ଚତୁର୍ଥ ଟେଷ୍ଟ ପାଇଁ ପ୍ରସିଦ୍ଧଙ୍କୁ ଡାକରା

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ପୂର୍ବରୁ ଭାରତୀୟ ଟିମରେ ପରିବର୍ତ୍ତନ କରାଯାଇଛି। ଯୁବ ପେସ୍ ବୋଲର ପ୍ରସିଦ୍ଧ କୃଷ୍ଣଙ୍କୁ ଭାରତୀୟ ଟେଷ୍ଟ ଟିମରେ ସାମିଲ୍ କରାଯାଇଛି। ବିସିସିଆଇ ଟ୍ୱିଟରରେ ପୋଷ୍ଟ କରି ଏହାର ସୂଚନା ଦେଇଛି। ସିରିଜର ଚତୁର୍ଥ ଟେଷ୍ଟ ଆସନ୍ତାକାଲିଠାରୁ ଲଣ୍ଡନର ଦି ଓଭାଲରେ ଖେଳାଯିବ। ପ୍ରସିଦ୍ଧ ଭାରତୀୟ ଟିମରେ ଷ୍ଟାଣ୍ଡବାଇ ଖେଳାଳି ଭାବେ ଇଂଲଣ୍ଡରେ ଅଛନ୍ତି ଏବଂ ଟିମ୍ ସହ ପ୍ରାକ୍ଟିସ୍ କରୁଥିଲେ। ପ୍ରସିଦ୍ଧଙ୍କ ସାମିଲ୍ ହେବା ପରେ ଏବେ ସିରିଜରେ ଭାରତର […]

Prasidh-Krishna

Prasidh-Krishna

Ranjit Kumar Jena
  • Published: Wednesday, 01 September 2021
  • Updated: 01 September 2021, 05:51 PM IST

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ପୂର୍ବରୁ ଭାରତୀୟ ଟିମରେ ପରିବର୍ତ୍ତନ କରାଯାଇଛି। ଯୁବ ପେସ୍ ବୋଲର ପ୍ରସିଦ୍ଧ କୃଷ୍ଣଙ୍କୁ ଭାରତୀୟ ଟେଷ୍ଟ ଟିମରେ ସାମିଲ୍ କରାଯାଇଛି। ବିସିସିଆଇ ଟ୍ୱିଟରରେ ପୋଷ୍ଟ କରି ଏହାର ସୂଚନା ଦେଇଛି। ସିରିଜର ଚତୁର୍ଥ ଟେଷ୍ଟ ଆସନ୍ତାକାଲିଠାରୁ ଲଣ୍ଡନର ଦି ଓଭାଲରେ ଖେଳାଯିବ।

ପ୍ରସିଦ୍ଧ ଭାରତୀୟ ଟିମରେ ଷ୍ଟାଣ୍ଡବାଇ ଖେଳାଳି ଭାବେ ଇଂଲଣ୍ଡରେ ଅଛନ୍ତି ଏବଂ ଟିମ୍ ସହ ପ୍ରାକ୍ଟିସ୍ କରୁଥିଲେ। ପ୍ରସିଦ୍ଧଙ୍କ ସାମିଲ୍ ହେବା ପରେ ଏବେ ସିରିଜରେ ଭାରତର ପେସ୍ ବୋଲରଙ୍କ ସଂଖ୍ୟା ୭ ହୋଇଛି, ଯେଉଁଥିରେ ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ଈଶାନ୍ତ ଶର୍ମା, ଉମେଶ ଯାଦବ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ୍ ପୂର୍ବରୁ ଟିମରେ ଅଛନ୍ତି।

୨୫ ବର୍ଷୀୟ ଏହି ଡାହାଣହାତୀ ପେସର୍ ୯ଟି ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳି ୩୫ ୱିକେଟ୍ ନେଇଛନ୍ତି। ଚଳିତ ବର୍ଷ ପ୍ରସିଦ୍ଧ ଘରୋଇ ମାଟିରେ ଇଂଲଣ୍ଡ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିଥିଲେ, ଯେଉଁଥିରେ ସେ ୬ଟି ୱିକେଟ୍ ହାସଲ କରିଥିଲେ। ଏହି ସଫଳତା ପରେ ତାଙ୍କୁ ଟିମରେ ରଖାଯାଇଛି।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜ୍ ବର୍ତ୍ତମାନ ୧-୧ରେ ବରାବର ଅଛି। ତୃତୀୟ ଟେଷ୍ଟରେ ଇଂଲଣ୍ଡ ବିଜୟୀ ହୋଇଥିଲା। ସିରିଜର ପ୍ରଥମ ଟେଷ୍ଟ ବର୍ଷା ଯୋଗୁ ଡ୍ର’ ରହିଥିଲା। ଓଭାଲରେ ଖେଳାଯିବାକୁଥିବା ଚତୁର୍ଥ ଟେଷ୍ଟ ପାଇଁ ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। ଚତୁର୍ଥ ଟେଷ୍ଟରେ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ସାମିଲ୍ କରାଯାଇପାରେ।

ଅନ୍ୟପକ୍ଷରେ ଚତୁର୍ଥ ଟେଷ୍ଟ ପାଇଁ ଇଂଲଣ୍ଡ କ୍ରିସ୍ ଓକ୍ସଙ୍କୁ ସାମିଲ୍ କରିଛି। ଖରାପ ଫର୍ମରେ ଥିବା ଜୋସ ବଟଲର୍ ଶେଷ ଦୁଇଟି ଟେଷ୍ଟରୁ ଓହରି ଯାଇଛନ୍ତି। ତାଙ୍କ ସ୍ଥାନରେ ମୋଇନ୍ ଅଲୀ ଚତୁର୍ଥ ଟେଷ୍ଟ ପାଇଁ ଭାଇସ୍ କ୍ୟାପଟେନ୍ ହେବେ।

ଭାରତୀୟ ସ୍କ୍ୱାଡ୍: ରୋହିତ୍ ଶର୍ମା, ଲୋକେଶ ରାହୁଲ୍, ମୟଙ୍କ ଅଗ୍ରୱାଲ୍, ଚେତେଶ୍ୱର ପୂଜାରା, ବିରାଟ୍ କୋହଲି (କ୍ୟାପଟେନ୍), ଅଜିଙ୍କ୍ୟ ରାହାଣେ (ଭାଇସ୍-କ୍ୟାପଟେନ୍), ଋଷଭ ପନ୍ତ (ୱିକେଟ୍ କିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଯଶପ୍ରୀତ ବୁମ୍ରା, ଈଶାନ୍ତ ଶର୍ମା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର, ଉମେଶ ଯାଦବ, ଋଦ୍ଧିମାନ ସାହା (ୱିକେଟ୍ କିପର), ଅଭିମନ୍ୟୁ ଈଶ୍ୱରନ୍, ପୃଥ୍ୱୀ ଶ’, ସୂର୍ଯ୍ୟକୁମାର ଯାଦବ, ପ୍ରସିଦ୍ଧ କୃଷ୍ଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story