ସେମିଫାଇନାଲରେ ପହଞ୍ଚିଲା ଇଂଲଣ୍ଡ, କାଲି ଭାରତ ଜିମ୍ବାୱେ ମ୍ୟାଚ୍

ସିଡନି : ଶ୍ରୀଲଙ୍କାକୁ ହରାଇ ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିଛି ଇଂଲଣ୍ଡ। ଏଥିସହ ଗ୍ରୁପ-୧ର ଡିଫେଣ୍ଡିଙ୍ଗ ଚାମ୍ପିଅନ୍ ଅଷ୍ଟ୍ରେଲିଆ ସେମିଫାଇନାଲ ରେସ୍‌ରୁ ବାଦ୍ ପଡିଛି। ପୂର୍ବରୁ ନ୍ୟୁଜିଲାଣ୍ଡ ଏହି ଗ୍ରୁପ୍‌ରେ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିସାରିଛି। ଆଜି ସିଡ୍‌ନୀରେ ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ ୪ ୱିକେଟରେ ଶ୍ରୀଲଙ୍କାକୁ ମାତ୍ ଦେଇଛି। ବେନ୍ ଷ୍ଟୋକ୍ସ ଅପରାଜିତ ୪୨ ରନ୍ କରି ଇଂଲଣ୍ଡକୁ ଜିତାଇଥିଲେ। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ହରାଇ […]

eng

eng

Niranjan Mishra
  • Published: Saturday, 05 November 2022
  • Updated: 06 November 2022, 09:17 PM IST

Sports

Latest News

ସିଡନି : ଶ୍ରୀଲଙ୍କାକୁ ହରାଇ ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିଛି ଇଂଲଣ୍ଡ। ଏଥିସହ ଗ୍ରୁପ-୧ର ଡିଫେଣ୍ଡିଙ୍ଗ ଚାମ୍ପିଅନ୍ ଅଷ୍ଟ୍ରେଲିଆ ସେମିଫାଇନାଲ ରେସ୍‌ରୁ ବାଦ୍ ପଡିଛି। ପୂର୍ବରୁ ନ୍ୟୁଜିଲାଣ୍ଡ ଏହି ଗ୍ରୁପ୍‌ରେ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିସାରିଛି। ଆଜି ସିଡ୍‌ନୀରେ ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ ୪ ୱିକେଟରେ ଶ୍ରୀଲଙ୍କାକୁ ମାତ୍ ଦେଇଛି। ବେନ୍ ଷ୍ଟୋକ୍ସ ଅପରାଜିତ ୪୨ ରନ୍ କରି ଇଂଲଣ୍ଡକୁ ଜିତାଇଥିଲେ।

ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ହରାଇ ଇଂଲଣ୍ଡ ଆଗରେ ୧୪୨ ରନ୍ ଟାର୍ଗେଟ ରଖିଥିଲା। ଦଳ ପକ୍ଷରୁ ଓପନର ପଥୁମ ନଶଙ୍କା ୬୭ ରନ କରିଥିଲେ। ଅନ୍ୟମାନେ ସେତେଟା ଭଲ ଖେଳ ଦେଖାଇ ପାରି ନ ଥିଲେ। ଫଳରେ ଏକ ଭଲ ସ୍କୋର କରିବାରେ ଶ୍ରୀଲଙ୍କା ଟିମ୍ ଫେଲ ମାରିଥିଲା।

ଏହି ଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ଆରମ୍ଭରୁ ଲଢୁଆ ବ୍ୟାଟିଂ କରିଥିଲା । ହେଲେ ମଧ୍ୟ ଭାଗରେ ଗୋଟିଏ ପରେ ଗୋଟିଏ ୱିକେଟ ହରାଇ ଦଳ ବିପଦରେ ପଡ଼ିଥିଲା। ତେବେ ଆଲେକ୍ସ ହେଲ୍ସଙ୍କ ୪୭ ରନ୍‌ର ଇନିଂସ୍ ଓ ବେନ ଷ୍ଟୋକ୍ସ ଅପରାଜିତ ୪୨ ରନ୍‌ ଦଳକୁ ଶେଷ ଓଭରରେ ଦୁଇଟି ବଲ୍‌ ଥାଇ ବିଜୟ ଦେଇଥିଲା।

ସେପଟେ ଟି-୨୦ ବିଶ୍ୱକପ୍‌ରେ ଆସନ୍ତାକାଲି ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତ ଜିମ୍ବାୱେକୁ ଭେଟିବ। ମେଲବର୍ଣ୍ଣରେ ଅପରାହ୍ନ ଗୋଟାଏ ୩୦ ମିନିଟ୍‌ରେ ଏହି ମ୍ୟାଚ୍ ଖେଳାଯିବ। ସେମିଫାଇନାଲରେ ପ୍ରବେଶ ପାଇଁ ଭାରତକୁ ଏହି ମ୍ୟାଚ ଜିତିବାକୁ ପଡିବ। ଜିମ୍ବାୱେକୁ ହରାଇଲେ ଭାରତ ସେମିରେ ତ ପହଞ୍ଚିବ, ଏହାସହ ଗ୍ରୁପ୍-ଟୁ ପଏଣ୍ଟ ଟେବୁଲ୍ ଟପ୍‌ରେ ରହିବ। ତେବେ ଜିମ୍ବାୱେ ସେମି ରେସ୍‌ରୁ ବାଦ୍ ପଡିସାରିଛି। ଜିମ୍ବାୱେ ବିପକ୍ଷ ମ୍ୟାଚ ପାଇଁ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ଆଜି ନେଟ୍‌ରେ ଜୋରଦାର ଅଭ୍ୟାସ କରିଛନ୍ତି।

ଅନ୍ୟପଟେ ୩୪ ବର୍ଷରେ ପାଦ ଦେଇଛନ୍ତି ଭାରତର ରନ ମେସିନ୍ ଭାବେ ପରିଚିତ ବିରାଟ କୋହଲି। ବିଶ୍ୱ କ୍ରିକେଟରେ କିଙ୍ଗ କୋହଲି ଭାବେ ପରିଚିତ ବିରାଟ ନଭେମ୍ବର ୫ , ୧୯୮୮ ମସିହାରେ ନୂଆଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ। ସେ ନିଜ କ୍ୟାରିଅରରେ ଅନେକ ରେକର୍ଡ କରିଛନ୍ତି। ଏମିତିକି ଏବେ ଚାଲିଥିବା ଟି-୨୦ ବିଶ୍ୱକପ୍ ଦଳରେ ସେ ଖେଳୁଛନ୍ତି। ସେ ଚମତ୍କାର ଫର୍ମରେ ଅଛନ୍ତି। ବିଶେଷ କରି ଚଳିତ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ତାଙ୍କର ମ୍ୟାଚ ବିଜୟୀ ଇନିଂସ ପ୍ରଶଂସକଙ୍କୁ ବିରାଟଙ୍କ ଫ୍ୟାନ କରିଦେଇଛି।

ଅଷ୍ଟ୍ରେଲିଆର ମେଲବର୍ଣ୍ଣ ଷ୍ଟାଡିୟମ୍‌ରେ କେକ୍ କାଟି ସେ ଜନ୍ମଦିନ ପାଳିଛନ୍ତି। ଏହି ଅବସରରେ ଆଜି ମେଲବର୍ଣ୍ଣରେ ଷ୍ଟାଡିୟମ୍ କର୍ମକର୍ତ୍ତା, କିଛି ପ୍ରଶଂସକ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story