ଭାରତକୁ ୧୫୮ ରନ୍‌ର ଟାର୍ଗେଟ ଦେଲା ୱେଷ୍ଟଇଣ୍ଡିଜ

କୋଲକାତା: ଯୁବ ତାରକା ନିକୋଲ୍ସ ପୁରନଙ୍କ ଜବରଦସ୍ତ ୬୧ ରନ୍‌ ସତ୍ତ୍ୱେ ଭାରତ ଆଗରେ ୧୫୮ ରନ୍‌ ଟାର୍ଗେଟ ଧାର୍ଯ୍ୟ କରିଛି ୱେଷ୍ଟଇଣ୍ଡିଜ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭ୍ରମଣକାରୀ ଇଣ୍ଡିଜ ଟିମ୍‌ ପ୍ରଥମ ଓଭର୍‌ରେ ୱିକେଟ ହରାଇଥିଲା। ହେଲେ ପ୍ରଥମେ ପୁରନ ଓ ଶେଷ ଭାଗରେ କାଏରନ ପୋଲାର୍ଡଙ୍କ ଧୂଆଁଧାର ବ୍ୟାଟିଂ ବଳରେ ୭ ୱିକେଟ ହରାଇ ୧୫୭ ରନ୍‌ କରିଛି। ଫଳରେ ପ୍ରଥମ ଟି-୨୦ ମ୍ୟାଚ୍‌ ଜିତିବା ପାଇଁ ଟିମ୍‌ ଇଣ୍ଡିଆକୁ ୧୫୮ […]

India

India

Hemant Lenka
  • Published: Wednesday, 16 February 2022
  • Updated: 16 February 2022, 09:05 PM IST

Sports

Latest News

କୋଲକାତା: ଯୁବ ତାରକା ନିକୋଲ୍ସ ପୁରନଙ୍କ ଜବରଦସ୍ତ ୬୧ ରନ୍‌ ସତ୍ତ୍ୱେ ଭାରତ ଆଗରେ ୧୫୮ ରନ୍‌ ଟାର୍ଗେଟ ଧାର୍ଯ୍ୟ କରିଛି ୱେଷ୍ଟଇଣ୍ଡିଜ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭ୍ରମଣକାରୀ ଇଣ୍ଡିଜ ଟିମ୍‌ ପ୍ରଥମ ଓଭର୍‌ରେ ୱିକେଟ ହରାଇଥିଲା। ହେଲେ ପ୍ରଥମେ ପୁରନ ଓ ଶେଷ ଭାଗରେ କାଏରନ ପୋଲାର୍ଡଙ୍କ ଧୂଆଁଧାର ବ୍ୟାଟିଂ ବଳରେ ୭ ୱିକେଟ ହରାଇ ୧୫୭ ରନ୍‌ କରିଛି। ଫଳରେ ପ୍ରଥମ ଟି-୨୦ ମ୍ୟାଚ୍‌ ଜିତିବା ପାଇଁ ଟିମ୍‌ ଇଣ୍ଡିଆକୁ ୧୫୮ ରନ୍‌ର ଟାର୍ଗେଟ ମିଳିଛି।

କୋଲକାତାର ଇଡେନ ଗାର୍ଡେନରେ ଟସ୍‌ ଜିତି ରୋହିତ ଶର୍ମା ପ୍ରଥମେ ଇଣ୍ଡିଜ ଟିମ୍‌କୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲେ। ତେବେ ପ୍ରଥମ ଓଭରରେ ଅଭିଜ୍ଞ ଭୁବନେଶ୍ୱର କୁମାର ୪ ରନ୍‌ କରିଥିବା ବ୍ରାଣ୍ଡନ କିଙ୍ଗଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଏହାପରେ କାୟେଲ ମେୟର୍ସ ଓ ପୁରନ ସ୍ଥିତି ସମ୍ଭାଳିଥିଲେ।

ଉଭୟ ଦ୍ୱିତୀୟ ୱିକେଟ ପାଇଁ ୪୭ ରନ୍ ଯୋଡ଼ି ଥିଲେ। ଦଳୀୟ ସ୍କୋର ୫୧ ଥିବା ବେଳେ ବ୍ୟକ୍ତିଗତ ୩୧ ରନ୍‌ କରି ମେୟର୍ସ ଲେଗସ୍ପିନର ୟୁଜଭେନ୍ଦର ଚହଲଙ୍କ ବଲରେ ଆଉଟ ହୋଇଥିଲେ। ଆଜିର ମ୍ୟାଚ୍‌ରେ ଡେବ୍ୟୁ କରିଥିବା ରବି ବିଷ୍ଣୋଇ ଚମତ୍କାର ବୋଲିଂ କରି ପ୍ରଥମେ ରୋଷ୍ଟନ ଚେଜ୍(୪) ଓ ରୋଭମାନ ପାୱେଲ(୨)ଙ୍କୁ ସମାନ ଓଭରରେ ପ୍ୟାଭିଲିୟନ ପଠାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲେ।

ଗୋଟିଏ ପଟେ ୱିକେଟ ଝଡ଼ୁଥିଲେ ମଧ୍ୟ ଅନ୍ୟପଟେ ପୁରନ ବଡ଼ ଶଟ ଖେଳି ଚାଲିଥିଲେ। ତାଙ୍କୁ କିଛି ସମୟ ଅକେଲା ହୁସେନ (୧୦) ସାଥ ଦେଇଥିଲେ। ହେଲେ ତାଙ୍କୁ ଦୀପକ ଚହର ଆଉଟ କରି ଦେଇଥିଲେ। ଏହି ସମୟରେ ଇଣ୍ଡିଜ ୯୦ ରନ୍‌ରେ ୫ ୱିକେଟ ହରାଇଥିଲା।

ହେଲେ ପୁରନ ଓ ପୋଲାର୍ଡ ଇନିଂସକୁ ଆଗକୁ ନେଇଥିଲେ। ଏଥିସହ ପୁରନ ନିଜ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ୬ଷ୍ଠ ୱକେଟ ପାଇଁ ସେ ପୋଲାର୍ଡଙ୍କ ସହ ମିଶି ୪୫ ରନ୍ ମଧ୍ୟ ଯୋଡ଼ି ଥିଲେ। ଦଳୀୟ ସ୍କୋର ୧୩୫ ଥିବା ବେଳେ ବଡ଼ ଶଟ ଖେଳିବା ଲୋଭରେ ପୁରନ(୬୧) ହର୍ଷଲ ପଟେଲଙ୍କ ବଲରେ ଆଉଟ ହୋଇଥିଲେ।

ଆଉଟ ହେବା ପୂର୍ବରେ ସେ ୪ଟି ଚୌକା ଓ ୫ଟି ବିଶାଳ ଛକା ବଳରେ ୬୧ ରନ୍ର ଇନିଂସ ଖେଳିଥିଲେ। ଶେଷ ଭାଗରେ ପୋଲାର୍ଡ ଅପରାଜିତ ୧୯ ବଲରେ ୨୪ କରିବାରୁ ଇଣ୍ଡିଜ ୧୫୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଇନିଂସରେ ଶେଷ ବଲରେ ହର୍ଷଲ ପଟେଲ ୪ ରନ୍‌ କରିଥିବା ଓଡେନ ସ୍ମିଥଙ୍କୁ ରୋହିତ ଶର୍ମାଙ୍କୁ ଆଉଟ କରିଥିଲେ।

ଭାରତ ପକ୍ଷରୁ ବିଷ୍ଣୋଇ ଓ ହର୍ଷଲ ୨ଟି ଲେଖାଏ ୱିକେଟ ନେଇଥିବା ବେଳେ ଚହଲ, ଦୀପକ ଚହର ଓ ଭୁବନେଶ୍ୱର କୁମାର ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story