ଏଜାଜଙ୍କ ପରେ ସିରାଜଙ୍କ କମାଲ, ନ୍ୟୁଜିଲ୍ୟାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ

ମୁମ୍ବାଇ: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ନ୍ୟୁଜିଲ୍ୟାଣ୍ଡ। ଭାରତ ୩୨୫ରେ ଅଲଆଉଟ ହେବା ପରେ କ୍ୱିୱି ଟିମ୍‌ ଆରମ୍ଭରୁ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଛି। ଏମାନଙ୍କ ମଧ୍ୟରେ ଅଧିନାୟକ ତଥା ମ୍ୟାନ ଇନ ଫର୍ମ ଟମ ଲାଥମ ମଧ୍ୟ ରହିଛନ୍ତି। ମହମ୍ମଦ ସିରାଜ ୩ଟି ୱିକେଟ ନେଇ ବିପର୍ଯ୍ୟୟ ସୃଷ୍ଟି କରିଥିବା ବେଳେ ଅକ୍ଷର ପଟେଲଙ୍କୁ ଗୋଟିଏ ସଫଳତା ମିଳିଛି। ଭାରତ ବ୍ୟାଟିଂ କରିବା ବେଳେ ନ୍ୟୁଜିଲ୍ୟାଣ୍ଡ […]

siraj

siraj

Hemant Lenka
  • Published: Saturday, 04 December 2021
  • Updated: 04 December 2021, 02:28 PM IST

Sports

Latest News

ମୁମ୍ବାଇ: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ନ୍ୟୁଜିଲ୍ୟାଣ୍ଡ। ଭାରତ ୩୨୫ରେ ଅଲଆଉଟ ହେବା ପରେ କ୍ୱିୱି ଟିମ୍‌ ଆରମ୍ଭରୁ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଛି। ଏମାନଙ୍କ ମଧ୍ୟରେ ଅଧିନାୟକ ତଥା ମ୍ୟାନ ଇନ ଫର୍ମ ଟମ ଲାଥମ ମଧ୍ୟ ରହିଛନ୍ତି। ମହମ୍ମଦ ସିରାଜ ୩ଟି ୱିକେଟ ନେଇ ବିପର୍ଯ୍ୟୟ ସୃଷ୍ଟି କରିଥିବା ବେଳେ ଅକ୍ଷର ପଟେଲଙ୍କୁ ଗୋଟିଏ ସଫଳତା ମିଳିଛି।

ଭାରତ ବ୍ୟାଟିଂ କରିବା ବେଳେ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଏଜାଜ ପଟେଲ କମାଲ କରିଥିଲେ। ସେ ପରଫେକ୍ଟ ଟେନ୍‌ ହାସଲ କରିବା ସହ ଭାରତକୁ ୩୨୫ରେ ଅଟକାଇ ଦେଇଥିଲେ। ଏବେ ଭାରତର ବୋଲିଂ ବେଳେ ଜଲୱା ଦେଖାଇଛନ୍ତି ମହମ୍ମଦ ସିରାଜ। ସେ ଆରମ୍ଭରୁ ଦମଦାର ବୋଲିଂ କରି କ୍ୱିୱି ଟିମ୍‌ର ବ୍ୟାଟରଙ୍କୁ ଘାଇଲା କରିଛନ୍ତି।

ପ୍ରଥମେ ସେ ୱିଲ ୟଙ୍ଗ(୪)ଙ୍କୁ ଦ୍ୱିତୀୟ ସ୍ଲିପରେ ଥିବା ବିରାଟ କୋହଲିଙ୍କ ହାତରେ ଆଉଟ କରିଥିଲେ। ଏହାପରେ ଅଧିନାୟକ ଟମ ଲାଥମ(୧୦) ତାଙ୍କ ଶିକାର ବନିଥିଲେ। ଅଭିଜ୍ଞ ରସ୍‌ ଟେଲରଙ୍କୁ ଆଉଟ କରି ସିରାଜ ଭାରତକୁ ତୃତୀୟ ସଫଳତା ଦେଇଥିଲେ। ନ୍ୟୁଜିଲ୍ୟାଣ୍ଡ ୧୦ ରନ୍‌ରେ ପ୍ରଥମ, ୧୫ ରନ୍‌ରେ ଦ୍ୱିତୀୟ ଓ ୧୭ ରନ୍‌ରେ ତୃତୀୟ ୱିକେଟ ହରାଇଥିଲା।

ଏହାପରେ ବୋଲିଂ କରିବାକୁ ଆସିଥିଲେ ବ୍ୟାଟିଂରେ ନିଜର ପ୍ରଥମ ଟେଷ୍ଟ ଅର୍ଦ୍ଧଶତକ ହାସଲ କରିଥିବା ଅକ୍ଷର ପଟେଲ। ସେ ନିଜର ଦ୍ୱିତୀୟ ଓଭର୍‌ର ପ୍ରଥମ ବଲରେ ହିଁ ଡାରେଲ ମିଚେଲ(୮)ଙ୍କୁ ପ୍ୟାଭିଲିୟନ ପଠାଇ ଦେଇଛନ୍ତି।

ନ୍ୟୁଜିଲ୍ୟାଣ୍ତ ଏବେ ୨୭ ରନ୍‌ରେ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଛି। ଭାରତର ପ୍ରଥମ ଇନିଂସ୍‌ ସ୍କୋର ଠାରୁ ଭ୍ରମଣକାରୀ ନ୍ୟୁଜିଲ୍ୟାଣ୍ତ ୨୯୮ ରନ୍‌ ପଛରେ ରହିଛି। କ୍ରିଜ୍‌ରେ ହେନେରୀ ନିକୋଲ୍ସଙ୍କ ସହ ଟମ ବ୍ଲୁଣ୍ଡେଲ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story