କରୋନା ଜାଲରେ ଭଜି ଓ ତାଙ୍କ ପତ୍ନୀ

ମୁମ୍ବାଇ: କରୋନା ଫାଶରେ ଭାରତର ପୂର୍ବତନ କ୍ରିକେଟର ତଥା ଅଫ୍‌ ସ୍ପିନର୍‌ ହରଭଜନ ସିଂହ। ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାପରେ ସେ ନିଜକୁ ଘରେ କ୍ୱାରେଣ୍ଟାଇନ୍‌ କରିନେଇଛନ୍ତି। ହରଭଜନ ସୋଶାଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି। ଏଥିସହ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କୁ କରୋନା ଟେଷ୍ଟ କରିବା ପାଇଁ କହିଛନ୍ତି। ସେହିପରି ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଗୀତା ବସ୍‌ରା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ […]

Harbhajan and Geeta

Harbhajan and Geeta

Madhupriya Mistry
  • Published: Friday, 21 January 2022
  • Updated: 21 January 2022, 01:39 PM IST

Sports

Latest News

ମୁମ୍ବାଇ: କରୋନା ଫାଶରେ ଭାରତର ପୂର୍ବତନ କ୍ରିକେଟର ତଥା ଅଫ୍‌ ସ୍ପିନର୍‌ ହରଭଜନ ସିଂହ। ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାପରେ ସେ ନିଜକୁ ଘରେ କ୍ୱାରେଣ୍ଟାଇନ୍‌ କରିନେଇଛନ୍ତି। ହରଭଜନ ସୋଶାଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି। ଏଥିସହ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କୁ କରୋନା ଟେଷ୍ଟ କରିବା ପାଇଁ କହିଛନ୍ତି।

ସେହିପରି ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଗୀତା ବସ୍‌ରା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ମଧ୍ୟ ଘରେ ହିଁ ନିଜକୁ ଆଇସୋଲେଟ୍‌ କରିଛନ୍ତି। ଏନେଇ ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି। ଏହି ଫଟୋର କ୍ୟାପସନରେ ସେ ଲେଖିଛନ୍ତି, 'କଡା ସାବଧନାତା ସହ ୨ ବର୍ଷ ଚକମ୍‌ ଦାବ ପରେ, ଶେଷରେ ଭୂତାଣୁ ମୋତେ ଧରିନେଇଛି। ମୁଁ କରୋନାରେ ଆକ୍ରାନ୍ତ ହୋଇଛି।'

ସେପଟେ ହରଭଜନ ମଧ୍ୟ ଟ୍ୱିଟ୍‌ କରି ଲେଖିଛନ୍ତି, 'ତାଙ୍କ ଠାରେ କରୋନାର ସାମାନ୍ୟ ଲକ୍ଷଣ ରହିଛି। ସେ ଘରେ ନିଜକୁ କ୍ୱାରେଣ୍ଟାଇନ୍‌ କରିଛନ୍ତି। ଏଥିସହ କରୋନା ପ୍ରଟୋକଲ ଅନୁଯାୟୀ ଔଷଧ ଖାଉଛନ୍ତି। ଡାକ୍ତରଙ୍କ ସହ ସମ୍ପର୍କରେ ମଧ୍ୟ ଅଛନ୍ତି। ଦୟାକରି ମାସ୍କ ପିନ୍ଧନ୍ତୁ ଓ ସୁରକ୍ଷିତ ରୁହନ୍ତୁ।'

ଗତବର୍ଷ ଡିସେମ୍ବର ୨୪ରେ ହରଭଜନ କ୍ରିକେଟରୁ ସନ୍ୟାସ ନେଇଥିବା ନେଇ ଘୋଷଣା କରିଥିଲେ। କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିବା ନେଇ ଏହି ଅଫ୍‌ ସ୍ପିନର୍‌ ବୟ ଘୋଷଣା କରିଥିଲେ। ଏଥିସହ ସେ ଭବିଷ୍ୟତରେ ପଞ୍ଜାବର ସେବା କରିବାକୁ ଚାହୁଁଛି ବୋଲି ମଧ୍ୟ କହିଥିଲେ। ତେବେ ଏହି ସେବା ସେ କେଉଁ ରୂପରେ କରିବେ ସେ ନେଇ କିଛି ଖୁଲାସା କରିନଥିଲେ।

ହରଭଜନ ଏବଂ ଗୀତାଙ୍କ ଦେଖାସାକ୍ଷାତ ୨୦୦୭ରେ ହୋଇଥିଲା। ଏହାପରେ ଦୁହେଁ ପ୍ରମେରେ ପଡିଥିଲେ। ୮ ବର୍ଷ କାଳ ଡେଟିଂ କରିବା ପରେ ଉଭୟ ୨୦୧୫ରେ ବିବାହ କରିଥିଲେ।

https://twitter.com/harbhajan_singh/status/1484412593846759424?s=20

Harbhajan Singh's Wife Geeta Basra Tests Positive For Covid 19

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story