସ୍ପିନର ହରଭଜନ ସିଂହ ଚଳିତ ବର୍ଷ ଆଇପିଏଲ୍ ଖେଳିବେ ନାହିଁ। ବ୍ୟକ୍ତିଗତ କାରଣରୁ ସେ ଏଥିରୁ ଓହରି ଯାଇଛନ୍ତି ଓ ତାଙ୍କ ନିଷ୍ପତ୍ତି ସଂପର୍କରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)କୁ ଜଣାଇ ଦେଇଛନ୍ତି।
ସୁରେଶ ରାଇନାଙ୍କ ପରେ ସେ ହେଉଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସର ଦ୍ୱିତୀୟ ଖେଳାଳି ଯିଏ ଚଳିତ ବର୍ଷ ଆଇପିଏଲ୍ରୁ ଓହରିଯାଇଛନ୍ତି।
ୟୁଏଇରେ ସେପ୍ଟେମ୍ବର ୧୯ରୁ ଆଇପିଏଲ୍ ଆରମ୍ଭ ହେବାକୁ ଥିବା ବେଳେ ଅଗଷ୍ଟ ୨୧ରୁ ସେଠାରେ ପହଞ୍ଚି ସାରିଛି ଚେନ୍ନାଇ ସୁପର କିଙ୍ଗ୍ସ। ତା’ସହିତ ମୁମ୍ବାଇ ଇଣ୍ଡିଆନ୍ସ ଓ ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବି ସେଠାରେ ପହଞ୍ଚି ସାରିଛନ୍ତି।
ସେଠାରେ ପହଞ୍ଚିବା ପରେ ଚେନ୍ନାଇ ସୁପରକିଙ୍ଗ୍ସର ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ଦଳ ପାଇଁ ପ୍ରଥମ ଝଟକା ଥିଲା। ତା’ପରେ ରାଇନା ନ ଖେଳିବା ନେଇ ସୂଚନା ଆସିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୧୫ ତାରିଖରେ ହେବାକୁ ଥିବା UGC-NET ପରୀକ୍ଷା ସ୍ଥଗିତ
ପୋଙ୍ଗଲ, ମକର ସଂକ୍ରାନ୍ତି ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ନେଟ୍ ପରୀକ୍ଷା ସ୍ଥଗିତ ରଖାଯାଇଛି। ଖୁବଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ।
Politics
ଆପ୍ ଉପରେ ବର୍ଷିଲେ ରାହୁଲ, କହିଲେ ମୋଦି-କେଜ୍ରିୱାଲ ସମାନ
ଦିଲ୍ଲୀ ନିର୍ବାଚନ ପାଇଁ ପ୍ରଚାରବେଳେ କେଜ୍ରିୱାଲଙ୍କୁ ଟାର୍ଗେଟ କଲେ ରାହୁଲ। ପ୍ରଧାନମନ୍ତ୍ରୀ ମୋଦି ଓ କେଜ୍ରିୱାଲ ଉଭୟ କେବଳ ମିଛ ପ୍ରତିଶ୍ରୁତି ଦିଅନ୍ତି ବୋଲି କହିଲେ।
Events & Festivals
ମହାକୁମ୍ଭର ଶୁଭାରମ୍ଭ: ଦିନକରେ ଦେଢ଼ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ଅମୃତ ସ୍ନାନ
ଖାଲି ସନାତନୀ ହିନ୍ଦୁ ନୁହଁନ୍ତି, ବହୁ ବିଦେଶୀ ମଧ୍ୟ ସଂଗମରେ ସ୍ନାନ କରି ପାଇଛନ୍ତି ଅନନ୍ୟ ଅନୁଭବ। ଖାତିର ନଥିଲା ହାଡ଼ଭଙ୍ଗା ଶୀତ ରାତିକୁ, ଖାତିର ନଥିଲା ମାଇଲ ମାଇଲ ବାଟ ଚାଲିବାର ପାଦ ଯନ୍ତ୍ରଣାକୁ।
Crime
ଖାଇବା ନେଇ ଆସିଥିଲେ ବାପା ମାଆ, ଦେଖିଲେ ହଷ୍ଟେଲରେ ଝୁଲୁଛି ପୁଅର ମୃତଦେହ
ଖଡ଼ଗପୁର ଆଇଆଇଟିରେ ଛାତ୍ର ଆତ୍ମହତ୍ୟା। ହଷ୍ଟେଲରେ ପୁଅକୁ ଭେଟିବାକୁ ଯାଇଥିବାବେଳେ ମୃତଦେହ ଝୁଲୁଥିବା ଦେଖିଲେ ବାପା ମାଆ।
National
ଗୁଗଲରେ ସର୍ଚ୍ଚ କଲେ ମୃତ୍ୟୁ ପରେ କ’ଣ ହୁଏ, ତା’ପରେ ନିଜକୁ ଗୁଳି କରିଦେଲେ ୯ମ ଶ୍ରେଣୀ ଛାତ୍ର
ଆତ୍ମହତ୍ୟା କରିବା ପୂର୍ବରୁ ପିଲାଟି ଗୁଗଲରେ ମୃତ୍ୟୁ ପରେ ଜଣେ ଲୋକ ସହ କ’ଣ ହୋଇଥାଏ ବୋଲି ସର୍ଚ୍ଚ କରିଥିଲା। ଏହାପରେ ସେ ନିଜ ମୁଣ୍ଡକୁ ଗୁଳି କରି ଜୀବନ ହାରି ଦେଇଥିଲା।