ବିରାଟଙ୍କ ଖରାପ ବ୍ୟାଟିଂକୁ ନେଇ ବଡ଼ ବୟାନ ଦେଲେ ରୋହିତ ଶର୍ମା

କୋଲକାତା: କ୍ୟାପ୍ଟେନ ପଦ ଛାଡ଼ିବା ଦିନ ଠାରୁ ବିରାଟ କୋହଲିଙ୍କ ବ୍ୟାଟ୍‌ ଆଦୌ ଚାଲୁ ନାହିଁ। ବିଶେଷ କରି ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବିରାଟ କ୍ରମାଗତ ବିଫଳ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଏସବୁ ଭିତରେ ଆସନ୍ତାକାଲି ଠାରୁ ଭାରତ ଓ ଇଣ୍ଡିଜ୍‌ ମଧ୍ୟରେ ୩ ଟିକିଆ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ କୋଲକାତାରେ ଆରମ୍ଭ ହେବ। ଏହାପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଷ୍ଟାର ବ୍ୟାଟର କୋହଲିଙ୍କୁ […]

Rohit

Rohit

Hemant Lenka
  • Published: Tuesday, 15 February 2022
  • Updated: 15 February 2022, 05:19 PM IST

Sports

Latest News

କୋଲକାତା: କ୍ୟାପ୍ଟେନ ପଦ ଛାଡ଼ିବା ଦିନ ଠାରୁ ବିରାଟ କୋହଲିଙ୍କ ବ୍ୟାଟ୍‌ ଆଦୌ ଚାଲୁ ନାହିଁ। ବିଶେଷ କରି ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବିରାଟ କ୍ରମାଗତ ବିଫଳ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଏସବୁ ଭିତରେ ଆସନ୍ତାକାଲି ଠାରୁ ଭାରତ ଓ ଇଣ୍ଡିଜ୍‌ ମଧ୍ୟରେ ୩ ଟିକିଆ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ କୋଲକାତାରେ ଆରମ୍ଭ ହେବ।

ଏହାପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଷ୍ଟାର ବ୍ୟାଟର କୋହଲିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟଙ୍କ ଚାରିପାଖରେ ବାରମ୍ବାର ହେଉଥିବା ଆଲୋଚନା ବନ୍ଦ ହୋଇଗଲେ, ସବୁ କିଛି ଠିକ୍ ଠାକ ହୋଇଯିବ ବୋଲି ରୋହିତ କହିଛନ୍ତି।

ସାମ୍ବାଦିକମାନେ ବିରାଟଙ୍କ ଫର୍ମକୁ ନେଇ ଟିମ୍‌ ମ୍ୟାନେଜମେଣ୍ଟ ଚିନ୍ତିତ କି ନାହିଁ ରୋହିତଙ୍କୁ ପ୍ରଶ୍ନ କରିଥିଲେ। ଏହାର ଜବାବରେ ସେ କହିଛନ୍ତି, “ମୁଁ ଭାବୁଛି ସବୁ କିଛି ଆଲୋଚନା ଆପଣମାନେ ହିଁ ଆରମ୍ଭ କରିଛନ୍ତି। ଆପଣମାନେ ଯଦି କିଛି ଦିନ ପାଇଁ ଚୁପ ରହିଯିବେ, ତା’ହେଲେ ସବୁ କିଛି ଠିକଠାକ ହୋଇଯିବ। ଆପଣମାନଙ୍କ ପକ୍ଷରୁ ଚର୍ଚ୍ଚା ବନ୍ଦ ହୋଇଗଲେ, ସମସ୍ତେ ନିଜ ନିଜ କଥା ଚିନ୍ତା କରିପାରିବେ।”

ବିରାଟ କୌଣସି ଚାପରେ ନାହାନ୍ତି ଓ ସେ ଖୁବଶୀଘ୍ର ଲୟକୁ ଫେରିବେ ବୋଲି ମଧ୍ୟ ରୋହିତ କହିଛନ୍ତି। ସେ କହିଛନ୍ତି, “ବିରାଟ ବର୍ତ୍ତମାନ ଠିକ ଅଛନ୍ତି ଓ ସେ ପ୍ରାୟ ଗୋଟିଏ ଦଶନ୍ଧି ହେଲା ଅନ୍ତର୍ଜାତୀୟ କ୍ରିକେଟ ଖେଳିବାର ଅଭିଜ୍ଞତା ରଖିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟ ସହ ଦୀର୍ଘ ସମୟ ହେଲା ଜଡ଼ିତ ଥିବାରୁ ଚାପ ପରିସ୍ଥିତିକୁ କେମିତି ମୁକାବିଲା କରିବାକୁ ହୁଏ ସେକଥା ବେଶ ଭଲ ଭାବେ ଜାଣିଛନ୍ତି।

ଆପଣମାନେ ହିଁ ସବୁ କଥା ଆରମ୍ଭ କରୁଛନ୍ତି। ଆପଣମାନେ ଚୁପ ରହି ଯାଆନ୍ତୁ। ବିରାଟ କୋହଲିଙ୍କୁ ଏକା ଛାଡ଼ି ଦିଆଯାଉ। ସେ ବେଶ ଦୃଢ଼ ଭାବେ କମବ୍ୟାକ କରିବେ।”

ବିରାଟ ଦୀର୍ଘ ୨ ବର୍ଷ ହେଲାଣି ଅନ୍ତର୍ଜାତୀୟ କ୍ରିକେଟରେ ଶତକ ହାସଲ କରିପାରିନାହାନ୍ତି। ପ୍ରାୟ ୩ ବର୍ଷ ତଳେ ତାଙ୍କ ବ୍ୟାଟରୁ ଦିନିକିଆ ଶତକ ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story