ପ୍ରଥମ ଟି-୨୦: ଟସ୍‌ ଜିତିଲା ଭାରତ, ଡେବ୍ୟୁ କରିବେ ରବି ବିଷ୍ଣୋଇ

କୋଲକାତା: ଦିନିକିଆ ସିରିଜ୍‌ ପରେ ଆଜିଠାରୁ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟି-୨୦ ସିରିଜ୍‌ ଆରମ୍ଭ ହୋଇଛି। କୋଲକାତାର ଇଡେନ ଗାର୍ଡେନ ଖେଳା ଯିବାକୁ ଥିବା ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତିଛନ୍ତି। ଟସ୍‌ ଜିତିବା ପରେ ସେ ଇଣ୍ଡିଜ ଟିମ୍‌କୁ ପ୍ରଥମେ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଛନ୍ତି। ଭାରତ ପକ୍ଷରୁ ଏହି ମ୍ୟାଚ୍‌ରେ ଯୁବ ଲେଗ ସ୍ପିନର ରବି ବିଷ୍ଣୋଇ ଡେବ୍ୟୁ କରିବେ। ସେହିପରି ରୋହିତ ଶର୍ମାଙ୍କ ସହ ଈଶାନ […]

Ravi

Ravi

Hemant Lenka
  • Published: Wednesday, 16 February 2022
  • Updated: 16 February 2022, 06:55 PM IST

Sports

Latest News

କୋଲକାତା: ଦିନିକିଆ ସିରିଜ୍‌ ପରେ ଆଜିଠାରୁ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟି-୨୦ ସିରିଜ୍‌ ଆରମ୍ଭ ହୋଇଛି। କୋଲକାତାର ଇଡେନ ଗାର୍ଡେନ ଖେଳା ଯିବାକୁ ଥିବା ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତିଛନ୍ତି। ଟସ୍‌ ଜିତିବା ପରେ ସେ ଇଣ୍ଡିଜ ଟିମ୍‌କୁ ପ୍ରଥମେ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଛନ୍ତି।

ଭାରତ ପକ୍ଷରୁ ଏହି ମ୍ୟାଚ୍‌ରେ ଯୁବ ଲେଗ ସ୍ପିନର ରବି ବିଷ୍ଣୋଇ ଡେବ୍ୟୁ କରିବେ। ସେହିପରି ରୋହିତ ଶର୍ମାଙ୍କ ସହ ଈଶାନ କିଶନ ଭାରତ ପାଇଁ ଇନିଂସ ଆରମ୍ଭ କରିବେ। ଏହାବାଦ ଦଳରେ ବିରାଟ କୋହଲି, ଋଷଭ ପନ୍ତ, ସୂର୍ଯ୍ୟ କୁମାର ଯାଦବ, ଭେଙ୍କଟେଶ ଆୟର, ହର୍ଷଲ ପଟେଲ, ଦୀପକ ଚହର, ଭୁବନେଶ୍ୱର କୁମାର ଓ ୟୁଜବେନ୍ଦର ଚହଲ ରହିଛନ୍ତି। ଏହାର ଅର୍ଥ ଭାରତ ଡବଲ ଲେଗ ସ୍ପିନରଙ୍କ ସହ ପ୍ରଥମ ମ୍ୟାଚ ଖେଳିବାକୁ ମୈଦାନକୁ ଓହ୍ଲାଇବ।

ଅନ୍ୟପକ୍ଷରେ ଦିନିକିଆ ସିରିଜ୍‌କୁ ୩-୦ରେ ହାରିଥିବା ଇଣ୍ଡିଜ ଟିମ୍‌ ଟି-୨୦ରେ ଏହାର ବଦଲା ନେବାକୁ ଲକ୍ଷ୍ୟ ରଖିଛି। ଆହତ କାରଣରୁ ଦିନିକିଆ ସିରିଜ୍‌ର ଶେଷ ୨ଟି ମ୍ୟାଚ୍‌ ଖେଳି ନଥିବା ଇଣ୍ଡିଜ ଅଧିନାୟକ କାଏରନ ପୋଲାର୍ଡ ଦଳକୁ କମବ୍ୟାକ କରିଛନ୍ତି। ସେହିପରି ଶେଲଡ କଟ୍ରେଲ ମଧ୍ୟ ଆଜିର ମ୍ୟାଚ୍‌ ଖେଳୁଛନ୍ତି। ଏମାନଙ୍କ ବ୍ୟତୀତ କାୟେଲ ମେୟର୍ସ, ବ୍ରାଣ୍ଡନ କିଙ୍ଗ ଓ ନିକୋଲ୍ସ ପୁରନଙ୍କ ଭଳି ଖେଳାଳି ଭ୍ରମଣକାରୀ ଦଳ ପାଖରେ ରହିଛନ୍ତି। ଦଳକୁ ରୋଷ୍ଟନ ଚେଜ୍‌ ମଧ୍ୟ ଫେରିଛନ୍ତି। ସେ ଉଭୟ ବୋଲିଂ ଓ ବ୍ୟାଟିଂ କରିବାର କ୍ଷମତା ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story