ପୁଣି ଆଇପିଏଲ୍‌କୁ ଫେରିଲେ ମାଲିଙ୍ଗା

ନୂଆଦିଲ୍ଲୀ: ପୁଣି ଆଇପିଏଲ୍‌କୁ ଫେରିଲେ ମାଲିଙ୍ଗା। ରାଜସ୍ଥାନ ରୟାଲ୍ସ ଆଇପିଏଲ୍‌-୨୦୨୨ ମ୍ୟାଚ୍‌ ପୂର୍ବରୁ ଏହି ଷ୍ଟାର ଖେଳାଳିଙ୍କୁ ନିଜ ସହ ସାମିଲ କରାଇଛି। ଟି-୨୦ ଫର୍ମାଟର ପ୍ରସିଦ୍ଧ କ୍ରିକେଟଙ୍କ ମଧ୍ୟରୁ ଜଣେ ଲାସିଥ ମାଲିଙ୍ଗାଙ୍କୁ ରାଜସ୍ଥାନ ରୟାଲ୍ସ ନିଜ କୋଚିଂ ଷ୍ଟାଫମାନଙ୍କ ମଧ୍ୟରେ ସ୍ଥାନ ଦେଇଛି। ତାଙ୍କୁ ରାଜସ୍ଥାନ ରୟାଲ୍ସର ବୋଲିଂ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି। ଦିନେ ମୁମ୍ବାଇ ଇଣ୍ଡିଆନ୍ସକୁ ଚାମ୍ପିଅନ୍‌ କରାଇଥିବା ମାଲିଙ୍ଗା ଏବେ ରାଜସ୍ଥାନ ରୟାଲ୍ସକୁ ଦେବେ ବୋଲିଂର ଜ୍ଞାନ। ମୁମ୍ବାଇ ଇଣ୍ଡିଆନ୍ସ […]

Malinga

Malinga

Madhupriya Mistry
  • Published: Friday, 11 March 2022
  • Updated: 11 March 2022, 02:45 PM IST

Sports

Latest News

ନୂଆଦିଲ୍ଲୀ: ପୁଣି ଆଇପିଏଲ୍‌କୁ ଫେରିଲେ ମାଲିଙ୍ଗା। ରାଜସ୍ଥାନ ରୟାଲ୍ସ ଆଇପିଏଲ୍‌-୨୦୨୨ ମ୍ୟାଚ୍‌ ପୂର୍ବରୁ ଏହି ଷ୍ଟାର ଖେଳାଳିଙ୍କୁ ନିଜ ସହ ସାମିଲ କରାଇଛି। ଟି-୨୦ ଫର୍ମାଟର ପ୍ରସିଦ୍ଧ କ୍ରିକେଟଙ୍କ ମଧ୍ୟରୁ ଜଣେ ଲାସିଥ ମାଲିଙ୍ଗାଙ୍କୁ ରାଜସ୍ଥାନ ରୟାଲ୍ସ ନିଜ କୋଚିଂ ଷ୍ଟାଫମାନଙ୍କ ମଧ୍ୟରେ ସ୍ଥାନ ଦେଇଛି। ତାଙ୍କୁ ରାଜସ୍ଥାନ ରୟାଲ୍ସର ବୋଲିଂ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି।

ଦିନେ ମୁମ୍ବାଇ ଇଣ୍ଡିଆନ୍ସକୁ ଚାମ୍ପିଅନ୍‌ କରାଇଥିବା ମାଲିଙ୍ଗା ଏବେ ରାଜସ୍ଥାନ ରୟାଲ୍ସକୁ ଦେବେ ବୋଲିଂର ଜ୍ଞାନ। ମୁମ୍ବାଇ ଇଣ୍ଡିଆନ୍ସ ବି ଏବେ ମାଲିଙ୍ଗାଙ୍କ ଟାର୍ଗେଟରେ ରହିବ। ଗତବର୍ଷ ମାଲିଙ୍ଗା କ୍ରିକେଟ୍‌ରୁ ସନ୍ୟାସ ନେଇଥିଲେ। ମହାମାରୀ କରୋନା ଯୋଗୁଁ ବର୍ଷ ୨୦୨୦ରେ ମଧ୍ୟ ଆଇପିଏଲ୍‌ ମ୍ୟାଚ୍‌ ଖେଳିନଥିଲେ। ତେବେ ଚଳିତ ଲିଗ୍‌ରେ ମାଲିଙ୍ଗା ବୋଲି କୋଚ୍‌ ରୂପେ ପୁଣିଥରେ ପିଚ୍‌କୁ ଫେରୁଛନ୍ତି।

୨୦୦୮ରେ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଡି ହୋଇଥିବା ମାଲିଙ୍ଗା ୪ଥର ଏହି ଟିମ୍‌କୁ ଆଇପିଏଲ୍‌ରେ ବିଜୟ ସ୍ୱାଦ ଚଖାଇଛନ୍ତି। ମାଲିଙ୍ଗାଙ୍କ ନାଁରେ ଆଇପିଏଲ୍‌ରେ ୧୨୨ଟି ମ୍ୟାଚ୍‌ ଏବଂ ୧୭୦ଟି ୱିକେଟ୍‌ ହାସଲ କରିଥିବା ରେକର୍ଡ ରହିଛି।

୨୦୧୮ରେ ମାଲିଙ୍ଗାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ କିଣିନଥିଲା କିନ୍ତୁ ତାଙ୍କୁ ସେତେବେଳେ ବୋଲର୍‌ଙ୍କ ମେଣ୍ଟର ଭାବେ ନିଯୁକ୍ତ ଦେଇଥିଲା। ତେବେ ୨୦୧୯ରେ ମାଲିଙ୍ଗା ମୁମ୍ବାଇ ଟିମ୍‌ ପାଇଁ ଖାଳାଳି ରୂପେ ଫେରିଥିଲେ। ଫାଇନାଲରେ ଜବରଦସ୍ତ ପ୍ରଦର୍ଶନ ଦେଖାଇ ଟିମ୍‌କୁ ଚାମ୍ପିଅନ୍‌ କରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story