ଦିବାରାତ୍ର ଟେଷ୍ଟରେ ଟସ୍ ଜିତିଲା ଭାରତ, ଚୂଡ଼ାନ୍ତ ଏକାଦଶରେ ଅକ୍ଷର ପଟେଲ

ବେଙ୍ଗାଲୁରୁ: ଶ୍ରୀଲଙ୍କା ବିପକ୍ଷ ଦିବାରାତ୍ର ଟେଷ୍ଟରେ ଟସ୍‌ ଜିତିଛନ୍ତି ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା। ଏଥିସହ ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମ ମ୍ୟାଚ୍‌କୁ ମାତ୍ର ୩ ଦିନ ମଧ୍ୟରେ ଜିତିଥିବା ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟରେ ସମାନ ଆଭିମୁଖ୍ୟ ନେଇ ପଡ଼ିଆକୁ ଓହ୍ଲାଇଛି। ଏହି ବିଜୟ ସହ ଦଳ ୨-୦ରେ ଟେଷ୍ଟ ସିରିଜ୍‌ କ୍ଲିନ ସୁଇପ କରିବା ମୁଡରେ ରହିଛି। ପ୍ରଥମ ମ୍ୟାଚ୍‌ ଜିତିବା ସତ୍ତ୍ୱେ ଆଜି ଦଳ ଚୂଡ଼ାନ୍ତ ଏକାଦଶରେ […]

Rohit

Rohit

Hemant Lenka
  • Published: Saturday, 12 March 2022
  • Updated: 12 March 2022, 01:53 PM IST

Sports

Latest News

ବେଙ୍ଗାଲୁରୁ: ଶ୍ରୀଲଙ୍କା ବିପକ୍ଷ ଦିବାରାତ୍ର ଟେଷ୍ଟରେ ଟସ୍‌ ଜିତିଛନ୍ତି ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା। ଏଥିସହ ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମ ମ୍ୟାଚ୍‌କୁ ମାତ୍ର ୩ ଦିନ ମଧ୍ୟରେ ଜିତିଥିବା ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟରେ ସମାନ ଆଭିମୁଖ୍ୟ ନେଇ ପଡ଼ିଆକୁ ଓହ୍ଲାଇଛି।

ଏହି ବିଜୟ ସହ ଦଳ ୨-୦ରେ ଟେଷ୍ଟ ସିରିଜ୍‌ କ୍ଲିନ ସୁଇପ କରିବା ମୁଡରେ ରହିଛି। ପ୍ରଥମ ମ୍ୟାଚ୍‌ ଜିତିବା ସତ୍ତ୍ୱେ ଆଜି ଦଳ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଅପସ୍ପିନର ଜୟନ୍ତ ଯାଦବଙ୍କ ବଦଳରେ ଚୂଡ଼ାନ୍ତ ଏକାଦଶକୁ ବାମହାତୀ ଅଲରାଉଣ୍ଡର ଅକ୍ଷର ପଟେଲ କମବ୍ୟାକ କରିଛନ୍ତି। ଆହତ ଯୋଗୁ ସେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ଖେଳି ନଥିଲେ।

ଅନ୍ୟପକ୍ଷରେ ଆହତ ସମସ୍ୟା ଦେଇ ଗତି କରୁଥିବା ଶ୍ରୀଲଙ୍କା ଦୁଇଟି ପରିବର୍ତ୍ତନ ସହ ମୈଦାନକୁ ଓହ୍ଲାଇଛି। ଇନଫର୍ମ ନିଶାଙ୍କା ଆହତ ହେବାରୁ କୁଶଲ ମେଣ୍ଡିସ ଦଳରେ ସାମିଲ ହୋଇଛନ୍ତି। ସେହିପରି ଲାହିରୁ କୁମାରଙ୍କ ବଦଳରେ ପ୍ରବୀଣ ଜୟବିକ୍ରମା ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story