ଟି-୨୦ରେ ଏହି ନୂଆ ନିୟମ ଲାଗୁ କରିବା ସପକ୍ଷରେ ରବି ଶାସ୍ତ୍ରୀ

କୋଲକାତା: ଟିମ୍‌ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ୍‌ ଟି-୨୦ ଫର୍ମାଟରେ ଗୋଟିଏ ନୂଆ ନିୟମ ଲାଗୁ କରିବା ସପକ୍ଷରେ ମତ ରଖିଛନ୍ତି। ଟି-୨୦ରେ ସୁପର ସବ୍‌ ନିୟମ ଲାଗୁ ହେଲେ, ଏହା ଗେମ ଚେଞ୍ଜର ସାବ୍ୟସ୍ତ ହେବ ବୋଲି ଶାସ୍ତ୍ରୀ ଆଶା କରିଛନ୍ତି। ପ୍ରଥମଥର ପାଇଁ ଏହି ସୁପର ସବ୍‌ ନିୟମ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ (ଏଲଏଲସି)ରେ ଲାଗୁ କରାଯାଇଛି। ଶୁକ୍ରବାର ଟୁର୍ଣ୍ଣାମେଣ୍ଟର ସ୍ୱତନ୍ତ୍ର ପ୍ରଦର୍ଶନୀ ମ୍ୟାଚ୍‌ କୋଲକାତାର ଇଡେନ ଗାର୍ଡେନରେ ଖେଳା ଯାଇଥିଲା। ଭାରତ ମହାରାଜାସ […]

Ravi-shastri

Ravi-shastri

Hemant Lenka
  • Published: Saturday, 17 September 2022
  • Updated: 17 September 2022, 09:49 AM IST

Sports

Latest News

କୋଲକାତା: ଟିମ୍‌ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ୍‌ ଟି-୨୦ ଫର୍ମାଟରେ ଗୋଟିଏ ନୂଆ ନିୟମ ଲାଗୁ କରିବା ସପକ୍ଷରେ ମତ ରଖିଛନ୍ତି। ଟି-୨୦ରେ ସୁପର ସବ୍‌ ନିୟମ ଲାଗୁ ହେଲେ, ଏହା ଗେମ ଚେଞ୍ଜର ସାବ୍ୟସ୍ତ ହେବ ବୋଲି ଶାସ୍ତ୍ରୀ ଆଶା କରିଛନ୍ତି। ପ୍ରଥମଥର ପାଇଁ ଏହି ସୁପର ସବ୍‌ ନିୟମ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ (ଏଲଏଲସି)ରେ ଲାଗୁ କରାଯାଇଛି।

ଶୁକ୍ରବାର ଟୁର୍ଣ୍ଣାମେଣ୍ଟର ସ୍ୱତନ୍ତ୍ର ପ୍ରଦର୍ଶନୀ ମ୍ୟାଚ୍‌ କୋଲକାତାର ଇଡେନ ଗାର୍ଡେନରେ ଖେଳା ଯାଇଥିଲା। ଭାରତ ମହାରାଜାସ ଓ ଟିମ ୱାର୍ଲଡ ଜିଆଣ୍ଟସ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ୍‌ରେ ସୁପର ସବଷ୍ଟିଚ୍ୟୁଟ ବ୍ୟବସ୍ଥା ରହିଥିଲା। ଏହି ନୂଆ ନିୟମ ଅନୁଯାୟୀ, ପ୍ରତି ଟିମ୍‌ ପାଇଁ ଜଣେ ଲେଖାଏ ସୁପର ସବଷ୍ଟିଚ୍ୟୁଟ ରହିବେ। ସେମାନେ ଗୋଟିଏ ଇନିଂସର ୧୦ ଓଭର ପରେ ଏହି ନିୟମର ଫାଇଦା ଉଠାଇ ପାରିବେ। ଅର୍ଥାତ ସୁପର ସବ୍ ଖେଳାଳି ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇପାରିବେ। କିନ୍ତୁ ମ୍ୟାଚ୍‌ ପୂର୍ବରୁ ଦୁଇ ଟିମ୍‌କୁ ସେମାନଙ୍କ ସୁପର ସବ୍‌ ଖେଳାଳିଙ୍କ ନାଁ ଘୋଷଣା କରିବାକୁ ପଡ଼ିବ।

ଏହି ନିୟମକୁ ଏଲଏଲସିର କମିଶନର ରବି ଶାସ୍ତ୍ରୀ ସମର୍ଥନ କରିବା ସହ ଏହା ଗେମ ଚେଞ୍ଜର ସାବ୍ୟସ୍ତ ହେବ ବୋଲି କହିଛନ୍ତି। ଶାସ୍ତ୍ରୀ କହିଛନ୍ତି, “ମୁଁ ଦେଖୁଛି ଖେଳ ଦିନକୁ ଦିନ ବଦଳିବାରେ ଲାଗିଛି। କିଏ ଜାଣେ ଆସନ୍ତାକାଲି ଏହି ସୁପର ସବ୍‌ ନିୟମ ଅନ୍ତର୍ଜାତୀୟ କ୍ରିକେଟରେ ମଧ୍ୟ ଲାଗୁ ହୋଇପାରେ। ଆପଣ ଆଦୌ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ।

କାରଣ କ୍ରିକେଟର ଏହି ଗୋଟିଏ ଫର୍ମାଟ, ଯାହା ଦିନକୁ ଦିନ ଅଧିକ ଆକର୍ଷଣୀୟ ହେବାରେ ଲାଗିଛି। ବିଶେଷ କରି ଏଲଏଲସି ଭଳି ଟୁର୍ଣ୍ଣାମେଣ୍ଟରେ କୌଣସି ନିୟମ ଲାଗୁ କରିବାର ସୀମା ନାହିଁ। ଆପଣମାନେ ନିଜ ଇଚ୍ଛାରେ ନିୟମ ଲାଗୁ କରିପାରିବେ। ଆଇପିଏଲ ଓ ବିଗ ବାଶରେ ମଧ୍ୟ ନିଜସ୍ୱ ନିୟମ ଲାଗୁ ହୋଇପାରିବ। ଯଦି ଆପଣ କିଛି ନୂଆ ଜିନିଷକୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରିବାକୁ ଚାହୁଁଛନ୍ତି, ତା’ହେଲେ ଏହି ଟୁର୍ଣ୍ଣାମେଣ୍ଟ ହିଁ ଉପଯୁକ୍ତ ସ୍ଥାନ। ତେଣୁ ଆଗକୁ ସୁପର ସବ୍‌ ବ୍ୟବସ୍ଥା ସମସ୍ତ ପ୍ରକାରର ଟି-୨୦ ମ୍ୟାଚ୍‌ରେ ଲାଗୁ ହେବା ଦରକାର।”

ସୂଚନାଯୋଗ୍ୟ, ଲିଜେଣ୍ଡସ ଲିଗ୍‌ ବିଧିବଦ୍ଧ ଭାବେ ଆଜିଠାରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ଗୁଜରାଟ ଜିଆଣ୍ଟସ, ଇଣ୍ଡିଆ କ୍ୟାପିଟାଲ୍ସ, ମନିପାଲ ଟାଇଗର୍ସ ଓ ଭିଲୱାରା କିଙ୍ଗ୍ସ ଭାବେ ୪ଟି ଦଳ ଭାଗ ନେବେ। ବିଶ୍ୱର ୯୦ ଜଣ ମହାନ କ୍ରିକେଟର ୬ଟି ଭେନ୍ୟୁରେ ୧୬ଟି ମ୍ୟାଚ୍‌ ଖେଳିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story