ତ୍ରୁଟିପୂର୍ଣ୍ଣ ବୋଲିଂ ଆକ୍ସନ ପାଇଁ ମହମ୍ମଦ ହାସନୈନଙ୍କ ଉପରେ ଲାଗିଲା ବ୍ୟାନ୍‌

ଇସଲାମାବାଦ: ପାକିସ୍ତାନର ଯୁବ ଦ୍ରୁତ ବୋଲର ମହମ୍ମଦ ମହମ୍ମଦ ହାସନୈନଙ୍କୁ ବଡ଼ ଝଟକା ଲାଗିଛି। ତ୍ରୁଟିପୂର୍ଣ୍ଣ ବୋଲିଂ ଶୈଳୀ ପାଇଁ ତାଙ୍କ ଉପରେ ବ୍ୟାନ ଲଗା ଯାଇଛି। ସେ ଏବେ କ୍ରିକେଟର କୌଣସି ଫର୍ମଟାରେ ଆଉ ବୋଲିଂ କରିପାରିବେ ନାହିଁ। ଲାହୋରରେ ଥିବା ଆଇସିସି ଅନୁବନ୍ଧିତ କେନ୍ଦ୍ରରେ ତାଙ୍କ ବୋଲିଂ ଆକ୍ସନର ଯାଞ୍ଚ ହୋଇଥିଲା। ଏହି ସମୟରେ ତାଙ୍କ ବୋଲିଂ ଆକ୍ସନରେ ତ୍ରୁଟି ଥିବା ସ୍ପଷ୍ଟ ହୋଇଛି। ପାକିସ୍ତାନ କ୍ରିକେଟ ବୋର୍ଡ କହିଛି ଯେ ମହମ୍ମଦ ହାସନୈନଙ୍କ […]

Mohammad-Hasnain

Mohammad-Hasnain

Hemant Lenka
  • Published: Friday, 04 February 2022
  • Updated: 04 February 2022, 01:19 PM IST

Sports

Latest News

ଇସଲାମାବାଦ: ପାକିସ୍ତାନର ଯୁବ ଦ୍ରୁତ ବୋଲର ମହମ୍ମଦ ମହମ୍ମଦ ହାସନୈନଙ୍କୁ ବଡ଼ ଝଟକା ଲାଗିଛି। ତ୍ରୁଟିପୂର୍ଣ୍ଣ ବୋଲିଂ ଶୈଳୀ ପାଇଁ ତାଙ୍କ ଉପରେ ବ୍ୟାନ ଲଗା ଯାଇଛି। ସେ ଏବେ କ୍ରିକେଟର କୌଣସି ଫର୍ମଟାରେ ଆଉ ବୋଲିଂ କରିପାରିବେ ନାହିଁ। ଲାହୋରରେ ଥିବା ଆଇସିସି ଅନୁବନ୍ଧିତ କେନ୍ଦ୍ରରେ ତାଙ୍କ ବୋଲିଂ ଆକ୍ସନର ଯାଞ୍ଚ ହୋଇଥିଲା।

ଏହି ସମୟରେ ତାଙ୍କ ବୋଲିଂ ଆକ୍ସନରେ ତ୍ରୁଟି ଥିବା ସ୍ପଷ୍ଟ ହୋଇଛି। ପାକିସ୍ତାନ କ୍ରିକେଟ ବୋର୍ଡ କହିଛି ଯେ ମହମ୍ମଦ ହାସନୈନଙ୍କ ବୋଲିଂ ଆକ୍ସନ ଯାଞ୍ଚକୁ ନେଇ ପିସିବି କ୍ରିକେଟ ଅଷ୍ଟ୍ରେଲିଆ ଠାରୁ ବିସ୍ତୃତ ରିପୋର୍ଟ ପାଇଛି। ଏଥିରେ କୁହାଯାଇଛି ଯେ ମହମ୍ମଦ ଯେତେବେଳେ ଗୁଡ ଲେନ୍ଥ, ଫୁଲ ଲେନ୍ଥ ଓ ଧିମା ବାଉନ୍ସର ପକାଉଛନ୍ତି ସେତେବେଳେ ତାଙ୍କ ହାତର କହୁଣୀ ଆଇସିସିର ୧୫ ଡିଗ୍ରୀ ନିୟମକୁ ଉଲ୍ଲଙ୍ଘନ କରୁଛି। ତେଣୁ ତାଙ୍କ ବୋଲିଂ ଉପରେ ବ୍ୟାନ ଲଗାଯାଇଛି ବୋଲି ବୋର୍ଡ କହିଛି।

ପିସିବି ରିପୋର୍ଟ ପାଇବା ପରେ ବୋଲିଂ ବିଶେଷଜ୍ଞଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛି। ଏଥିସହ ଖୁବଶୀଘ୍ର ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଶା ମଧ୍ୟ ରଖିଛି। ନିୟମିତ ଘଣ୍ଟାପ୍ରତି ୧୪୫ ବେଗରେ ବୋଲିଂ କରୁଥିବା ମହମ୍ମସ ହାସନୈନଙ୍କ ଆକ୍ସନକୁ ସୁଧାରିବା ପାଇଁ ପିସିବି ବୋଲିଂ କୋଚ୍ ନିଯୁକ୍ତ କରିବ। ତାଙ୍କ ବୋଲିଂ ଆକ୍ସନରେ ତ୍ରୁଟି ଥିବାରୁ ସେ ଆଉ ପାକିସ୍ତାନ ସୁପର ଲିଗ୍‌ରେ ମଧ୍ୟ ଖେଳିପାରିବେ ନାହିଁ। ସେହିପରି ଆସନ୍ତା ମାସରେ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ୍‌ରୁ ବି ସେ ବାଦ ପଡ଼ିଛନ୍ତି।

ଜାନୁଆରୀରେ ହାସନୈନ ଅଷ୍ଟ୍ରେଲିଆର ଘରୋଇ ଟୁର୍ଣ୍ଣାମେଣ୍ଟରେ ସିଡ୍‌ନୀ ଥଣ୍ଡର ପକ୍ଷରୁ ଡେବ୍ୟୁ କରିଥିଲେ। ଏହି ସମୟରେ ହିଁ ଫିଲ୍ଡ ଅମ୍ପାୟାର ତାଙ୍କ ବୋଲିଂ ଆକ୍ସନକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ। ଅଭିଯୋଗ ପୂର୍ବରୁ ସେ ୧୮ଟି ଅନ୍ତର୍ଜାତୀୟ ମ୍ୟାଚ ସହ ମୋଟ ୭୦ ଟି-୨୦ ମ୍ୟାଚ୍‌ ଖେଳି ସାରିଥିଲେ। ସେହିପରି ପାକିସ୍ତାନ ପକ୍ଷରୁ ସେ ୮ଟି ଦିନିକିଆ ମ୍ୟାଚ୍‌ ମଧ୍ୟ ଖେଳିଛନ୍ତି। ସିଡ୍‌ନୀ ଥଣ୍ଡର ପକ୍ଷରୁ ମହମ୍ମଦ ହାସନୈନ ଡେବ୍ୟୁ କରି ୩ ୱିକେଟ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story