ପ୍ରଥମ ଅଲ୍ ଓଡ଼ିଶା ଅଣ୍ଡର୍-୧୪ କ୍ରିକେଟ୍: ୮ ୱିକେଟରେ ଜିତିଲା ପ୍ରଗତି ସ୍ପୋର୍ଟିଂ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲାଇଭ୍ ଲିଜେଣ୍ଡ୍ କ୍ରିକେଟ୍ କ୍ଲବ୍ (LLCC) ପକ୍ଷରୁ ଚାଲିଥିବା ପ୍ରଥମ ଅଲ୍ ଓଡ଼ିଶା ୧୪ ବର୍ଷରୁ କମ୍ ଡ୍ୟୁଜ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ଖେଳାଯାଇଥିବା ଚତୁର୍ଥ ମ୍ୟାଚରେ ପ୍ରଗତି ସ୍ପୋର୍ଟିଂ ୮ ୱିକେଟରେ ଗ୍ରୀନ୍ସ ଏକାଡେମୀକୁ ପରାସ୍ତ କରିଛି। ଉକ୍ତ ମ୍ୟାଚରେ ଗ୍ରୀନ୍ସ ଏକାଡେମୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୩୦ ଓଭରରେ ୫ ୱିକେଟ୍‌ ହରାଇ ୨୦୧ ରନ୍ କରିଥିଲା। ଦଳ ପକ୍ଷରୁ ମୃତ୍ୟୁଞ୍ଜୟ ମହାପାତ୍ର ଅପରାଜିତ ୮୭, ଜନ୍ମେଜୟ […]

llcc

llcc

Ranjit Kumar Jena
  • Published: Wednesday, 24 February 2021
  • Updated: 24 February 2021, 09:17 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲାଇଭ୍ ଲିଜେଣ୍ଡ୍ କ୍ରିକେଟ୍ କ୍ଲବ୍ (LLCC) ପକ୍ଷରୁ ଚାଲିଥିବା ପ୍ରଥମ ଅଲ୍ ଓଡ଼ିଶା ୧୪ ବର୍ଷରୁ କମ୍ ଡ୍ୟୁଜ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ଖେଳାଯାଇଥିବା ଚତୁର୍ଥ ମ୍ୟାଚରେ ପ୍ରଗତି ସ୍ପୋର୍ଟିଂ ୮ ୱିକେଟରେ ଗ୍ରୀନ୍ସ ଏକାଡେମୀକୁ ପରାସ୍ତ କରିଛି।

ଉକ୍ତ ମ୍ୟାଚରେ ଗ୍ରୀନ୍ସ ଏକାଡେମୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୩୦ ଓଭରରେ ୫ ୱିକେଟ୍‌ ହରାଇ ୨୦୧ ରନ୍ କରିଥିଲା। ଦଳ ପକ୍ଷରୁ ମୃତ୍ୟୁଞ୍ଜୟ ମହାପାତ୍ର ଅପରାଜିତ ୮୭, ଜନ୍ମେଜୟ ସାମଲ ୬୨ ଓ ଅନୁରାଗ ସାମନ୍ତରାୟ ୨୧ ରନ୍ କରିଥିଲେ। ପ୍ରଗତି ସ୍ପୋର୍ଟିଂ ପକ୍ଷରୁ ଅସିମ ବରାଦ ୩ଟି ଓ କୁବେର ସାହୁ ଗୋଟିଏ ୱିକେଟ୍‌ ନେଇଥିଲେ।

ଜବାବରେ ପ୍ରଗତି ସ୍ପୋର୍ଟିଂ ୨୬.୫ ଓଭରରେ ୨ ୱିକେଟ୍‌ ହରାଇ ୨୦୪ ରନ୍ କରି ସହଜ ବିଜୟ ଲାଭ କରିଛି। ପ୍ରଗତିର ଅସିମ ବରାଦ ୬୫, ଯଶୱନ୍ତ ପ୍ରଧାନ ୫୭ ଓ ଦୀପ୍ତାଂଶୁ ପ୍ରିୟଦର୍ଶିନୀ ଅପରାଜିତ ୨୯ ରନ୍ କରିଥିଲେ। ଗ୍ରୀନ୍ସ ପ୪ରୁ ସୌମ୍ୟ ରଞ୍ଜନ ପାଣ୍ଡେ ଓ ନିହାର ମିଶ୍ର ଗୋଟିଏ ଲେଖାଏ ୱିକେଟ୍‌ ନେଇଥିଲେ। ପୂର୍ବତନ କର୍ପୋରେଟର ସତୀଶ ପଟେଲ ଓ ମାନସୀ ରାଣୀ ସୁନ୍ଦରାୟ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳର ଅସିମଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା। ଖେଳକୁ ଚନ୍ଦ୍ରମୋହନ ବରାଳ ଓ ସୁଶାନ୍ତ ଦାଶ ପରିଚାଳନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story