୧୭ ନୁହେଁ ୧୮ରୁ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ସିରିଜ

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ସୀମିତ ଓଭର ସିରିଜ୍‌ ଘୁଞ୍ଚିବାରେ ଲାଗିଛି। ଶ୍ରୀଲଙ୍କା ଟିମ୍‌ର କିଛି ସଦସ୍ୟ କରୋନାରେ ଆକ୍ରାନ୍ତ ହେବା ପରେ ୧୩ ବଦଳରେ ୧୭ରୁ ଦୁଇ ଦେଶ ମଧ୍ୟରେ କ୍ରିକେଟ ସିରିଜ ଆରମ୍ଭ ହେବାର ଥିଲା। ଏବେ ୧୭ ନୁହେଁ ବରଂ ୧୮ ତାରିଖରୁ ମ୍ୟାଚ୍‌ ଆରମ୍ଭ ହେବ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ ସୂଚନା ଦେଇଛନ୍ତି। ଇଂଲଣ୍ଡ ବିପକ୍ଷ ସିରିଜ୍‌ ଖେଳି […]

Srilanka

Srilanka

Hemant Lenka
  • Published: Saturday, 10 July 2021
  • Updated: 10 July 2021, 02:57 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ସୀମିତ ଓଭର ସିରିଜ୍‌ ଘୁଞ୍ଚିବାରେ ଲାଗିଛି। ଶ୍ରୀଲଙ୍କା ଟିମ୍‌ର କିଛି ସଦସ୍ୟ କରୋନାରେ ଆକ୍ରାନ୍ତ ହେବା ପରେ ୧୩ ବଦଳରେ ୧୭ରୁ ଦୁଇ ଦେଶ ମଧ୍ୟରେ କ୍ରିକେଟ ସିରିଜ ଆରମ୍ଭ ହେବାର ଥିଲା।

ଏବେ ୧୭ ନୁହେଁ ବରଂ ୧୮ ତାରିଖରୁ ମ୍ୟାଚ୍‌ ଆରମ୍ଭ ହେବ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ ସୂଚନା ଦେଇଛନ୍ତି। ଇଂଲଣ୍ଡ ବିପକ୍ଷ ସିରିଜ୍‌ ଖେଳି ଫେରିବା ପରେ ଶ୍ରୀଲଙ୍କା କ୍ରିକେଟ୍ ଟିମର ଭିଡିଓ ଆନାଲିଷ୍ଟ ଜିଟି ନିରୋଶନ ଓ ବ୍ୟାଟିଂ କୋଚ୍ ଗ୍ରାଣ୍ଟ ଫ୍ଲାୱାର୍ କରୋନାରେ ଆକ୍ରାନ୍ତ ହୋଇଥିଲେ।

ଏହି କାରଣରୁ ଶ୍ରୀଲଙ୍କା ଟିମ୍‌ର ସମସ୍ତ ଖେଳାଳିଙ୍କ କ୍ୱାରେଣ୍ଟାଇନ ଅବଧିକୁ ବୃଦ୍ଧି କରାଯାଇଥିଲା। ଏହି କାରଣରୁ ୧୩ରେ ଆରମ୍ଭ ହେବାକୁ ଥିବା ମ୍ୟାଚ୍‌ ୧୭କୁ ଘୁଞ୍ଚାଇ ଦିଆଯାଇଥିଲା। ସମସ୍ତେ ଆଶା କରୁଥିଲେ ଯେ ୧୭ରୁ ସ୍ଥିତି ସ୍ୱାଭାବିକ ହେବା ସହ ମ୍ୟାଚ୍‌ ଆରମ୍ଭ ହେବ। କିନ୍ତୁ ଜୟ ଶାହ ଭାରତ-ଶ୍ରୀଲଙ୍କା ସିରିଜ ୧୮ରୁ ଆରମ୍ଭ ହେବ ବୋଲି କହିଛନ୍ତି। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍‌ ଖେଳାଯିବ।

କରୋନା କାରଣରୁ ସବୁ କ୍ରିକେଟ୍ ବୋର୍ଡର ଆୟ ଉପରେ ପ୍ରଭାବ ପଡ଼ିଛି। ଟିମ୍ ଇଣ୍ଡିଆର ଏହି ଶ୍ରୀଲଙ୍କା ଗସ୍ତ ଆୟୋଜକ ବୋର୍ଡ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ସିରିଜର ପ୍ରତି ମ୍ୟାଚରୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପ୍ରାୟ ୧୫ କୋଟି ଟଙ୍କାର ଆୟ କରିବ। ଅର୍ଥାତ୍ ପୂରା ସିରିଜରୁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ୯୦ କୋଟି ଟଙ୍କା ମିଳିବ। ଭାରତୀୟ ଟିମର ସିନିୟର ଖେଳାଳି ଏବେ ଇଂଲଣ୍ଡ ଗସ୍ତରେ ଅଛନ୍ତି। ଏହି କାରଣରୁ ଶିଖର ଧୱନଙ୍କ ନେତୃତ୍ୱରେ ଜୁନିୟର ଖେଳାଳିଙ୍କୁ ଶ୍ରୀଲଙ୍କା ପଠାଯାଇଛି। ରାହୁଲ୍ ଡ୍ରାଭିଡଙ୍କୁ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଛି।

ସୂଚନାଯୋଗ୍ୟ, କ୍ରିକେଟରମାନେ କରୋନାରେ ଆକ୍ରାନ୍ତ ହେବା ଏବେ ସାଧାରଣ କଥା ହେଲାଣି। ନିକଟରେ ଇଂଲଣ୍ଡ ଟିମର ସାତଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯେଉଁଥିରେ ତିନି ଜଣ ଖେଳାଳି ଓ ଚାରିଜଣ ଷ୍ଟାଫ୍ ସାମିଲ୍ ଅଛନ୍ତି। ଏକାଥରକେ ୭ ଜଣ ସଦସ୍ୟ କରୋନାରେ ସଂକ୍ରମିତ ହେବା ପରେ ଇଂଲଣ୍ଡର ସୀମିତ ଓଭର ଟିମ୍ ଆଇସୋଲେସନକୁ ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story