କୋଲକାତା ବିପକ୍ଷରେ ଟସ୍ ଜିତିଲା ମୁମ୍ବାଇ, ଖେଳିବେନି ସୂର୍ଯ୍ୟ କୁମାର ଯାଦବ

ମୁମ୍ବାଇ: ଚଳିତ ଆଇପିଏଲର ପ୍ଲେଅଫ ରେସ୍‌ରୁ ବାଦ୍‌ ପଡ଼ିଥିବା ମୁମ୍ବାଇ ଇଣ୍ଡିଆନ୍ସ ଆଜି ନିଜର ୧୧ତମ ମ୍ୟାଚ୍‌ ଖେଳିବାକୁ ମୈଦାନକୁ ଓହ୍ଲାଇଛି। ଏହି ମ୍ୟାଚ୍‌ରେ ମୁମ୍ବାଇ ଟସ୍‌ ଜିତି କୋଲକାତା ନାଇଟ ରାଇଡର୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। କୋଲକାତା ଚଳିତ ସଜିନରେ ୧୧ଟି ମ୍ୟାଚ୍‌ରୁ ୪ଟିରେ ଜିତି ପ୍ରାୟତଃ ପ୍ଲେଅଫରୁ ବାଦ ପଡ଼ିବା ସ୍ଥିତିରେ ରହିଛି। ତଥାପି ରନ ରେଟ୍‌ ଓ ଅନ୍ୟ ଦଳର ଜିତିବା ହାରିବା ଉପରେ ଦଳର ପ୍ଲେଅଫ ଭାଗ୍ୟ ନିର୍ଭର କରୁଛି। […]

Rohit

Rohit

Hemant Lenka
  • Published: Monday, 09 May 2022
  • Updated: 09 May 2022, 07:14 PM IST

Sports

Latest News

ମୁମ୍ବାଇ: ଚଳିତ ଆଇପିଏଲର ପ୍ଲେଅଫ ରେସ୍‌ରୁ ବାଦ୍‌ ପଡ଼ିଥିବା ମୁମ୍ବାଇ ଇଣ୍ଡିଆନ୍ସ ଆଜି ନିଜର ୧୧ତମ ମ୍ୟାଚ୍‌ ଖେଳିବାକୁ ମୈଦାନକୁ ଓହ୍ଲାଇଛି। ଏହି ମ୍ୟାଚ୍‌ରେ ମୁମ୍ବାଇ ଟସ୍‌ ଜିତି କୋଲକାତା ନାଇଟ ରାଇଡର୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। କୋଲକାତା ଚଳିତ ସଜିନରେ ୧୧ଟି ମ୍ୟାଚ୍‌ରୁ ୪ଟିରେ ଜିତି ପ୍ରାୟତଃ ପ୍ଲେଅଫରୁ ବାଦ ପଡ଼ିବା ସ୍ଥିତିରେ ରହିଛି। ତଥାପି ରନ ରେଟ୍‌ ଓ ଅନ୍ୟ ଦଳର ଜିତିବା ହାରିବା ଉପରେ ଦଳର ପ୍ଲେଅଫ ଭାଗ୍ୟ ନିର୍ଭର କରୁଛି। ତେଣୁ ମୁମ୍ବାଇ ଅପେକ୍ଷା ଆଜିର ମ୍ୟାଚ୍‌ କୋଲକାତା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ।

ସେହିପରି ମୁମ୍ବାଇ ପକ୍ଷରୁ ଆଜି ସୂର୍ଯ୍ୟ କୁମାର ଯାଦବ ଖେଳିବେ ନାହିଁ। ଆହତ ସମସ୍ୟା ଯୋଗୁ ସେ ପୂରା ଆଇପିଏଲରୁ ବାଦ ପଡ଼ିଛନ୍ତି। ସମାନ ସମସ୍ୟା ଯୋଗୁ ସେ ଆଇପିଏଲ ଆରମ୍ଭରୁ କିଛି ମ୍ୟାଚ୍‌ ମିସ୍‌ କରିଥିଲେ। ଏବେ ପୁଣି ଆହତ ସମସ୍ୟା ମୁମ୍ବାଇକୁ ଝଟକା ଦେଇଛି। ସୂର୍ଯ୍ୟ କୁମାରଙ୍କ ବଦଳରେ ରମଣଦୀପ ସିଂହ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି।

କୋଲକାତେ ତା’ର ଚୂଡ଼ାନ୍ତ ଏକାଦଶରେ ଏକାଥରକେ ୫ଟି ପରିବର୍ତ୍ତନ କରିଛି। ଅଜିଙ୍କ୍ୟ ରାହାଣେ, ଭେଙ୍କଟେଶ ଆୟର, ଶେଲଡନ ଜ୍ୟାକସନ, ପ୍ୟାଟ କମିନ୍ସ ଓ ବରୁଣ ଚକ୍ରବର୍ତ୍ତୀ ଦଳକୁ ଫେରିଛନ୍ତି। ଖରାପ ଫର୍ମ ଯୋଗୁ ଏମାନେ କୋଲକାତାର ଏକାଧିକ ମ୍ୟାଚ୍‌ରୁ ବାଦ ପଡ଼ିଥିଲେ। ହେଲେ ଏବେ ପୁଣି ସମସ୍ତେ ଦଳକୁ କମବ୍ୟାକ୍‌ କରିଛନ୍ତି। ଶିବମ ଦୁବେ, ଅଙ୍କୁଲ ରୟ, ଆରୋନ ଫିଞ୍ଚ, ବାବା ଇନ୍ଦ୍ରଜିତ ଓ ହରଶିତ ରାଣା ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଛନ୍ତି।

ଚଳିତ ଆଇପିଏଲରେ ମୁମ୍ବାଇ ଓ କୋଲକାତା ପରସ୍ପରକୁ ଦ୍ୱିତୀୟ ଥର ପାଇଁ ଭେଟୁଛନ୍ତି। ପ୍ରଥମ ମୁକାବିଲାରେ କୋଲକାତା ୫ ୱିକେଟରେ ୨୪ ବଲ ପୂର୍ବରୁ ବାଜିମାତ କରିଥିଲା। ଦ୍ରୁତ ବୋଲର ପ୍ୟାଟ କମିନ୍ସ ଉକ୍ତ ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ତେଣୁ ଆଜି ମୁମ୍ବାଇ ପାଖରେ ଏହାର ପ୍ରତିଶୋଧ ନେବାର ସୁଯୋଗ ରହିଛି। କୋଲକାତା ତା’ ପୂର୍ବ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଠାରୁ ହାରିଥିଲା। ତେବେ ମୁମ୍ବାଇ ଗୁଜରାଟ ଟାଇଟନ୍ସକୁ ହରାଇଥିଲା। ଏଯାଏ ମୁମ୍ବାଇ ୧୦ଟି ମ୍ୟାଚ୍‌ରୁ ୨ଟିରେ ଜିତି ପଏଣ୍ଟ ଟେବୁଲର ସବୁଠାରୁ ଶେଷରେ ରହିଛି। ସେହିପରି କୋଲକାତା ୯ମ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story