ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷରେ ଭାରତର ଦମଦାର ବିଜୟ  

ନୂଆଦିଲ୍ଲୀ: ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷରେ ଟି-୨୦ ସିରିଜ କବଜା କଲା ଭାରତ।  ଇଡେନ ଗାର୍ଡେନରେ ଖେଳାଯାଇଥିବା ଭାରତ-ୱେଷ୍ଟଇଣ୍ଡିଜ୍‌ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ୱେଷ୍ଟଇଣ୍ଡଜକୁ ୮ ରନରେ ପରାସ୍ତ କରି ସିରିଜ କବଜା କରିଛି।  ଭାରତର ୧୮୭ ରନ ବିଜୟ ଲକ୍ଷ୍ୟ ଜବାବରେ ଇଣ୍ଡିଜ ନିର୍ଦ୍ଧାରିତ ୨୦ ଓଭରରେ ୧୭୮ ରନ କରିପାରିଥିଲା । ଦଳ ପକ୍ଷରୁ ନିକୋଲାସ ପୁରନ ୬୨ ଓ ପେୱଲ ୬୮ ରନ କରିଥିଲେ।  ଭାରତ ପ୍ରଥମେ ବ୍ୟାଟିଂ କରି ର୍ନିଦ୍ଧାରିତ ୨୦ […]

909

909

Tapas Behera
  • Published: Saturday, 19 February 2022
  • Updated: 19 February 2022, 03:38 PM IST

Sports

Latest News

ନୂଆଦିଲ୍ଲୀ: ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷରେ ଟି-୨୦ ସିରିଜ କବଜା କଲା ଭାରତ।  ଇଡେନ ଗାର୍ଡେନରେ ଖେଳାଯାଇଥିବା ଭାରତ-ୱେଷ୍ଟଇଣ୍ଡିଜ୍‌ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ୱେଷ୍ଟଇଣ୍ଡଜକୁ ୮ ରନରେ ପରାସ୍ତ କରି ସିରିଜ କବଜା କରିଛି।  ଭାରତର ୧୮୭ ରନ ବିଜୟ ଲକ୍ଷ୍ୟ ଜବାବରେ ଇଣ୍ଡିଜ ନିର୍ଦ୍ଧାରିତ ୨୦ ଓଭରରେ ୧୭୮ ରନ କରିପାରିଥିଲା । ଦଳ ପକ୍ଷରୁ ନିକୋଲାସ ପୁରନ ୬୨ ଓ ପେୱଲ ୬୮ ରନ କରିଥିଲେ।  ଭାରତ ପ୍ରଥମେ ବ୍ୟାଟିଂ କରି ର୍ନିଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୮୬ ରନ କରିଥିଲା। ଭାରତ  ପକ୍ଷରୁ ବିରାଟ କୋହଲି ଏବଂ ରିଷଭ ପନ୍ତ ଅର୍ଦ୍ଧଶତକ ହାସଲ କରିଥିଲେ । ଏହି ବିଜୟ ସହ ୩ ଟିକିଆ ସିରିଜକୁ ୨-୦ ରେ କବଜା କରିଛି ଭାରତ।

୧୮୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଓ୍ଵେଷ୍ଟଇଣ୍ଡିଜର ଦୁଇ ଓପନର ମାତ୍ର ୩୪ ରନ୍‌ କରିଥିଲେ। କାଇଲ ମେୟର ୯ କରି ଆଉଟ୍ ହୋଇଥିଲେ। ଏହା ପରେ ବ୍ରାଣ୍ଡନ କିଙ୍ଗ୍(୨୨) ପାଭିଲିୟନ ଫେରିଥିଲେ। ପରେ ଭାର ସମ୍ଭାଳିଥିଲେ ସମ୍ଭାଳିଥିଲେ ନିକୋଲାସ ପୁରନ ଏବଂ ରୋଭମାନ ପାଓ୍ଵେଲ। ଉଭୟ ଆକ୍ରମଣାତ୍ମକ ବ୍ୟାଟିଂ କରି ଭାରତୀୟ  ବୋଲରଙ୍କୁ ଚାପରେ ରଖିଥିଲେ। ଦଳର ସ୍କୋରକୁ ଆଗେଇ ନେବା ସହ ବିଜୟ ଆଶା ସଞ୍ଚାର କରିଥିଲେ।

ଦୁଇ ବ୍ୟାଟସମ୍ୟାନ ନିଜର ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ତୃତୀୟ ଓ୍ଵିକେଟ୍‌ରେ ୧୦୦ ରନ ଯୋଡି ଦଳର ସ୍କୋରକୁ ୧୫୯ରେ ପହଞ୍ଚାଇଥିଲେ। ଇଣ୍ଡିଜ ବିଜୟ ଆଡକୁ ଅଗ୍ରସର ହେଉଥିବା ବେଳେ ନିକୋଲାସଙ୍କୁ ୧୯ତମ ଓଭରରେ ଆଉଟ୍ କରି ଭୁବନେଶ୍ଵର କୁମାର ମ୍ୟାଚ୍‌କୁ ଭାରତ ସପକ୍ଷରେ ମୋଡିଥିଲେ। ତେବେ ଦଳ ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୧୭୮ ରନ କରିଥିଲେ । ପୁରନ ଏବଂ ପାଓ୍ଵେଲଙ୍କ ଅର୍ଦ୍ଧଶତକ ବ୍ୟର୍ଥ ଯାଇଛି। ଭାରତ ପକ୍ଷରୁ ଭୁବନେଶ୍ଵର କୁମାର ୨୯ ରନରେ ୧ ଓ୍ଵିକେଟ୍, ୟୁଜବେନ୍ଦ୍ର  ଚହଲ ୩୧ ରନ ଦେଇ ୧ ଓ୍ଵିକେଟ୍ ଏବଂ ରବି ବିଷ୍ଣୋଇ ୩୦ ରନ ଦେଇ ୧ ଓ୍ଵିକେଟ୍ ନେଇଥିଲେ ପୂର୍ବରୁ ଦିନିକିଆ ସିରିଜକୁ ମଧ୍ୟ ଟିମ୍ ଇଣ୍ଡିଆ ୩-୦ରେ ମୂଳପୋଛ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story