ପାକିସ୍ତାନରେ ରାଜନୀତିକ ଅସ୍ଥିରତା, ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ଭେନ୍ୟୁ ବଦଳିଲା

ଇସଲାମାବାଦ: ପାକିସ୍ତାନରେ ଦେଖାଯାଇଥିବା ରାଜନୀତିକ ଅସ୍ଥିରତାର ପ୍ରଭାବ ଏବେ ଅଷ୍ଟ୍ରେଲିଆ ବିପକ୍ଷ କ୍ରିକେଟ ସିରିଜ ଉପରେ ପଡ଼ିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ଏବେ ଦେଶର ରାଜନୀତି ସରଗରମ ହୋଇଯାଇଛି। ବିବାଦ ବଢ଼ୁଥିବାରୁ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ସୀମିତ ଓଭର କ୍ରିକେଟ ସିରିଜର ଭେନ୍ୟୁ ବଦଳିଛି। ପୂର୍ବରୁ ଦୁଇ ଦେଶ ମଧ୍ୟରେ ଦିନିକିଆ ଓ ଟି-୨୦ ମ୍ୟାଚ୍‌ ରାୱଲପିଣ୍ଡିରେ ହେବାର ଥିଲା। କିନ୍ତୁ ଏବେ ଏହାକୁ […]

lahore

lahore

Hemant Lenka
  • Published: Friday, 18 March 2022
  • Updated: 18 March 2022, 04:45 PM IST

Sports

Latest News

ଇସଲାମାବାଦ: ପାକିସ୍ତାନରେ ଦେଖାଯାଇଥିବା ରାଜନୀତିକ ଅସ୍ଥିରତାର ପ୍ରଭାବ ଏବେ ଅଷ୍ଟ୍ରେଲିଆ ବିପକ୍ଷ କ୍ରିକେଟ ସିରିଜ ଉପରେ ପଡ଼ିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ଏବେ ଦେଶର ରାଜନୀତି ସରଗରମ ହୋଇଯାଇଛି।

ବିବାଦ ବଢ଼ୁଥିବାରୁ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ସୀମିତ ଓଭର କ୍ରିକେଟ ସିରିଜର ଭେନ୍ୟୁ ବଦଳିଛି। ପୂର୍ବରୁ ଦୁଇ ଦେଶ ମଧ୍ୟରେ ଦିନିକିଆ ଓ ଟି-୨୦ ମ୍ୟାଚ୍‌ ରାୱଲପିଣ୍ଡିରେ ହେବାର ଥିଲା। କିନ୍ତୁ ଏବେ ଏହାକୁ ଲାହୋରକୁ ସ୍ଥାନାନ୍ତରଣ କରାଯାଇଛି।

ଆଭ୍ୟନ୍ତରୀଣ ମନ୍ତ୍ରୀ ଶେଖ ରଶୀଦ କହିଛନ୍ତି, “ମାର୍ଚ୍ଚ ୨୯ରୁ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ସୀମିତ ଓଭର ସିରିଜ ରାୱଲପିଣ୍ଡିରେ ଆରମ୍ଭ ହେବାକୁ ଥିଲା। ହେଲେ ବର୍ତ୍ତମାନ ଦେଖାଯାଇଥିବା ରାଜନୀତିକ ଅସ୍ଥିରତା ଯୋଗୁ ଏହି ସିରିଜକୁ ଲାହୋରକୁ ସ୍ଥାନାନ୍ତର କରାଯାଇଛି।”

ଲାହୋରର ଗଦାଫି ଷ୍ଟାଡିୟମରେ ୩ଟି ଯାକ ଦିନିକିଆ ଓ ଏକମାତ୍ର ଟି-୨୦ ମ୍ୟାଚ୍ ଖେଳାଯିବ। ଦୁଇ ଦେଶ ମଧ୍ୟରେ ଶେଷ ଟେଷ୍ଟ ମ୍ୟାଚ୍ ମଧ୍ୟ ଏହି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହା ପୂର୍ବରୁ ଖେଳା ଯାଇଥିବା ଦୁଇଟି ଯାକ ଟେଷ୍ଟ ଡ୍ରରେ ଶେଷ ହୋଇଛି। ଗୋଟିଏ ମ୍ୟାଚ୍ ରାୱଲପିଣ୍ଡିରେ ଖେଳା ଯାଇଥିବା ବେଳେ ଆଉ ଗୋଟିଏ ମ୍ୟାଚ୍ କରାଚିରେ ଅନୁଷ୍ଠିତ ହୋଇଥିଲା। ମାର୍ଚ୍ଚ ୨୧ରୁ ତୃତୀୟ ଟେଷ୍ଟ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story