ବାବରଙ୍କୁ ପଛରେ ପକାଇଲେ ସୂର୍ଯ୍ୟ କୁମାର, ଖସିଲେ ଭୁବନେଶ୍ୱର କୁମାର

ଦୁବାଇ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ ଟିମ୍‌ ଇଣ୍ଡିଆ ହାରି ଯାଇଛି ସତ, ହେଲେ ଦଳର ଷ୍ଟାର ବ୍ୟାଟର ସୂର୍ଯ୍ୟ କୁମାର ଯାଦବଙ୍କୁ ବଡ଼ ଫାଇଦା ମିଳିଛି। ସେ ଏହି ମ୍ୟାଚ୍‌ରେ ମାତ୍ର ୨୫ ବଲର ସମ୍ମୁଖୀନ ହୋଇ ୪୬ ରନର ଇନିଂସ ଖେଳିଥିଲେ। ଏହି ଇନିଂସ ଯୋଗୁ ତାଙ୍କୁ ଆଇସିସି ଟି-୨୦ ବ୍ୟାଟର ରାଙ୍ଗିରେ ବଡ଼ ଲାଭ ମିଳିଛି। ସେ ରାଙ୍କିଙ୍ଗରେ ଗୋଟିଏ ସ୍ଥାନ ଉପରକୁ ଉଠି ୩ ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଏଥିସହ […]

surya

surya

Hemant Lenka
  • Published: Wednesday, 21 September 2022
  • Updated: 21 September 2022, 08:20 PM IST

Sports

Latest News

ଦୁବାଇ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ ଟିମ୍‌ ଇଣ୍ଡିଆ ହାରି ଯାଇଛି ସତ, ହେଲେ ଦଳର ଷ୍ଟାର ବ୍ୟାଟର ସୂର୍ଯ୍ୟ କୁମାର ଯାଦବଙ୍କୁ ବଡ଼ ଫାଇଦା ମିଳିଛି। ସେ ଏହି ମ୍ୟାଚ୍‌ରେ ମାତ୍ର ୨୫ ବଲର ସମ୍ମୁଖୀନ ହୋଇ ୪୬ ରନର ଇନିଂସ ଖେଳିଥିଲେ। ଏହି ଇନିଂସ ଯୋଗୁ ତାଙ୍କୁ ଆଇସିସି ଟି-୨୦ ବ୍ୟାଟର ରାଙ୍ଗିରେ ବଡ଼ ଲାଭ ମିଳିଛି।

ସେ ରାଙ୍କିଙ୍ଗରେ ଗୋଟିଏ ସ୍ଥାନ ଉପରକୁ ଉଠି ୩ ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଏଥିସହ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ୪ର୍ଥ ସ୍ଥାନକୁ ଠେଲି ଦେଇଛନ୍ତି। ଏସିଆ କପରେ ବାବର ଆଦୌ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନଥିଲେ। ସେହିପରି ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ମଧ୍ୟ ବାବରଙ୍କ ବ୍ୟାଟ ଚାଲି ନଥିଲା।

ତେଣୁ ସେ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି। ସୂର୍ଯ୍ୟ କୁମାର ଯାଦବ ୭୮୦ ପଏଣ୍ଟ ସହ ୩ୟ ସ୍ଥାନରେ ଥିବା ବେଳେ ବାବରଙ୍କ ପଏଣ୍ଟ ସଂଖ୍ୟା ୭୭୧ ରହିଛି। ପୂର୍ବଭଳି ପାକିସ୍ତାନର ଉପ ଅଧିନାୟକ ମହମ୍ମଦ ରିଜୱାନ ୮୨୫ ପଏଣ୍ଟ ସହ ପ୍ରଥମ ଓ ଦକ୍ଷିଣ ଆଫ୍ରିକାର ଏଡେନ ମାର୍କମ ୭୯୨ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ବ୍ୟାଟିଂ ରାଙ୍କିଙ୍ଗର ୫ମ ସ୍ଥାନରେ ଇଂଲଣ୍ତର ଡାୱିଡ ମଲାନ, ୬ଷ୍ଠରେ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ, ୭ମରେ ନ୍ୟୁଜିଲ୍ୟାଣ୍ଡର ଡେଭୋନ କନୱେ, ୮ମରେ ଶ୍ରୀଲଙ୍କାର ପଥୁମ ନିଶାଙ୍କା, ୯ମରେ ୟୁଏଇର ମହମ୍ମଦ ୱାସୀମ ଓ ୧୦ମରେ ଦକ୍ଷିଣ ଆଫ୍ରିକାର ରେଜା ହେଣ୍ଡ୍ରିକ୍ସ ରହିଛନ୍ତି।

ଆଇସିସି ଟି-୨୦ ବ୍ୟାଟର ରାଙ୍କିଙ୍ଗର ଟପ୍‌ ୧୦ରେ ଏକମାତ୍ର ଭାରତୀୟ ଭାବେ ସୂର୍ଯ୍ୟ କୁମାର ଯାଦବ ରହିଛନ୍ତି। ତାଙ୍କ ପଛକୁ ୧୪ତମ ସ୍ଥାନରେ ଅଧିନାୟକ ରୋହିତ ଶର୍ମା ଅଛନ୍ତି। ବୋଲିଂ ରାଙ୍କିଙ୍ଗ କଥା ବିଚାରକୁ ନେଲେ ଭୁବନେଶ୍ୱର କୁମାର ତଳକୁ ଖସିଛନ୍ତି।

କ୍ରମାଗତ ଭାବେ ମ୍ୟାଚ୍‌ର ୧୯ତମ ଓଭରରେ ଅତ୍ୟଧିକ ରନ ଦେଇ ଭାରତ ହାରିବାର କାରଣ ସାଜୁଥିବା ଭୁବନେଶ୍ୱର କୁମାର ୨ଟି ସ୍ଥାନ ତଳକୁ ଖସିଛନ୍ତି। ସେ ଏବେ ବୋଲିଂ ରାଙ୍କିଙ୍ଗର ୯ମ ସ୍ଥାନରେ ରହିଛନ୍ତି। ପୂର୍ବରୁ ଭଳି ଜୋଶ ହେଜେଲଉଡ ୧ନଂ ଟି-୨୦ ବୋଲର ହେବାର ମାନ୍ୟତା ବଜାୟୀ ରଖିଛନ୍ତି।

ଅଲରାଣ୍ଡର ତାଲିକାରେ ହାର୍ଦ୍ଦିକ ପାଣ୍ଡ୍ୟା ଏକମାତ୍ର ଭାରତୀୟ ଭାବେ ଟପ୍‌ ୧୦ରେ ରହିଛନ୍ତି। ତାଙ୍କ ସ୍ଥାନ ୫ନଂରେ ରହିଛି। ସାକିବ ଅଲ ହାସନ ଏହି ତାଲିକାର ୧ନଂ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story