ଆଜି ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍‌, ସିରିଜ୍‌ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ

ନୂଆଦିଲ୍ଲୀ: ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ତଥା ଶେଷ ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ। ଆଜି ବିଜୟ ସହ ସିରିଜ କ୍ଲିନ୍ ସୁଇପ୍ କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ। ସେପଟେ ଘରୋଇ ମାଟିରେ ଶାନ୍ତ୍ୱନାମୂଳକ ବିଜୟ ପାଇଁ ଜି ଜାନ୍ ଲଗାଇବ ଇଂଲଣ୍ଡ ଟିମ୍‌। ଗତ ରାତିରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଇଂଲଣ୍ଡକୁ ୪୯ ରନ୍‌ରେ ହରାଇଥିଲା ଭାରତ।  ଭାରତ ପ୍ରଥମେ ବ୍ୟାଟିଂ କରି ୧୭୦ ରନ୍‌ର ଟାର୍ଗେଟ ଦେଇଥିଲା।  ୧୭୧ ରନ୍ […]

India VS ENG

India VS ENG

Madhupriya Mistry
  • Published: Sunday, 10 July 2022
  • Updated: 10 July 2022, 09:17 AM IST

Sports

Latest News

ନୂଆଦିଲ୍ଲୀ: ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ତଥା ଶେଷ ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ। ଆଜି ବିଜୟ ସହ ସିରିଜ କ୍ଲିନ୍ ସୁଇପ୍ କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ। ସେପଟେ ଘରୋଇ ମାଟିରେ ଶାନ୍ତ୍ୱନାମୂଳକ ବିଜୟ ପାଇଁ ଜି ଜାନ୍ ଲଗାଇବ ଇଂଲଣ୍ଡ ଟିମ୍‌।

ଗତ ରାତିରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଇଂଲଣ୍ଡକୁ ୪୯ ରନ୍‌ରେ ହରାଇଥିଲା ଭାରତ।  ଭାରତ ପ୍ରଥମେ ବ୍ୟାଟିଂ କରି ୧୭୦ ରନ୍‌ର ଟାର୍ଗେଟ ଦେଇଥିଲା।  ୧୭୧ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ମାତ୍ର ୧୨୧ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା।

ସିରିଜର ତୃତୀୟ ମ୍ୟାଚ୍ ଆଜି ନଟ୍ଟିଙ୍ଘମ୍‌ରେ(ଜୁଲାଇ ୧୦) ଖେଳାଯିବ। ପ୍ରଥମେ ମ୍ୟାଚ୍ ୫୦ ରନ୍‌ ଓ ଦ୍ୱିତୀୟ ମ୍ୟାଚ୍ ୪୯ ରନ୍‌ରେ ଜିତି ଟିମ୍ ଇଣ୍ଡିଆ ସିରିଜ୍ କବ୍‌ଜା କରିବା ପରେ କ୍ୟାପ୍ଟେନ୍ ଭାବରେ ରୋହିତ ଶର୍ମା ଏବେ ରେକର୍ଡ କରିବାକୁ ଯାଉଛନ୍ତି। ଯଦି ସେ ଆଜିର ମ୍ୟାଚ୍ ଜିତିଯାଆନ୍ତି ତେବେ ସେ ଭାରତୀୟ କ୍ୟାପ୍ଟେନ୍ ଭାବେ ଇତିହାସ ରଚିବେ।

ଗତକାଲିର ବିଜୟକୁ ମିଶାଇଲେ ରୋହିତ ଶର୍ମା କ୍ୟାପ୍ଟେନ ଭାବରେ ଲଗାତର ୧୯ଟି ମ୍ୟାଚ୍ ଜିତି ସାରିଲେଣି। ଯଦି ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ର ଆଜିର ମ୍ୟାଚ୍ ଜିତି ସିରିଜ୍ କ୍ଲିନ ସ୍ୱିପ୍ କଲେ ତେବେ ରୋହିତ୍ ଅଷ୍ଟ୍ରେଲିଆର ପୂର୍ବତନ ସଫଳ କ୍ୟାପ୍ଟେନ୍ ରିକି ପଣ୍ଟିଂ ସମକକ୍ଷ ହେବେ। କାରଣ ରିକି ପଣ୍ଟିଂ କ୍ୟାପ୍ଟେନ୍‌ସିପ୍ କରି ୨୦୦୩ରେ ଲଗାତର ୨୦ଟି ମ୍ୟାଚ୍ ଜିତି ରେକର୍ଡ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story