ଦିଲ୍ଲୀ ପାଇଁ କର ବା ମର ମ୍ୟାଚ୍‌ରେ ଟସ୍‌ ଜିତିଲା ମୁମ୍ବାଇ

ମୁମ୍ବାଇ: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଟସ୍‌ ଜିତିଛି ମୁମ୍ବାଇ ଇଣ୍ଡିଆନ୍ସ। ଟସ୍‌ ଜିତି ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଋଷଭ ପନ୍ତଙ୍କ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରିବ। ଆଜିର ମ୍ୟାଚ୍‌ ଦିଲ୍ଲୀ ପାଇଁ ପ୍ଲେ ଅଫ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ମ୍ୟାଚ୍‌ ଜିତିଲେ ଦିଲ୍ଲୀ ପ୍ଲେ ଅଫରେ ପ୍ରବେଶ କରିବ। ହାରିଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ଲେ ଅଫ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ। […]

Rohit

Rohit

Hemant Lenka
  • Published: Saturday, 21 May 2022
  • Updated: 21 May 2022, 07:15 PM IST

Sports

Latest News

ମୁମ୍ବାଇ: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଟସ୍‌ ଜିତିଛି ମୁମ୍ବାଇ ଇଣ୍ଡିଆନ୍ସ। ଟସ୍‌ ଜିତି ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଋଷଭ ପନ୍ତଙ୍କ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରିବ। ଆଜିର ମ୍ୟାଚ୍‌ ଦିଲ୍ଲୀ ପାଇଁ ପ୍ଲେ ଅଫ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ମ୍ୟାଚ୍‌ ଜିତିଲେ ଦିଲ୍ଲୀ ପ୍ଲେ ଅଫରେ ପ୍ରବେଶ କରିବ।

ହାରିଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ଲେ ଅଫ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ। ତେଣୁ ମୁମ୍ବାଇ ଓ ଦିଲ୍ଲୀ ବ୍ୟତୀତ ଆରସିବି ଫ୍ୟାନମାନେ ମଧ୍ୟ ଆଜିର ମ୍ୟାଚ୍‌ ଉପରେ ନଜର ରଖିଛନ୍ତି। ବର୍ତ୍ତମାନ ଦିଲ୍ଲୀ ୧୪ ପଏଣ୍ଟ ସହ ୫ମ ଓ ଆରସିବି ୧୬ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଛି। ଦିଲ୍ଲୀ ଆଜିର ମ୍ୟାଚ୍‌ ଜିତିଲେ, ଦଳର ପଏଣ୍ଟ ସଂଖ୍ୟା ୧୬ରେ ପହଞ୍ଚିବ। ତେବେ ରନ ରେଟ୍‌ ଦୃଷ୍ଟିରୁ ଦିଲ୍ଲୀ ପ୍ଲେ ଅଫରେ ପ୍ରବେଶ କରିବ।

ମୁମ୍ବାଇ ଆଜିର ମ୍ୟାଚ୍‌ରେ ଦୁଇଟି ପରିବର୍ତ୍ତନ କରିଛି। ଷ୍ଟବ୍ସଙ୍କ ବଦଳରେ ଡେୱାଲ୍ଡ ବ୍ରେଭିସ ଓ ସଞ୍ଜୟ ଯାଦବଙ୍କ ବଦଳରେ ହ୍ରତିକ ଶୋକୀନ ଚୂଡ଼ାନ୍ତ ଏକାଦଶକୁ ଫେରିଛନ୍ତି। ସେହିପରି ଦିଲ୍ଲୀ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଆହତ ଯୋଗୁ ବାଦ ପଡ଼ିଥିବା ପୃଥ୍ୱୀ ଶ’ ଆଜି କମବ୍ୟାକ କରିଛନ୍ତି। ତାଙ୍କୁ ଲଳିତ ଯାଦବ ସ୍ଥାନରେ ସୁଯୋଗ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story