ପ୍ରଥମେ ବ୍ୟାଟିଂ କରିବ ଭାରତ, ଡେବ୍ୟୁ କଲେ ପୃଥ୍ୱୀ ଶ' ଓ ବରୁଣ ଚକ୍ରବର୍ତ୍ତୀ

କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲାରେ ଆୟୋଜକ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବ। ଏହି ମ୍ୟାଚରେ ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ ଦୁଇ ନୂଆ ଡେବ୍ୟୁଟାଣ୍ଟକୁ ସୁଯୋଗ ଦେଇଛି। ଦିନିକିଆରେ ପ୍ରଭାବୀ ପ୍ରଦର୍ଶନ କରିଥିବା ପୃଥ୍ୱୀ ଶ’ ଏବଂ ଆଇପିଏଲରେ ଦମ୍ ଦେଖାଇଥିବା ସ୍ପିନର ବରୁଣ ଚକ୍ରବର୍ତ୍ତୀ ପଦାର୍ପଣ କରିଛନ୍ତି। ସେହିପରି ଭାରତ ବିପକ୍ଷ ଶେଷ […]

ind-vs-sl

ind-vs-sl

Ranjit Kumar Jena
  • Published: Sunday, 25 July 2021
  • Updated: 25 July 2021, 07:51 PM IST

Sports

Latest News

କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲାରେ ଆୟୋଜକ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବ।

ଏହି ମ୍ୟାଚରେ ଭାରତ ତା'ର ଚୂଡ଼ାନ୍ତ ଏକାଦଶରେ ଦୁଇ ନୂଆ ଡେବ୍ୟୁଟାଣ୍ଟକୁ ସୁଯୋଗ ଦେଇଛି। ଦିନିକିଆରେ ପ୍ରଭାବୀ ପ୍ରଦର୍ଶନ କରିଥିବା ପୃଥ୍ୱୀ ଶ' ଏବଂ ଆଇପିଏଲରେ ଦମ୍ ଦେଖାଇଥିବା ସ୍ପିନର ବରୁଣ ଚକ୍ରବର୍ତ୍ତୀ ପଦାର୍ପଣ କରିଛନ୍ତି। ସେହିପରି ଭାରତ ବିପକ୍ଷ ଶେଷ ଦିନିକିଆ ଟିମରେ ଶ୍ରୀଲଙ୍କା ତିନୋଟି ପରିବର୍ତ୍ତନ କରିଛି।

ସୂଚନାଯୋଗ୍ୟ, ଭାରତ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତି ନେଇଛି। ଏବେ ଭାରତ ଟି-୨୦ ସିରିଜ୍ ଜିତି ଗସ୍ତ ଶେଷ କରିବାକୁ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଶ୍ରୀଲଙ୍କା ଟିମ୍ ଦିନିକିଆ ସିରିଜ୍ ପରାଜୟର ପ୍ରତିଶୋଧ ଟି-୨୦ରେ ନେବାକୁ ଚାହିଁବ।

https://twitter.com/BCCI/status/1419301000976863235?s=20

ଭାରତ: ଶିଖର ଧୱନ୍ (କ୍ୟାପଟେନ୍), ପୃଥ୍ୱୀ ଶ', ଈଶାନ୍ କିଶନ, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ୍, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ୍ ପାଣ୍ଡ୍ୟା, ଦୀପକ ଚହର୍, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ୍, ବରୁଣ ଚକ୍ରବର୍ତ୍ତୀ।

ଶ୍ରୀଲଙ୍କା: ଅଭିସ୍କା ଫର୍ଣ୍ଣାଣ୍ଡୋ, ମିନୋଦ ଭାନୁକା (ୱିକେଟ୍ କିପର), ଧନଞ୍ଜୟ ଡି’ସିଲଭା, ଚରିଥା ଅସଲଙ୍କା, ଦାସୁନ୍ ଶନାକା (କ୍ୟାପଟେନ୍), ଆଶେନ୍ ବନ୍ଦାରା, ୱାନିନ୍ଦୁ ହସରଙ୍ଗା, ଚାମିକା କରୁଣାରତ୍ନେ, ଦୁଷ୍ମନ୍ତ ଚମୀରା, ଅକିଲା ଧନଞ୍ଜୟ, ଇସୁରୁ ଉଡାନା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story