ବଦଳିଲା କ୍ରିକେଟର ଅନେକ ନିୟମ, ଜାଣନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: କ୍ରିକେଟ ଫ୍ୟାନମାନଙ୍କ ପାଇଁ ବଡ଼ ଖବର। ପୂର୍ବରୁ କ୍ରିକେଟରେ ଥିବା ଅନେକ ନିୟମରେ ହୋଇଛନ୍ତି ପରିବର୍ତ୍ତନ। ମଙ୍ଗଳବାର କ୍ରିକେଟ ପାଇଁ ନିୟମ ଧାର୍ଯ୍ୟ କରୁଥିବା Marylebone Cricket Club(MCC) ନୂଆ ନିୟମ ସମ୍ପର୍କରେ ଘୋଷଣା କରିଛି। ମଙ୍କଡିଂ ଠାରୁ ଆରମ୍ଭ କରି ୱାଇଡ ନିୟମରେ ବଡ଼ ପରିବର୍ତ୍ତନ କରିଛି ଏମସିସି। ସେହିପରି ସବୁଦିନ ପାଇଁ ବଲ୍‌ରେ ଲାଳ ମାରିବା ଉପରେ ମଧ୍ୟ ରୋକ ଲଗାଇ ଦିଆଯାଇଛି। ପୂର୍ବରୁ କରୋନା ପାଇଁ ବଲ୍‌ରେ କୌଣସି ଖେଳାଳି ଲାଳ […]

cricket

cricket

Hemant Lenka
  • Published: Wednesday, 09 March 2022
  • Updated: 09 March 2022, 12:16 PM IST

Sports

Latest News

ନୂଆଦିଲ୍ଲୀ: କ୍ରିକେଟ ଫ୍ୟାନମାନଙ୍କ ପାଇଁ ବଡ଼ ଖବର। ପୂର୍ବରୁ କ୍ରିକେଟରେ ଥିବା ଅନେକ ନିୟମରେ ହୋଇଛନ୍ତି ପରିବର୍ତ୍ତନ। ମଙ୍ଗଳବାର କ୍ରିକେଟ ପାଇଁ ନିୟମ ଧାର୍ଯ୍ୟ କରୁଥିବା Marylebone Cricket Club(MCC) ନୂଆ ନିୟମ ସମ୍ପର୍କରେ ଘୋଷଣା କରିଛି।

ମଙ୍କଡିଂ ଠାରୁ ଆରମ୍ଭ କରି ୱାଇଡ ନିୟମରେ ବଡ଼ ପରିବର୍ତ୍ତନ କରିଛି ଏମସିସି। ସେହିପରି ସବୁଦିନ ପାଇଁ ବଲ୍‌ରେ ଲାଳ ମାରିବା ଉପରେ ମଧ୍ୟ ରୋକ ଲଗାଇ ଦିଆଯାଇଛି। ପୂର୍ବରୁ କରୋନା ପାଇଁ ବଲ୍‌ରେ କୌଣସି ଖେଳାଳି ଲାଳ ମାରି ଚିକ୍କଣ କରିପାରିବେ ନାହିଁ ବୋଲି ନିୟମ ପ୍ରଣୟନ କରାଯାଇଥିଲା। ହେଲେ ଏହାକୁ ସ୍ଥାୟୀ ନିୟମ କରି ଦିଆଯାଇଛି।

ପୂର୍ବରୁ ମଙ୍କଡିଂକୁ ଅନଫେୟାର ମୋଡ ଅଫ ଡିସମିସାଲ କୁହାଯାଉଥିଲା। କିନ୍ତୁ ଏବେ କ୍ରିକେଟର ଆଇନ ୩୮ ମଧ୍ୟରେ ଏହାକୁ ଯୋଡ଼ା ଯାଇଛି। ଅର୍ଥାତ ଏହା ରନ ଆଉଟ ଭଳି ଗଣତି କରାଯିବ। ତେବେ ଏହାର ନାଁ ମଙ୍କଡିଂ ଆଉଟ ହିଁ ରହିବ।

କ’ଣ ସବୁ ପରିବର୍ତ୍ତନ ହୋଇଛି ଜାଣନ୍ତୁ

୧-ଯଦି କୌଣସି ବ୍ୟାଟର କ୍ୟାଚ୍‌ ଆଉଟ ହେଉଛନ୍ତି, ତା’ହେଲେ ନୂଆ ବ୍ୟାଟର ପରବର୍ତ୍ତୀ ବଲ୍‌ ସାମ୍ନା କରିବେ। ପୂର୍ବରୁ ଯଦି ବ୍ୟାଟର କ୍ୟାଚ ଆଉଟ ପୂର୍ବରୁ ନନ ଷ୍ଟ୍ରାଇକରେ ଥିବା ଖେଳାଳି ତାଙ୍କୁ କ୍ରସ କରି ଯାଉଛନ୍ତି, ତା’ହେଲେ ପୁରୁଣା ବ୍ୟାଟର ହିଁ ପରବର୍ତ୍ତୀ ବଲ ସାମ୍ନା କରୁଥିଲେ। ତେବେ ନୂଆ ନିୟମ ଓଭର୍‌ର ଶେଷ ବଲରେ ଲାଗୁ ହେବନି।

୨- ମ୍ୟାଚ୍ ବେଳେ ଯଦି କୌଣସି ବ୍ୟକ୍ତି କିମ୍ବା ପଶୁ ପଡ଼ିଆରେ ପ୍ରବେଶ କରନ୍ତି, ତା’ହେଲେ ଏହାକୁ ଡେଡ ବଲ ଭାବେ ବିବେଚନା କରାଯିବ।

୩- ଫିଲ୍ଡିଂ ଟିମର କୌଣସି ଖେଳାଳି ବୋଲିଂ ବେଳେ ଅଲଗା ସ୍ଥାନକୁ ମୁଭମେଣ୍ଟ କରନ୍ତି କିମ୍ବା ଜାଣିଶୁଣି ଖେଳରେ ବିଭ୍ରାଟ ସୃଷ୍ଟି କରନ୍ତି, ତା’ହେଲେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୂର୍ବରୁ ଏପରି ସ୍ଥିତିରେ ଡେଡ ବଲର ସଙ୍କେତ ଦିଆଯାଉଥିଲା। ଏବେ କିନ୍ତୁ ଏଭଳି ଆଚରଣ ପାଇଁ ବ୍ୟାଟିଂ ଟିମକୁ ୫ ରନ୍ ପେନାଲ୍ଟି ଆକାରରେ ମିଳିବ।

୪-କରୋନା ପାଇଁ ବଲ୍‌ ଉପରେ ଲାଳ ମାରିବାକୁ ବ୍ୟାନ କରାଯାଇଥିଲା। ଏବେ ଏହି ନିୟମ ସବୁଦିନ ପାଇଁ ବଳବତ୍ତର ରହିବ।

୫-ଯଦି ବଲ୍ ପିଚର ବାହାରେ ଲ୍ୟାଣ୍ଡ କରୁଛି ଓ କୌଣସି ବ୍ୟାଟର ଏହାକୁ ଖେଳିବାକୁ ଚେଷ୍ଟା କରୁଛନ୍ତି, ତା’ହେଲେ ବ୍ୟାଟ କିମ୍ବା ବ୍ୟାଟରଙ୍କ ଯେକୌଣସି ଅଂଶ କ୍ରିଜରେ ରହିଥିବା ଦରକାର। ଯଦି ଏପରି ନ ହୁଏ, ତା’ହେଲେ ଏହାକୁ ଡେଡ ବଲ ଘୋଷଣା କରାଯିବ।

ସେହିପରି ଯଦି କୌଣସି ବଲ୍‌ ପିଚ୍‌ ବାହାରେ ଲ୍ୟାଣ୍ଡ କରୁଛି ଓ ବ୍ୟାଟର ଏହାକୁ ଖେଳିବାକୁ ଅକ୍ଷମ ହେଉଛନ୍ତି, ତା’ହେଲେ ଏହାକୁ ନୋ-ବଲ ଭାବେ ବିବେଚନା କରାଯିବ।

୬- ୱାଇଡ ପାଇଁ ମଧ୍ୟ ଏମସିସି ନୂଆ ନିୟମ ପ୍ରଣୟନ କରିଛି। ଯଦି କୌଣସି ବ୍ୟାଟର ଇନୋଭେଟିଭ ଶଟ ଖେଳିବାକୁ ପ୍ରୟାସ କରନ୍ତି ଓ ବୋଲର ସେହି ଅନୁସାରେ ତାଙ୍କର ପିଛା କରନ୍ତି, ତା’ହେଲେ ଷ୍ଟମ୍ପ ବଦଳେ ବ୍ୟାଟରଙ୍କ ପୋଜିସନରୁ ଅମ୍ପାୟାର ୱାଇଡର ରେଞ୍ଜ ମାପିବେ।

ସୂଚନାଯୋଗ୍ୟ, ଆସନ୍ତା ଅକ୍ଟୋବର ୧ରୁ ଏହି ସବୁ ନିୟମ ଲାଗୁ ହେବ। ଏହା ଉପରେ କେବଳ ଆଇସିସିର ମୋହର ବାଜିବାର ଆବଶ୍ୟକତା ରହିଛି। ସାଧାରଣତଃ ଏମସିସି ଦେଉଥିବା ପ୍ରସ୍ତାବ ଆଇସିସି ପକ୍ଷରୁ ବିନା କୌଣସି ପ୍ରତିବନ୍ଧକରେ ଅନୁମତି ପ୍ରାପ୍ତ କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story