ରବିବାର ଭାରତ-ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ଲଢ଼େଇ, ପନ୍ତଙ୍କ ସ୍ଥାନରେ କିଏ?

ହାଇଦ୍ରାବାଦ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍‌ର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଆସନ୍ତାକାଲି ଖେଳାଯିବ। ଏହି ୩ଟିକିଆ ଟି-୨୦ ସିରିଜ୍‌ ଏବେ ୧-୧ରେ ବରାବର ହୋଇ ରହିଛି। ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍‌କୁ ଚମତ୍କାର ଢଙ୍ଗରା ଜିତିଥିବା ବେଳେ ଶୁକ୍ରବାର ଭାରତ କମବ୍ୟାକ୍‌ କରିଛି। ଓଦା ଆଉଟ ଫିଲ୍ଡ ଯୋଗୁ ମ୍ୟାଚକୁ ୮ ଓଭର ବିଶିଷ୍ଟ କରାଯାଇଥିଲା। ଏହାକୁ ଅଧିନାୟକ ରୋହିତ ଶାର୍ମାଙ୍କ ଅପରାଜିତ ୪୬ ରନ ବଳରେ ଭାରତ ୬ ୱିକେଟରେ ଜିତି […]

Rohit

Rohit

Hemant Lenka
  • Published: Saturday, 24 September 2022
  • Updated: 24 September 2022, 02:45 PM IST

Sports

Latest News

ହାଇଦ୍ରାବାଦ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍‌ର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଆସନ୍ତାକାଲି ଖେଳାଯିବ। ଏହି ୩ଟିକିଆ ଟି-୨୦ ସିରିଜ୍‌ ଏବେ ୧-୧ରେ ବରାବର ହୋଇ ରହିଛି। ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍‌କୁ ଚମତ୍କାର ଢଙ୍ଗରା ଜିତିଥିବା ବେଳେ ଶୁକ୍ରବାର ଭାରତ କମବ୍ୟାକ୍‌ କରିଛି। ଓଦା ଆଉଟ ଫିଲ୍ଡ ଯୋଗୁ ମ୍ୟାଚକୁ ୮ ଓଭର ବିଶିଷ୍ଟ କରାଯାଇଥିଲା। ଏହାକୁ ଅଧିନାୟକ ରୋହିତ ଶାର୍ମାଙ୍କ ଅପରାଜିତ ୪୬ ରନ ବଳରେ ଭାରତ ୬ ୱିକେଟରେ ଜିତି ନେଇଛନ୍ତି।

ଶେଷ ଓଭରରେ ଦଳକୁ ଜିତିବା ପାଇଁ ୯ ରନ ଦରକାର ଥିବା ବେଳେ ଦୀନେଶ କାର୍ତ୍ତିକ ଗୋଟିଏ ଛକା ଓ ପରେ ଚୌକା ମାରି ମ୍ୟାଚ୍‌ ଶେଷ କରିଥିଲେ। ସିରିଜ୍‌ ୧-୧ରେ ବରାବର ଥିବାରୁ ହାଇଦ୍ରାବାଦରେ ଖେଳାଯିବାକୁ ଥିବା ଶେଷ ମ୍ୟାଚ୍‌ର ଗୁରୁତ୍ୱ ବଢ଼ି ଯାଇଛି। ଏହି ମ୍ୟାଚ୍‌କୁ ଯିଏ, ଜିତବ ସିଏ ଟ୍ରଫି କବଜା କରିବ।

Rohit Sharma celebrates after Dinesh Karthik hit the winning runs, India vs Australia, 2nd T20I, Nagpur, September 23, 2022
ହାଇଦ୍ରାବାଦ ପିଚ୍‌ କଥା ବିଚାରକୁ ନେଲେ ୩ ବର୍ଷ ହେଲା ଏଠାରେ କୌଣସି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଇ ନାହିଁ। ସେହିପରି ୨୦୧୯ ପରଠାରୁ ଏଠାରେ ଆଇପିଏଲର କୌଣସି ମ୍ୟାଚ୍‌ ଆୟୋଜନ ହୋଇନି। ଶେଷଥର ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚରେ ପ୍ରବଳ ରନ ହୋଇଥିଲା।

ଇଣ୍ତିଜ ଟିମ ୨୦୭ ରନ କରିଥିବା ଭାରତ ୮ ବଲ ପୂର୍ବରୁ ୨୦୯ ରନ କରି ବିଜୟ ହାସଲ କରିଥିଲା। ବିରାଟ କୋହଲି ଅପରାଜିତ ୫୦ ବଲରେ ୯୪ ରନର ଇନିଂସ ଖେଳିଥିଲେ। ତେଣୁ ଆସନ୍ତାକାଲି ବିରାଟଙ୍କ ବ୍ୟାଟରୁ କ୍ରିକେଟ ପ୍ରେମୀ ବଡ଼ ସ୍କୋର ଆଶା ରଖିଛନ୍ତି। ଏଠାରେ ବିରାଟ ୧୩୯.୭୩ ଷ୍ଟ୍ରାଇକ ରେଟ ଓ ୫୩.୬୨ ହାରରେ ରନ କରିଛନ୍ତି।

Matthew Wade played a most enterprising innings, India vs Australia, 2nd T20I, Nagpur, September 23, 2022
ନାଗପୁର ମ୍ୟାଚରେ ପାଗ ବାଧକ ସାଜିଥିଲେ ମଧ୍ୟ ହାଇଦ୍ରାବାଦରେ ସେମିତି କିଛି ଘଟିବାର ଆଶଙ୍କା ନାହିଁ। ଅବଶ୍ୟ ଆଜି କିଛି କଳାବାଦଲ ଭାସୁଥିବା ଦେଖାଯାଇଛି। କିନ୍ତୁ ଆସନ୍ତାକାଲି ପାଗ ଶୁଖିଲା ରହିବ ବୋଲି କୁହାଯାଉଛି। କାଲିରେ ମ୍ୟାଚ୍‌ରେ ଟସ୍‌ର ଗୁରୁତ୍ୱ ସେତେଟା ରହିବ ନାହିଁ। ଏଠାରେ ଖେଳାଯାଇଥିବା ଶେଷ ୧୬ ଟି-୨୦ ମ୍ୟାଚ୍‌ରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୮ଟି ଓ ଦ୍ୱିତୀୟ ବ୍ୟାଟିଂ କରିଥିବା ଦଳ ୮ଟି ଲେଖାଏ ମ୍ୟାଚ ଜିତିଛନ୍ତି।
ଶୁକ୍ରବାର ମ୍ୟାଚ ୮ ଓଭର ବିଶିଷ୍ଟ ଥିବାରୁ ଭାରତ ଅତିରିକ୍ତ ବ୍ୟାଟର ଭାବେ ଋଷଭ ପନ୍ତଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ଦେଇଥିଲା। କିନ୍ତୁ ତାଙ୍କର ଆବଶ୍ୟକତା ପଡ଼ି ନଥିଲା।

Jasprit Bumrah, in his comeback game, snuck his yorker right under Aaron Finch's bat, India vs Australia, 2nd T20I, Nagpur, September 23, 2022

ଭାରତ ୪ ସ୍ପେଶାଲିଷ୍ଟ ବୋଲର ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ପଡ଼ିଆକୁ ଓହ୍ଲାଇଥିଲା। କିନ୍ତୁ ୨୦ ଓଭର ବିଶିଷ୍ଟ ମ୍ୟାଚ୍‌ରେ ଭାରତକୁ ଆଉ ଜଣେ ସ୍ପେଶାଲିଷ୍ଟ ବୋଲରଙ୍କୁ ଖେଳାଇବାକୁ ପଡ଼ିବ। ଯଶପ୍ରୀତ ବୁମ୍ରା ଦଳକୁ ଫେରିବା ଭଲ ସଙ୍କେତ। ହେଲେ ଭୁବନେଶ୍ୱର କୁମାରଙ୍କ ବୋଲିଂକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ଆସନ୍ତାକାଲି ଟିମ୍‌ ମ୍ୟାନେଜମେଣ୍ଟ ପନ୍ତଙ୍କ ବଦଳରେ ଭୁବି କିମ୍ବା ଦୀପକ ଚହରଙ୍କୁ ଅତିରିକ୍ତ ବୋଲର ଭାବେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେଇପାରେ।

ସେହିପରି ୟୁଜି ଚହଲ ଏଯାଏ ଆଖି ଦୃଶିଆ ପ୍ରଦର୍ଶନ କରି ପାରି ନାହାନ୍ତି। ଏପରି ସ୍ଥିତିରେ ଅଭିଜ୍ଞ ରବି ଅଶ୍ୱିନଙ୍କୁ ନିର୍ଣ୍ଣାୟକ ଟି-୨୦ରେ ସୁଯୋଗ ମିଳିବାର ସମ୍ଭାବନା ରହିଛି। ଅକ୍ଷର ପଟେଲ ସବୁଠାରୁ ଭଲ ଲୟରେ ଅଛନ୍ତି। ରବୀନ୍ଦ୍ର ଜାଡେଜା ଆହତ ହେବାରୁ ବିଶ୍ୱକପରେ ତାଙ୍କ ସ୍ଥାନ କିଏ ନେବେ, ତା’କୁ ନେଇ ଦ୍ୱନ୍ଦ୍ୱ ଦେଖାଯାଇଥିଲା। ହେଲେ ଅକ୍ଷର ପଟେଲଙ୍କ ପ୍ରଦର୍ଶନ ଏହି ଅଭାବକୁ କିଛିଟା ଭରଣ କରିପାରିଛି।

Pat Cummins bowled a slower length ball to have Hardik Pandya sky one up, India vs Australia, 2nd T20I, Nagpur, September 23, 2022
ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ବ୍ୟାଟରମାନେ ଭଲ ଫର୍ମରେ ଅଛନ୍ତି। ବିଶେଷ କରି ମାଥ୍ୟୁ ୱେଡ ଶେଷ ଭାଗରେ ବିସ୍ଫୋରକ ବ୍ୟାଟିଂ କରିବା ଟିମ୍‌ ଇଣ୍ଡିଆର ଚିନ୍ତାର କାରଣ ପାଲଟିଛି। ପ୍ରଥମ ମ୍ୟାଚ୍‌ ଭଳି ୱେଡ ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ଅପରାଜିତ ୪୩ ରନର ଇନିଂସ ଖେଳି ଅଷ୍ଟ୍ରେଲିଆକୁ ୮ ଓଭର ଶେଷ ସୁଦ୍ଧା ୯୦ରେ ପହଞ୍ଚାଇ ଦେଇଥିଲେ। ତେଣୁ ଶେଷ ଟି-୨୦ରେ ଭାରତ ପାଇଁ ତାଙ୍କ ୱିକେଟ ବେଶ ମହତ୍ତ୍ୱପୂର୍ଣ୍ଣ।

ଆରୋନ ଫିଞ୍ଚ ମଧ୍ୟ ଲୟକୁ ଫେରିଛନ୍ତି। ପ୍ରଥମ ମ୍ୟାଚ୍‌ରେ କାମେରନ ଗ୍ରୀନ ବିସ୍ଫୋରକ ବ୍ୟାଟିଂ କରିଥିଲେ। ବୋଲିଂ କଥା ବିଚାରକୁ ନେଲେ ଆଡମ ଜାମ୍ପା ଚମତ୍କାର ଫର୍ମରେ ରହିଛନ୍ତି। ଶୁକ୍ରବାର ମ୍ୟାଚ୍‌ରେ ଭାରତର ବିସ୍ଫୋରକ ବ୍ୟାଟିଂ ସତ୍ତ୍ୱେ ଜାମ୍ପା ୨ ଓଭରରେ ମାତ୍ର ୧୬ ରନ ଦେଇ ୩ ୱିକେଟ ହାସଲ କରିଥିଲେ। କାଲିର ମ୍ୟାଚ୍‌ରେ ଜାମ୍ପାଙ୍କ ପ୍ରତି ଭାରତୀୟ ବ୍ୟାଟରଙ୍କୁ ସର୍ତକ ରହିବାକୁ ପଡ଼ିବ।

Virat Kohli was beaten on the inside and bowled by Adam Zampa, India vs Australia, 2nd T20I, Nagpur, September 23, 2022

ଭାରତ ଭଳି ଅଷ୍ଟ୍ରେଲିଆ ମଧ୍ୟ ଡେଥ ଓଭର ବୋଲିଂରେ ସମସ୍ୟାର ସମ୍ମୁଖୀନ ହେଉଛି। ନାଥନ ଇଲିସ ଆହତ ହୋଇଛନ୍ତି। ଏଥିପାଇଁ ଶୁକ୍ରବାର ମ୍ୟାଚ୍‌ ସେ ଖେଳି ନଥିଲେ। ସ୍କ୍ୱାଡରେ କେନ ରିଚାର୍ଡସନ ଥିଲେ ମଧ୍ୟ ଛୋଟ ଧରଣର ସାଇଡ ନିଗଲ ସମସ୍ୟାରେ ପଡ଼ିଛନ୍ତି। ସେ ମଧ୍ୟ ହାଇଦ୍ରାବାଦରେ ଖେଳାଯିବାକୁ ଥିବା ଶେଷ ଟି-୨୦ ଖେଳିବେ ନାହିଁ।

ମିଚେଲ ଷ୍ଟାର୍କଙ୍କ ଅନୁପସ୍ଥିତରେ ଜୋଶ ହେଜେଲଉଡ ଓ ପ୍ୟାଟ କମିନ୍ସଙ୍କ ଉପରେ ଅତ୍ୟଧିକ ଚାପ ରହୁଛି। ତେଣୁ ଟିମ ଅଷ୍ଟ୍ରେଲିଆକୁ କାଲିର ମ୍ୟାଚ୍‌ ଓ ବିଶ୍ୱକପ ପୂର୍ବରୁ ଏହି ସମସ୍ୟାର ସମାଧାନ କରିବାକୁ ପଡ଼ିବ।

KL Rahul is bowled after missing a tossed up ball from Adam Zampa, India vs Australia, 2nd T20I, Nagpur, September 23, 2022

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story