ପନ୍ତଙ୍କ ପରେ ଟିମ ଇଣ୍ଡିଆର ଆଉ ଜଣେ ସଦସ୍ୟଙ୍କୁ କରୋନା

ଲଣ୍ଡନ: ଇଂଲଣ୍ଡ ସିରିଜ ପୂର୍ବରୁ ମହାମାରୀ କରୋନା ଭାରତୀୟ ଟିମ୍‌ର ଚିନ୍ତା ବଢ଼ାଇ ଦେଇଛି। ପ୍ରଥମେ ୱିକେଟ କିପର ଋଷଭ ପନ୍ତ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ ଦଳର ଆଉ ଜଣେ ସଦସ୍ୟଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ତେବେ ଏହି ବ୍ୟକ୍ତି ଜଣଙ୍କ ଖେଳାଳି ନୁହନ୍ତି ବରଂ ସପୋର୍ଟ ଷ୍ଟାଫ୍ଟ। ସୂଚନା ଅନୁସାରେ, ଥ୍ରୋଡାଉନ ସ୍ପେଶାଲିଷ୍ଟ ଦୟାନନ୍ଦ ଘରାନୀଙ୍କ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟତମ […]

Team-India

Team-India

Hemant Lenka
  • Published: Thursday, 15 July 2021
  • Updated: 15 July 2021, 06:06 PM IST

Sports

Latest News

ଲଣ୍ଡନ: ଇଂଲଣ୍ଡ ସିରିଜ ପୂର୍ବରୁ ମହାମାରୀ କରୋନା ଭାରତୀୟ ଟିମ୍‌ର ଚିନ୍ତା ବଢ଼ାଇ ଦେଇଛି। ପ୍ରଥମେ ୱିକେଟ କିପର ଋଷଭ ପନ୍ତ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ ଦଳର ଆଉ ଜଣେ ସଦସ୍ୟଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ତେବେ ଏହି ବ୍ୟକ୍ତି ଜଣଙ୍କ ଖେଳାଳି ନୁହନ୍ତି ବରଂ ସପୋର୍ଟ ଷ୍ଟାଫ୍ଟ।

ସୂଚନା ଅନୁସାରେ, ଥ୍ରୋଡାଉନ ସ୍ପେଶାଲିଷ୍ଟ ଦୟାନନ୍ଦ ଘରାନୀଙ୍କ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟତମ ୱିକେଟ କିପର ରିଦ୍ଧିମାନ ସାହା ଓ ଆଉ ଜଣେ ସପୋର୍ଟ ଷ୍ଟାଫ ନିଜକୁ ଆଇସୋଲେନରେ ରଖିଛନ୍ତି। ଏବେ ଏମାନେ ଟିକ୍‌ ସହ ଧୁରମାରେ ଆରମ୍ଭ ହେବାକୁ ଥିବା ଅଭ୍ୟାସ ମ୍ୟାଚ୍‌ ଖେଳିବାକୁ ଯାଇ ପାରିବେ ନାହିଁ। ଏହାର ଅର୍ଥ ଉଭୟ ପନ୍ତ ଓ ସାହା ଅଭ୍ୟାସ ମ୍ୟାଚ୍‌ରେ ଭାଗ ନେଇ ପାରିବେ ନାହିଁ।

ଅଗଷ୍ଟ ୪ରୁ ଇଂଲଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆ ଟେଷ୍ଟ ସିରିଜ୍‌ ଅଭିଯାନ ଆରମ୍ଭ କରିବ। ପ୍ରଥମ ମ୍ୟାଚ୍‌ ଟ୍ରେଣ୍ଟ ବ୍ରିଜ୍‌ରେ ଥିବା ବେଳେ ଏହା ପୂର୍ବରୁ ଦଳ ଭିତରେ କରୋନାର ପ୍ରକୋପ ଦେଖିବାକୁ ମିଳିଛି। ଜୁନ୍‌ ମାସରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଖେଳିବାକୁ ଭାରତୀୟ ଟିମ୍‌ ଇଂଲଣ୍ଡ ଗସ୍ତ କରିଥିଲା।

ମ୍ୟାଚ୍‌ ପରେ କିଛି ଦିନ ପାଇଁ ସମସ୍ତଙ୍କୁ ବାୟୋବବଲ୍ସରୁ ମୁକ୍ତ କରାଯାଇଥିଲା। ଏହି ସମୟରେ ଅନେକ ଖେଳାଳି ୱିମ୍ବଲଡନ ଓ ୟୁରୋ କପ୍‌ ଦେଖିବାକୁ ଯାଇଥିଲେ। ପନ୍ତ ମଧ୍ୟ ୟୁରୋ କପ୍‌ର ଗୋଟିଏ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମକୁ ଯାଇଥିବା ଫଟୋ ଛାଡ଼ିଥିଲେ। ଏହି ସମୟରେ ହିଁ ସେ କରୋନାରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି।

ଅଭ୍ୟାସ ମ୍ୟାଚ୍ ପୂର୍ବରୁ ସବୁ ଖେଳାଳିଙ୍କ କରୋନା ଟେଷ୍ଟ କରାଯାଇଥିଲା। ଏତିକି ବେଳେ ପନ୍ତଙ୍କ ରିପୋର୍ଟ ପଜିଟିଭ ଆସିଛି। ତେବେ ସେ ଲକ୍ଷଣହୀନ ଅଛନ୍ତି। ସେହିପରି ୨୩ ଜଣିଆ ସ୍କ୍ୱାଡର ଆଉ କୌଣସି ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇ ନାହାନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପନ୍ତ ମେ’ ୧୩ରେ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଥିଲେ। ଏହାପରେ ସେ ଟିମ୍ ସହ ଇଂଲଣ୍ଡ ଗସ୍ତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story