ଆଇପିଏଲ ୨୦୨୨: ଶ୍ରେୟସ ଆୟର କୋଲକାତାର ନୂଆ ଅଧିନାୟକ

କୋଲକାତା: ଆଇପିଏଲର ମେଗା ନିଲାମ ବେଳେ ୧୨ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହୋଇଥିବା ଶ୍ରେୟସ ଆୟରଙ୍କୁ ବଡ଼ ଦାୟିତ୍ୱ ଦେଇଛି କୋଲକାତା ନାଇଟ ରାଇଡର୍ସ। ସେ କେକେଆର୍‌ର ନୂଆ ଅଧିନାୟକ ଭାବେ ନିଯୁକ୍ତି ପାଇଛନ୍ତି। ଏହାର ଅର୍ଥ ୨୦୨୨ ଆଇପିଏଲରେ କେକେଆର ଆୟରଙ୍କ ନେତୃତ୍ୱରେ ଖେଳିବ। ଏ ସମ୍ପର୍କରେ କେକେଆର୍‌ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ଗତ ଆଇପିଏଲ ସଂସ୍କରଣରେ ଇଂଲିଶ ବ୍ୟାଟସମ୍ୟାନ ଇଅନ ମୋର୍ଗାନ କେକେଆରର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ନେତୃତ୍ୱରେ […]

Shreyas-Iyer

Shreyas-Iyer

Hemant Lenka
  • Published: Wednesday, 16 February 2022
  • Updated: 16 February 2022, 04:17 PM IST

Sports

Latest News

କୋଲକାତା: ଆଇପିଏଲର ମେଗା ନିଲାମ ବେଳେ ୧୨ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହୋଇଥିବା ଶ୍ରେୟସ ଆୟରଙ୍କୁ ବଡ଼ ଦାୟିତ୍ୱ ଦେଇଛି କୋଲକାତା ନାଇଟ ରାଇଡର୍ସ। ସେ କେକେଆର୍‌ର ନୂଆ ଅଧିନାୟକ ଭାବେ ନିଯୁକ୍ତି ପାଇଛନ୍ତି। ଏହାର ଅର୍ଥ ୨୦୨୨ ଆଇପିଏଲରେ କେକେଆର ଆୟରଙ୍କ ନେତୃତ୍ୱରେ ଖେଳିବ।

ଏ ସମ୍ପର୍କରେ କେକେଆର୍‌ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ଗତ ଆଇପିଏଲ ସଂସ୍କରଣରେ ଇଂଲିଶ ବ୍ୟାଟସମ୍ୟାନ ଇଅନ ମୋର୍ଗାନ କେକେଆରର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ନେତୃତ୍ୱରେ କେକେଆର ଫାଇନାଲ ମଧ୍ୟ ଖେଳିଥିଲା। ହେଲେ ମେଗା ନିଲାମ ପୂର୍ବରୁ କେକେଆର ତାଙ୍କୁ ରିଲିଜ୍‌ କରି ଦେଇଥିଲା। ଏପରି କି ନିଲାମ ବେଳେ ତାଙ୍କ ପାଇଁ ବୋଲି ମଧ୍ୟ ଲଗାଇ ନଥିଲା।

ମୋର୍ଗାନଙ୍କ ବଦଳରେ କେକେଆର ଭାରତର ଷ୍ଟାର୍ ବ୍ୟାଟର୍ ଶ୍ରେୟସ ଆୟରଙ୍କୁ ବଡ଼ ଦାମରେ କିଣିଥିଲା। ଆୟରଙ୍କ ବେସ୍‌ ପ୍ରାଇସ ୨ କୋଟି ଟଙ୍କା ଥିବା ବେଳେ କୋଲକାତା ତାଙ୍କୁ ୧୨.୨୫ କୋଟି ଟଙ୍କାରେ କିଣିଥିଲା। ପୂର୍ବରୁ ଆୟର ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ ପକ୍ଷରୁ ଖେଳିଥିଲେ।

ସେ ମଧ୍ୟ ଦିଲ୍ଲୀ ଟିମର କ୍ୟାପଟେନ୍ ମଧ୍ୟ ରହିଆସିଥିଲେ। ହେଲେ ଚଳିତ ସଂସ୍କରଣ ପାଇଁ ସେ ନିଜକୁ ଟିମରୁ ରିଲିଜ୍ କରିନେଇଥିଲେ। ଏବେ ସେ କୋଲକାତାକୁ ଯାଇ ଅଧିନାୟକ ପଦ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story