ରୋହିତ-ବିରାଟଙ୍କ ମଧ୍ୟରେ ସବୁ ଠିକ ତ? ଆଫ୍ରିକା ବିପକ୍ଷ ଦିନିକିଆ ଖେଳିବାକୁ ଚାହୁଁନାହାନ୍ତି କୋହଲି!

ମୁମ୍ବାଇ: ଟିମ ଇଣ୍ଡିଆର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି କି? ଅଧିନାୟକ ପଦକୁ ନେଇ ସୋଶାଲ ମିଡିଆରେ ଦେଖାଯାଇଥିବା ବିବାଦର ପ୍ରଭାବ ଉଭୟଙ୍କ ଉପରେ ପଡ଼ିନି ତ? କ’ଣ ବିସିସିଆଇ ବିରାଟଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଇ ଭୁଲ କରିଛି କି? ଏମିତି ଅନେକ ପ୍ରଶ୍ନ ଏବେ ପୂରା କ୍ରିକେଟ ପ୍ରେମୀଙ୍କ ମନରେ ଉଙ୍କି ମାରିବା ଆରମ୍ଭ କରିଛି। କାରଣ ଦିନିକିଆ ଅଧିନାୟକ ପଦ ରୋହିତ […]

Rohit

Rohit

Hemant Lenka
  • Published: Tuesday, 14 December 2021
  • Updated: 14 December 2021, 11:42 AM IST

Sports

Latest News

ମୁମ୍ବାଇ: ଟିମ ଇଣ୍ଡିଆର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି କି? ଅଧିନାୟକ ପଦକୁ ନେଇ ସୋଶାଲ ମିଡିଆରେ ଦେଖାଯାଇଥିବା ବିବାଦର ପ୍ରଭାବ ଉଭୟଙ୍କ ଉପରେ ପଡ଼ିନି ତ? କ’ଣ ବିସିସିଆଇ ବିରାଟଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଇ ଭୁଲ କରିଛି କି? ଏମିତି ଅନେକ ପ୍ରଶ୍ନ ଏବେ ପୂରା କ୍ରିକେଟ ପ୍ରେମୀଙ୍କ ମନରେ ଉଙ୍କି ମାରିବା ଆରମ୍ଭ କରିଛି। କାରଣ ଦିନିକିଆ ଅଧିନାୟକ ପଦ ରୋହିତ ଶର୍ମାଙ୍କୁ ମିଳିବା ପରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି।

ରୋହିତ ଦିନିକିଆ ଅଧିନାୟକ ହୋଇଥିଲେ ମଧ୍ୟ ଆସନ୍ତାବର୍ଷ ଦକ୍ଷିଣ ଆଫ୍ରିକା ସିରିଜ୍‌ରୁ ନିଜର ନୂଆ ଇନିଂସ ଆରମ୍ଭ କରିବେ। କିନ୍ତୁ ଏବେ ମିଳିଥିବା ସୂଚନା ଅନୁଯାୟୀ, ଦଳର ପୂର୍ବତନ ଅଧିନାୟକ ତଥା ଦଳର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ଖେଳିବାକୁ ଚାହୁଁନାହାନ୍ତି। ସେ କେବଳ ଟେଷ୍ଟ ସିରିଜ୍‌ ଖେଳି ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରିବାକୁ ଚାହୁଁଛନ୍ତି। ସେ ନିଜ ଆଡ଼ୁ ବିସିସିଆଇକୁ ଏପରି ପ୍ରସ୍ତାବ ଦେଇଥିବା ରିପୋର୍ଟ ପ୍ରକାଶ ପାଇଛି।

ସୋମବାର ରୋହିତ ଶର୍ମା ଆହତ ହୋଇଥିବା ବିସିସିଆଇ କହିଥିଲା। ଏହି କାରଣରୁ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍‌ ସେ ଖେଳିବେ ନାହିଁ। ତେବେ ଦିନିକିଆ ସିରିଜ୍‌ ବେଳକୁ ସେ ସୁସ୍ଥ ହୋଇ ସାରିଥିବେ ଓ ଦଳର କମାଣ ସମ୍ଭାଳିବେ ବୋଲି ବିସିସିଆଇ କହିଥିଲା।

ହେଲେ ହଠାତ୍‌ ବିରାଟ ଏବେ ଦିନିକିଆ ସିରିଜ୍‌ରେ ନିଜ ଆଡ଼ୁ ଖେଳିବାକୁ ମନା କରିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି। ବିରାଟ ଏବେ ଟିମ ଇଣ୍ଡିଆର ଟେଷ୍ଟ ଅଧିନାୟକ ଅଛନ୍ତି। ଦିନିକିଆ ଓ ଟି-୨୦ ଅଧିନାୟକ ଭାବେ ରୋହିତ ଶର୍ମାଙ୍କୁ ନିଯୁକ୍ତି ମିଳିଛି। ବିରାଟ ଟି-୨୦ ଅଧିନାୟକ ଛାଡ଼ିଥିବା ବେଳେ ଦିନିକିଆ ଓ ଟେଷ୍ଟ ଟିମ୍‌ର ନେତୃତ୍ୱ ନେବେ ବୋଲି କହିଥିଲେ।

ହେଲେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଟିମ୍‌ ଘୋଷଣା ବେଳେ ବିସିସିଆଇ ବିରାଟଙ୍କ ବଦଳରେ ରୋହିତଙ୍କୁ ସୀମିତ ଓଭରର କ୍ରିକେଟର ପୂର୍ଣ୍ଣକାଳୀନ ଅଧିନାୟକ ଭାବେ ନିଯୁକ୍ତି ଦେଇଛି। ବିରାଟଙ୍କୁ ଅଧିନାୟକ ପଦରୁ ହଟାଯାଇଥିବାରୁ ଏହାକୁ ନେଇ ସୋଶାଲ ମିଡିଆରେ ଝଡ଼ ସୃଷ୍ଟି ହୋଇଛି।

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ବିବାଦ ମଧ୍ୟରେ ସ୍ପଷ୍ଟୀକରଣ ଦେଇ ସାରିଛନ୍ତି। ଏହା ସତ୍ତ୍ୱେ ବିରାଟ ଦିନିକିଆ ସିରିଜ୍‌ରୁ ଓହରି ଯିବାକୁ ଚାହୁଁଥିବା ଖବର ନୂଆ ଟ୍ୱିଷ୍ଟ ଆଣିଛି।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡିସେମ୍ବର ୨୬ରୁ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ସେହିପରି ଜାନୁଆରୀ ୧୭ରୁ ଦିନିକିଆ ସିରିଜ୍‌ ଖେଳାଯିବ। ରୋହିତ ଟେଷ୍ଟ ଟିମର ଉପ ଅଧିନାୟକ ଥିବା ବେଳେ ବିରାଟ କ୍ୟାପ୍ଟେନ ଦାୟିତ୍ୱ ସମ୍ଭାଳିବେ। ଏବେ ଟିମ୍‌ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ରୋହିତ ଆହତ ହୋଇଥିବା ଖବର ମିଳିଥିଲା।

ତେଣୁ ଟେଷ୍ଟ ସିରିଜ୍‌ ପାଇଁ ରୋହିତଙ୍କ ବଦଳରେ ପ୍ରିୟଙ୍କ ପାଞ୍ଚଲଙ୍କୁ ସାମିଲ କରାଯାଇଛି। ରୋହିତ ସୁସ୍ଥ ହେବାକୁ ମାସେ ସମୟ ଲାଗିବ। ତେଣୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ବେଳକୁ ଫିଟ ହୋଇ ସାରିଥିବେ ବୋଲି ବିସିସିଆଇ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story