ଭାରତକୁ ବ୍ୟାଟିଂ ନିମନ୍ତ୍ରଣ

ଦୁବାଇ: ଏସିଆ କପର ଆଜିର ମୁକାବିଲାରେ ଟସ୍ ଜିତି ପାକିସ୍ତାନ ବୋଲିଂ ନିଷ୍ପତ୍ତି ନେଇଛି। ତେଣୁ ଭାରତ ପ୍ରଥମେ ବ୍ୟାଟିଂ କରିବ। ଦୁଇ ଦଳର କ୍ୟାପଟେନ୍ କ୍ରିଜ୍ ଭିତରେ ଟସ୍ ପକାଇବାକୁ ଆସିବା ବେଳେ ଦର୍ଶକଙ୍କ ଉତ୍ସାହ ସ୍ପଷ୍ଟ ବାରି ହୋଇପଡ଼ିଥିଲା। ତେବେ ଭାରତୀୟ କ୍ୟାପ୍‌ଟେନ୍ ରୋହିତ ଶର୍ମା ଟସ୍ ପକାଇଥିଲେ ଏବଂ ପାକିସ୍ତାନ କ୍ୟାପଟେନ୍ ବାବର ଟସ୍ ଜିତି ନେଇଥିଲେ।   ଏସିଆ କପ୍ ପାଇଁ ଭାରତୀୟ ଟିମ୍ ରୋହିତ ଶର୍ମା (କ୍ୟାପଟେନ୍), କେ.ଏଲ୍. ରାହୁଲ (ଭାଇସ୍-କ୍ୟାପଟେନ୍),  […]

toss

  • Published: Sunday, 04 September 2022
  • , Updated: 04 September 2022, 07:34 PM IST

ଦୁବାଇ: ଏସିଆ କପର ଆଜିର ମୁକାବିଲାରେ ଟସ୍ ଜିତି ପାକିସ୍ତାନ ବୋଲିଂ ନିଷ୍ପତ୍ତି ନେଇଛି। ତେଣୁ ଭାରତ ପ୍ରଥମେ ବ୍ୟାଟିଂ କରିବ। ଦୁଇ ଦଳର କ୍ୟାପଟେନ୍ କ୍ରିଜ୍ ଭିତରେ ଟସ୍ ପକାଇବାକୁ ଆସିବା ବେଳେ ଦର୍ଶକଙ୍କ ଉତ୍ସାହ ସ୍ପଷ୍ଟ ବାରି ହୋଇପଡ଼ିଥିଲା। ତେବେ ଭାରତୀୟ କ୍ୟାପ୍‌ଟେନ୍ ରୋହିତ ଶର୍ମା ଟସ୍ ପକାଇଥିଲେ ଏବଂ ପାକିସ୍ତାନ କ୍ୟାପଟେନ୍ ବାବର ଟସ୍ ଜିତି ନେଇଥିଲେ।

 

ଏସିଆ କପ୍ ପାଇଁ ଭାରତୀୟ ଟିମ୍

ରୋହିତ ଶର୍ମା (କ୍ୟାପଟେନ୍), କେ.ଏଲ୍. ରାହୁଲ (ଭାଇସ୍-କ୍ୟାପଟେନ୍),  ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ଥ (ଓ୍ୱିକେଟକିପର), ଦୀପକ ହୁଡା, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, ରବି ବିଷ୍ଣୋଇ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ।

https://twitter.com/BCCI/status/1566419720680910848?s=20&t=W-3hLcIjgghhkExQCfZBJg

ସେହିପରି ଏସିଆ କପରେ ପାକିସ୍ତାନ ଦଳ

ବାବର ଆଜମ (ଅଧିନାୟକ), ମହମ୍ମଦ ରିଜଓ୍ୱାନ୍  (ଓ୍ୱିକେଟକିପର), ଫଖର ଜମାନ, ଇଫତିଖାର ଅହମ୍ମଦ, ଖୁସଦିଲ ଶାହ, ଆସିଫ ଅଲ୍ଲୀ, ଶଦାବ ଖାନା (ଉପଅଧିନାୟକ), ମହମ୍ମଦ ନଓ୍ୱାଜ, ନସୀମ ଶାହ, ହାସିଫ ରୌଫ, ମହମ୍ମଦ ହସନୈନ୍।

https://twitter.com/TheRealPCB/status/1566419083519737856?s=20&t=Kq3BJ_Iu2FLSvp95QtQing

Related story