ମାର୍କ ଉଡଙ୍କ ସ୍ଥାନରେ ଆଇପିଏଲ ଖେଳିବେ ଏହି ଖେଳାଳି

ଲକ୍ଷ୍ନୌ: ଆଇପିଏଲ ପୂର୍ବରୁ ଆହତ ହୋଇଥିବା ଇଂଲିଶ ବୋଲର ମାର୍କ ଉଡଙ୍କ ବଦଳ ଖେଳାଳି ଭାବେ ସୁଯୋଗ ପାଇଛନ୍ତି ଅଷ୍ଟ୍ରେଲିଆ ବୋଲର ଆଣ୍ଡ୍ର୍ୟୁ ଟାଏ। ସେ ଚଳିତ ବର୍ଷ ଲକ୍ଷ୍ନୌ ସୁପର ଜିଆଣ୍ଟସ ପକ୍ଷରୁ ଆଇପିଏଲ ଖେଳିବେ। ଆଜି ଲକ୍ଷ୍ନୌ ପକ୍ଷରୁ ଏହି ଘୋଷଣା କରାଯାଇଛି। ଆଣ୍ଡ୍ର୍ୟୁ ଟାଏଙ୍କ ବେସ ପ୍ରାଇସରେ ୧ କୋଟି ଟଙ୍କା ଥିବା ବେଳେ ଲକ୍ଷ୍ନୌ ତାଙ୍କୁ ସେହି ଦର ଦେଇ ନିଜ ସହ ସାମିଲ କରିଛି। ଆଇପିଏଲ ୨୦୨୨ ସଂସ୍କରଣର ମେଗା […]

andrew-tye

andrew-tye

Hemant Lenka
  • Published: Wednesday, 23 March 2022
  • Updated: 23 March 2022, 09:12 PM IST

Sports

Latest News

ଲକ୍ଷ୍ନୌ: ଆଇପିଏଲ ପୂର୍ବରୁ ଆହତ ହୋଇଥିବା ଇଂଲିଶ ବୋଲର ମାର୍କ ଉଡଙ୍କ ବଦଳ ଖେଳାଳି ଭାବେ ସୁଯୋଗ ପାଇଛନ୍ତି ଅଷ୍ଟ୍ରେଲିଆ ବୋଲର ଆଣ୍ଡ୍ର୍ୟୁ ଟାଏ। ସେ ଚଳିତ ବର୍ଷ ଲକ୍ଷ୍ନୌ ସୁପର ଜିଆଣ୍ଟସ ପକ୍ଷରୁ ଆଇପିଏଲ ଖେଳିବେ। ଆଜି ଲକ୍ଷ୍ନୌ ପକ୍ଷରୁ ଏହି ଘୋଷଣା କରାଯାଇଛି।

ଆଣ୍ଡ୍ର୍ୟୁ ଟାଏଙ୍କ ବେସ ପ୍ରାଇସରେ ୧ କୋଟି ଟଙ୍କା ଥିବା ବେଳେ ଲକ୍ଷ୍ନୌ ତାଙ୍କୁ ସେହି ଦର ଦେଇ ନିଜ ସହ ସାମିଲ କରିଛି। ଆଇପିଏଲ ୨୦୨୨ ସଂସ୍କରଣର ମେଗା ନିଲାମ ବେଳେ ଟାଏଙ୍କୁ କୌଣସି ଦଳ କିଣି ନଥିଲେ। ହେଲେ ଏବେ ମାର୍କ ଉଡ ଆହତ ହେବାରୁ ଲକ୍ଷ୍ନୌ ଟାଏଙ୍କ ଉପରେ ଭରସା କରିଛି।

ଆଣ୍ଡ୍ର୍ୟୁ ଟାଏ ଅଷ୍ଟ୍ରେଲିଆ ପାଇଁ ୩୨ ଟି-୨୦ ମ୍ୟାଚ୍‌ରେ ୪୭ଟି ୱିକେଟ ନେଇଛନ୍ତି। ନିଜ ପେସରେ ଭାରିଏସନ ପାଇଁ ସେ ବେଶ ଘାତକ ସାବ୍ୟସ୍ତ ହୋଇଥାଆନ୍ତି। ସେ ଆଇପିଏଲରେ ମଧ୍ୟ ପୂର୍ବରୁ ୨୭ଟି ମ୍ୟାଚ୍‌ ଖେଳି ୪୦ଟି ୱିକେଟ ଦଖଲ କରିଛନ୍ତି। ୨୦୧୮ରେ ସେ ଆଇପିଏଲରେ ସର୍ବାଧିକ ୱିକେଟ ଦଖଲକାରୀ ବୋଲର ଭାବେ ବାଇଗଣୀ ଟୋପି ଜିତିଥିଲେ। ସେହିବର୍ଷ ଟାଏ ପଞ୍ଜାବ କିଙ୍ଗସ ପକ୍ଷରୁ ୧୪ଟି ମ୍ୟାଚ୍‌ ଖେଳି ୨୪ଟି ୱିକେଟ ନେଇଥିଲେ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ମାର୍କ ଉଡ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ଖେଳିଥିଲେ। ଏହି ସମୟରେ ସେ କହୁଣୀ ଆଘାତ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏହା ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ ଡାକ୍ତର ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏହି କାରଣରୁ ସେ ବେଶ କିଛି ଦିନ କ୍ରିକେଟରୁ ଦୂରେଇ ରହିବେ। ତେଣୁ ତାଙ୍କୁ ଆଇପିଏଲରେ ଦେଖିବାକୁ ମିଳିବନି।

୨୦୨୨ ଆଇପିଏଲ ପୂର୍ବରୁ ହୋଇଥିବା ମେଗା ନିଲାମ ସମୟରେ ଲକ୍ଷ୍ନୌ ୭.୫ କୋଟି ଟଙ୍କାରେ ମାର୍କ ଉଡଙ୍କୁ କିଣିଥିଲା। ହେଲେ ଏବେ ସେ ବୋଲିଂ କରିବାକୁ ସକ୍ଷମ ହେଉ ନଥିବାରୁ ଆଇପିଏଲରୁ ବାଦ ପଡ଼ିଛନ୍ତି। ଆହତ ସମସ୍ୟା ଯୋଗୁ ସେ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟରେ ମଧ୍ୟ ମାତ୍ର ୧୭ ଓଭର ବୋଲିଂ କରିଥିଲେ।

ଲକ୍ଷ୍ନୌ ନୂଆ ଦଳ ଭାବେ ଚଳିତ ବର୍ଷ ଆଇପିଏଲ ଖେଳିବ। ଏହି ଟିମ୍‌ର ଅଧିନାୟକ ଭାବେ କେଏଲ ରାହୁଲ ନିଯୁକ୍ତି ପାଇଥିବା ବେଳେ ଆଣ୍ଡି ଫ୍ଲାୱାର ଦଳର କୋଚ ଭାବେ ଦାୟିତ୍ୱ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story