ଗୁରୁବାର ମୁମ୍ବାଇର ୱାଙ୍ଖେଡେର ଚାଲିଥିଲା ଭାରତ-ଶ୍ରୀଲଙ୍କା ମ୍ୟାଚ୍ । ବ୍ୟାଟିଂ କରୁଥିଲା ଶ୍ରୀଲଙ୍କା। ଫିଲ୍ଡିଂ କରୁଥିଲା ଭାରତ। ସେହି ସମୟରେ କିଛି ଦର୍ଶକ ସାରା ସାରା ଚିଲ୍ଲାଉ ଥିଲେ। ଶୁବମନ ଗିଲ୍ଙ୍କ ଉଦ୍ଦେଶ୍ୟରେ ସେମାନେ ସାରା ଭାବି କହି ଚିଲ୍ଲାଉ ଥିଲେ। ଆଉ ସେତେବେଳେ ଶୁବମନଙ୍କ ପାଖରେ ସ୍ଲିପ୍ରେ ଥିବା ବିରାଟ କୋହଲି ଦର୍ଶକଙ୍କୁ ସେମିତି ନ କରିବାକୁ ଅନୁରୋଧ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
୯୨ ବର୍ଷରେ ସବୁଠାରୁ କନିଷ୍ଠ: ଭାରତ ବିପକ୍ଷରେ ସାମ କୋନଷ୍ଟାସଙ୍କ ଐତିହାସିକ ରେକର୍ଡ
କୋନଷ୍ଟାସ ୧୯ ବର୍ଷ ଓ ୮୫ ଦିନ ବୟସରେ ବିଶ୍ୱର ସର୍ବକନିଷ୍ଠ ଖେଳାଳି ଭାବେ ଭାରତ ବିପକ୍ଷରେ ଡେବ୍ୟୁ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି।
Cricket
ବକ୍ସିଂ ଡେ ଟେଷ୍ଟ: ପ୍ରଥମ ଦିନରେ ଭାରତକୁ ମିଳିଲା ୬ ୱିକେଟ, ଅଷ୍ଟ୍ରେଲିଆ କଲା ୩୧୧ ରନ୍
ଆଡିଲେଡ ଓ ଗାବାରେ ଶତକ ମାରି ଭାରତକୁ ଘାଇଲା କରିଥିବା ଟ୍ରାଭିସ ହେଡ୍ ଆଜି ଖାତା ଖୋଲିବାକୁ ସକ୍ଷମ ହୋଇ ନାହାନ୍ତି। ତାଙ୍କୁ ବୁମ୍ରା ଚମତ୍କାର ଢଙ୍ଗରେ ବୋଲ୍ଡ କରି ଦେଇଥିଲେ
Cricket
ବ୍ୟାନ୍ରୁ ଅଳ୍ପକେ ବର୍ତ୍ତିଲେ ବିରାଟ କୋହଲି, ଆର୍ଥିକ ଦଣ୍ଡରେ ଦଣ୍ଡିତ କଲା ICC
ବିରାଟଙ୍କ ଭଳି ଜଣେ ସିନିୟର ଖେଳାଳି କୋନଷ୍ଟାସଙ୍କ ଭଳି ଜଣେ ଡେବ୍ୟୁଟାଣ୍ଟ ପ୍ରତି ଏପରି ଆଚରଣ ପ୍ରଦର୍ଶନ କରିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା। ପ୍ରଥମ ଦିନର ଖେଳ ଶେଷ ହେବା ପରେ ମ୍ୟାଚ୍ ରେଫରୀ ଆଣ୍ଡି ପୟକ୍ରୋଫ୍ଟ ଘଟଣାକୁ ଗୁରୁତ୍ୱର ସହ ନେଇଥିଲେ।
Cricket
ଆସନ୍ତାକାଲି ବକ୍ସିଂ ଡେ ଟେଷ୍ଟ: ଚୂଡ଼ାନ୍ତ ଏକାଦଶରେ ହେବ ବଡ଼ ପରିବର୍ତ୍ତନ, ଓପନ କରିପାରନ୍ତି ରୋହିତ
ଭାରତୀୟ ଟିମ ମେଲବର୍ଣ୍ଣ ପିଚ୍କୁ ଦେଖି ଚୂଡ଼ାନ୍ତ ଏକାଦଶରେ ବଡ଼ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। ସେହିପରି ପ୍ରଥମ ୩ଟି ଟେଷ୍ଟରେ ଯଶସ୍ୱୀ ଜୈସୱାଲଙ୍କ ସହ ଇନିଂସ ଆରମ୍ଭ କରିଥିବା କେଏଲ ରାହୁଲଙ୍କ ବ୍ୟାଟିଂ ଅର୍ଡର ମଧ୍ୟ ବଦଳିପାରେ।
Cricket
ଭାରତ ବିପକ୍ଷ ବକ୍ସିଂ ଡେ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶ ଘୋଷଣା କଲା ଅଷ୍ଟ୍ରେଲିଆ, ଏହି ଦୁଇ ଖେଳାଳି ସାମିଲ
ଦିନକ ପୂର୍ବରୁ ଅଷ୍ଟ୍ରେଲିଆ ବକ୍ସିଂ ଡେ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି। ଦଳ ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି।