ଆରସିବିକୁ ୧୬୯ ରନ୍‌ ଟାର୍ଗେଟ ଦେଲା ଗୁଜରାଟ

ମୁମ୍ବାଇ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ କର ବା ମର ମ୍ୟାଚ୍‌ରେ ମିଳିଛି ୧୬୯ ରନ୍‌ର ଟାର୍ଗେଟ। ଯଦି ଆଜି ଆରସିବି ହାରୁଛି, ତା’ହେଲେ ଦଳର ପ୍ଲେଅଫ ଖେଳିବା ଆଶା ମଉଳି ଯିବ। ତେଣୁ ଫାଫ ଡୁପ୍ଲେସିସଙ୍କ ଦଳକୁ ଏହି ମ୍ୟାଚ୍‌ ଜିତିବା ଜରୁରୀ। ଏପଟେ ପ୍ଲେଅଫରେ ନିଜର ସ୍ଥାନ ପକ୍କା କରି ସାରିଥିବା ଗୁଜରାଟ ଆଜିର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ ହରାଇ ୧୬୮ ରନ୍‌ କରିଛନ୍ତି। ଦଳ ପକ୍ଷରୁ […]

IPL1

IPL1

Hemant Lenka
  • Published: Thursday, 19 May 2022
  • Updated: 19 May 2022, 09:30 PM IST

Sports

Latest News

ମୁମ୍ବାଇ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ କର ବା ମର ମ୍ୟାଚ୍‌ରେ ମିଳିଛି ୧୬୯ ରନ୍‌ର ଟାର୍ଗେଟ। ଯଦି ଆଜି ଆରସିବି ହାରୁଛି, ତା’ହେଲେ ଦଳର ପ୍ଲେଅଫ ଖେଳିବା ଆଶା ମଉଳି ଯିବ। ତେଣୁ ଫାଫ ଡୁପ୍ଲେସିସଙ୍କ ଦଳକୁ ଏହି ମ୍ୟାଚ୍‌ ଜିତିବା ଜରୁରୀ। ଏପଟେ ପ୍ଲେଅଫରେ ନିଜର ସ୍ଥାନ ପକ୍କା କରି ସାରିଥିବା ଗୁଜରାଟ ଆଜିର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ ହରାଇ ୧୬୮ ରନ୍‌ କରିଛନ୍ତି। ଦଳ ପକ୍ଷରୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୫୨ ରନ୍‌ର ଇନିଂସ ଖେଳିଛନ୍ତି। ସେହିପରି ଶେଷ ଭାଗରେ ରଶିଦ ଖାନ ମଧ୍ୟ ୬ ବଲରେ ଅପରାଜିତ ୧୯ ରନ୍‌ କରିଛନ୍ତି।

ମୁମ୍ବାଇର ୱାଙ୍ଖଡେରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ହାର୍ଦ୍ଦିକ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ତେବେ ଦଳୀୟ ସ୍କୋର ୨୧ ଥିବା ବେଳେ ଶୁବମନ ଗିଲ୍‌(୧) ଜୋଶ ହେଜେଲଉଡଙ୍କ ବଲରେ ଆଉଟ ହୋଇ ଯାଇଥିଲେ। ଏହାପରେ ମାଥ୍ୟୁ ୱେଡ କିଛି ଶଟ ଖେଳିଥିଲେ ମଧ୍ୟ କେବଳ ୧୬ ରନ୍‌ କରିବାକୁ ସକ୍ଷମ ହୋଇଥିଲେ।

ଇନଫର୍ମ ରିଦ୍ଧିମାନ ସାହାଙ୍କ ସହ ମିଶି ହାର୍ଦ୍ଦିକ ପ୍ରଥମେ ଦଳୀୟ ସ୍କୋରକୁ ୬୦ ପାର କରାଇଥିଲେ। ହେଲେ ବୁଝାମଣା ଅଭାବରୁ ସାହା(୩୧) ରନ୍‌ ଆଉଟ ହୋଇ ହୋଇଥିଲେ। ୬୨ ରନ୍‌ରେ ୩ ୱିକେଟ ହରାଇଥିବା ଗୁଜରାଟକୁ ଗୋଟିଏ ଭଲ ଭାଗିଦାରୀର ଆବଶ୍ୟକ ଥିଲେ। ଡାଭିଡ ମିଲର ଓ ହାର୍ଦ୍ଦିକ କାହାକୁ ନିରାଶ କରିଥିଲେ। ଉଭୟ ବେଶ ସତର୍କତାର ସହ ଖେଳି ୪ର୍ଥ ୱିକେଟ ପାଇଁ ଦଳୀୟ ସ୍କୋରକୁ ୬୨ରୁ ୧୨୩ରେ ପହଞ୍ଚାଇଥିଲେ। କିନ୍ତୁ ବଡ଼ ଶଟ ଖେଳିବା ଲୋଭରେ ମିଲର(୩୪) ୱାନିନ୍ଦୁ ହସରଙ୍ଗା ଡି’ସିଲଭାଙ୍କ ବଲରେ ଆଉଟ ହୋଇ ଯାଇଥିଲେ।

ସେହିପରି ରାହୁଲ ତେୱାତିଆ(୨) ଆଜି ବେଶୀ କିଛି କରି ପାରି ନାହାନ୍ତି। ରଶିଦ ଖାନ କ୍ରିଜକୁ ଆସିବା ବେଳେ ଦଳୀୟ ସ୍କୋର ୧୩୨ ଥିଲା। ଏହିଠାରୁ ସେ ହାର୍ଦ୍ଦିକଙ୍କ ସହ ମିଶି ସ୍ଥିତି ସମ୍ଭାଳିଥିଲେ। ଉଭୟ ଦ୍ରୁତ ଗତିରେ ରନ ସଂଗ୍ରହ କରି ଆରସିବିର ବୋଲରଙ୍କୁ କଡ଼ା ପ୍ରହାର କରିଥିଲେ। ଏଥିସହ ହାର୍ଦ୍ଦିକ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଦୁଇ ବ୍ୟାଟର ଶେଷ ଯାଏ ଅପରାଜିତ ରହିବା ସହ ଗୁଜରାଟର ସ୍କୋରକୁ ୧୬୮ରେ ପହଞ୍ଚାଇ ଥିଲେ।

ହାର୍ଦ୍ଦିକ ଶେଷ ଯାଏ ୪୭ ବଲ୍‌ରେ ଅପରାଜିତ ୬୨ ରନ୍‌ର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୩ଟି ଛକା ଓ ୪ଟି ଚୌକା ମାରିଛନ୍ତି। ସେହିପରି ୬ ବଲରେ ୧୯ ରନ୍‌ କରିଥିବା ରଶିଦ ଖାନ ୨ ଛକା ଓ ଗୋଟିଏ ଚୌକା ମାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story