କାହିଁକି ଟିମ ଇଣ୍ଡିଆର ଟି-୨୦ ଉପ ଅଧିନାୟକ ହେଲେ ଋଷଭ ପନ୍ତ

ମୁମ୍ବାଇ: ଆସନ୍ତାକାଲି ଠାରୁ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୩ ଟିକିଆ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମ ପୂରା ପ୍ରସ୍ତୁତ ହୋଇ ରହିଛି। ଏସବୁ ଭିତରେ ବିସିସିଆଇ ବଡ଼ ଘୋଷଣା କରିଛି। ଟିମ୍‌ ଇଣ୍ଡିଆର ୱିକେଟ କିପର ଋଷଭ ପନ୍ତ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ୍‌ରେ ଦଳର ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ। ପୂର୍ବରୁ କେଏଲ ରାହୁଲ ଦଳ ଉପ ଅଧିନାୟକ ଭାବେ ନିଯୁକ୍ତି ପାଇଥିଲେ। କିନ୍ତୁ ସେ […]

pant

pant

Hemant Lenka
  • Published: Tuesday, 15 February 2022
  • Updated: 15 February 2022, 03:25 PM IST

Sports

Latest News

ମୁମ୍ବାଇ: ଆସନ୍ତାକାଲି ଠାରୁ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୩ ଟିକିଆ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମ ପୂରା ପ୍ରସ୍ତୁତ ହୋଇ ରହିଛି। ଏସବୁ ଭିତରେ ବିସିସିଆଇ ବଡ଼ ଘୋଷଣା କରିଛି। ଟିମ୍‌ ଇଣ୍ଡିଆର ୱିକେଟ କିପର ଋଷଭ ପନ୍ତ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ୍‌ରେ ଦଳର ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ। ପୂର୍ବରୁ କେଏଲ ରାହୁଲ ଦଳ ଉପ ଅଧିନାୟକ ଭାବେ ନିଯୁକ୍ତି ପାଇଥିଲେ। କିନ୍ତୁ ସେ ଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ ପୂର୍ବରୁ ଆହତ ହେବାରୁ ପନ୍ତଙ୍କୁ ଉପ ଅଧିନାୟକ ପଦ ମିଳିଛି।

ପନ୍ତ ଆଇପିଏଲରେ ବେଶ ସଫଳତାର ସହ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେଇଥିଲେ। ନେତୃତ୍ୱ ନେବାର କ୍ଷମତା ତାଙ୍କ ପାଖରେ ଥିବା ବିସିସିଆଇ ଅନୁଭବ କରିଛି। ଏଥିପାଇଁ ତାଙ୍କୁ ଏବେ ରୋହିତ ଶର୍ମାଙ୍କ ଡେପୁଟି ଭାବେ ନିଯୁକ୍ତି ମିଳିଛି। ଭବଷ୍ୟତକୁ ଦୃଷ୍ଟିରେ ରଖି ବିସିସିଆଇ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। କାରଣ ରୋହିତଙ୍କ ପରେ ପନ୍ତ ହିଁ ଜାତୀୟ ଦଳର ନେତୃତ୍ୱ ନେବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଏବେଠାରୁ ପନ୍ତଙ୍କୁ ନେଇ ବିସିସିଆଇ ପରୀକ୍ଷାନୀରିକ୍ଷା କରିବା ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି।

ଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ପନ୍ତ ଭଲ ପ୍ରଦର୍ଶନ କରିଥିଲେ। ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ସେ ୮୫ ରନ୍‌ କରିଥିଲେ। ଏହି ସିରିଜରେ ସୂର୍ଯ୍ୟ କୁମାର ଯାଦବ(୧୦୪)ଙ୍କ ପରେ ପନ୍ତ ଦ୍ୱିତୀୟ ଭାରତୀୟ ଖେଳାଳି ଭାବେ ସର୍ବାଧିକ ରନ୍ ସ୍କୋର କରିଥିଲେ। ଶେଷ ଦିନିକିଆରେ ସେ ୫୪ ବଲରେ ୫୬ ରନ୍‌ର ଇନିଂସ୍‌ ଖେଳିବାରୁ ଭାରତ ୨୬୫ ରନ୍ କରିପାରିଥିଲା। ଭାରତୀୟ ବୋଲରମାନେ ଭଲ ପ୍ରଦର୍ଶନ କରି ଇଣ୍ଡିଜ ଟିମ୍‌କୁ ୧୬୯ ରନ୍‌ରେ ଅଟକାଇ ଦେଇଥିଲା। ଏଥିସହ ଦିନିକିଆ ସିରିଜ୍‌କୁ ୩-୦ରେ ମଧ୍ୟ ଜିତି ନେଇଥିଲା। ପନ୍ତ ଭଲ ଲୟରେ ଥିବାରୁ ତାଙ୍କୁ ବିସିସିଆଇ ଟି-୨୦ର ଉପ ଅଧିନାୟକ ପଦ ଦେଇଛି।

ଅନ୍ୟପକ୍ଷରେ କେଏଲ ରାହୁଲଙ୍କ ବ୍ୟତୀତ ଆହତ ଜନିତ ସମସ୍ୟା ଯୋଗୁ ଅକ୍ଷର ପଟେଲ ଓ ୱାଶିଂଟନ ସୁନ୍ଦର ମଧ୍ୟ ଟି-୨୦ ସିରିଜରୁ ବାଦ ପଡ଼ିଛନ୍ତି। ଏଥିପାଇଁ ବିସିସିଆଇ ଅକ୍ଷରଙ୍କ ବଦଳରେ ଦୀପକ ହୁଡ୍ଡା ଓ ସୁନ୍ଦରଙ୍କ ବଦଳରେ କୁଲଦୀପ ଯାଦବଙ୍କୁ ଭାରତୀୟ ସ୍କ୍ୱାଡରେ ସାମିଲ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story