ଶେଷ ଟି-୨୦ ଜିତିଲା ଦକ୍ଷିଣ ଆଫ୍ରିକା, ସିରିଜକୁ ୨-୧ରେ ହାତେଇଲା ଭାରତ

ଇନ୍ଦୋର: ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟି-୨୦ ମ୍ୟାଚ୍‌ ହାରି ଯାଇଛି ଟିମ ଇଣ୍ଡିଆ। ୩ଟିକିଆ ସିରିଜ୍‌କୁ ଆଗୁଆ ଜିତି ସାରିଥିବା ରୋହିତ ଶର୍ମାଙ୍କ ଭାରତ ଆଜି ଶେଷ ମ୍ୟାଚ୍‌ରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଠାରୁ ୪୯ ରନରେ ପରାସ୍ତ ହୋଇଛି। ରିଲି ରୁସୋଙ୍କ(୪୮ ବଲରେ ଅପରାଜିତ ୧୦୦) ଶତକ ବଳରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୩ ୱିକେଟ ବଳରେ ୨୨୭ ରନ କରିଥିଲା। ଏହାର ଜବାବରେ ଭାରତ ୧୮.୨ ଓଭରରେ ସମସ୍ତ ୱିକେଟ […]

India

India

Hemant Lenka
  • Published: Tuesday, 04 October 2022
  • Updated: 04 October 2022, 10:52 PM IST

Sports

Latest News

ଇନ୍ଦୋର: ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟି-୨୦ ମ୍ୟାଚ୍‌ ହାରି ଯାଇଛି ଟିମ ଇଣ୍ଡିଆ। ୩ଟିକିଆ ସିରିଜ୍‌କୁ ଆଗୁଆ ଜିତି ସାରିଥିବା ରୋହିତ ଶର୍ମାଙ୍କ ଭାରତ ଆଜି ଶେଷ ମ୍ୟାଚ୍‌ରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଠାରୁ ୪୯ ରନରେ ପରାସ୍ତ ହୋଇଛି। ରିଲି ରୁସୋଙ୍କ(୪୮ ବଲରେ ଅପରାଜିତ ୧୦୦) ଶତକ ବଳରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୩ ୱିକେଟ ବଳରେ ୨୨୭ ରନ କରିଥିଲା। ଏହାର ଜବାବରେ ଭାରତ ୧୮.୨ ଓଭରରେ ସମସ୍ତ ୱିକେଟ ହରାଇ ୧୭୮ ରନ କରିଛି। ବିସ୍ଫୋରକ ଶତକୀୟ ଇନିଂସ ପାଇଁ ରୁସୋଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

୨୨୮ ରନର ବିଶାଳ ଟାର୍ଗେଟ ପାଇଥିବା ଟିମ୍‌ ଇଣ୍ଡିଆ ପ୍ରଥମ ଓଭରରେ ହିଁ ଅଧିନାୟକ ରୋହିତ ଶର୍ମା(୦)ଙ୍କୁ ହରାଇଥିଲା। ୩ ନଂରେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରେୟସ ଆୟର ମଧ୍ୟ କେବଳ ୧ ରନ କରିବାକୁ ସକ୍ଷମ ହୋଇଥିଲେ। ୪ ରନରେ ଦୁଇ ୱିକେଟ ହରାଇଥିବା ଭାରତକୁ ଓପନର ଋଷଭ ପନ୍ତ(୨୭) ଓ ଦୀନେଶ କାର୍ତ୍ତିକ(୪୬) ସମ୍ଭାଳିଥିଲେ।

ଉଭୟ ଦୁଇ ପାର୍ଶ୍ୱରୁ ଆଟାକିଂ ଶଟ ଖେଳି ଦଳୀୟ ସ୍କୋରକୁ ୫ ଓଭର ସୁଦ୍ଧା ୪୫ ରନରେ ପହଞ୍ଚାଇ ଦେଇଥିଲେ। ଏହି ସମୟରେ ୧୪ ବଲରେ ୨୭ ରନ କରି ପ୍ରଥମେ ପନ୍ତ ଆଉଟ ହୋଇଥିଲେ। ତାଙ୍କ ୱିକେଟ ଲୁଙ୍ଗି ଏନଗିଡିଙ୍କ ଖାତାକୁ ଯାଇଥିଲା।

ପ୍ରମୋସନ ପାଇଁ ୪ନଂରେ ଆସିଥିବା ଦୀନେଶ କାର୍ତ୍ତିକ କିନ୍ତୁ ଲଗାତର ବଟଶଟ ଖେଳିବାରେ ଲାଗିଥିଲେ। ସେ ୪ଟି ଚକା ଓ ସମାନ ସଂଖ୍ୟା ଚୌକା ସହ ମାତ୍ର ୨୦ ବଲରେ ୪୬ରେ ପହଞ୍ଚି ଯାଇଥିଲେ। ଲାଗୁଥିଲା କାର୍ତ୍ତିକ ଆଜି ବଡ଼ ଇନିଂସ ଖେଳିବେ। କିନ୍ତୁ ଏତିକି ବେଳେ କେଶବ ମହାରାଜ ତାଙ୍କୁ ଆଉଟ କରି ଭାରତକୁ ୪ର୍ଥ ଝଟକା ଦେଇଥିଲେ। ୫ମ ୱିକେଟ ଭାବେ ଭାରତ ଇନଫର୍ମ ସୂର୍ଯ୍ୟ କୁମାର ଯାଦବ(୮)ଙ୍କୁ ହରାଇଥିଲା। ତାଙ୍କ ୱିକେଟ ପ୍ରିଟୋରିୟସ ନେଇଥିଲେ।

ଦଳୀୟ ସ୍କୋର ୮୬ ଥିବା ବେଳେ ସୂର୍ଯ୍ୟ କୁମାର ଆଉଟ ହୋଇଥିଲେ। ଭାରତ ଏହି ଠାରେ ହିଁ ମ୍ୟାଚ୍‌ ହାରି ଯାଇଥିଲା। କେବଳ ଔପଚାରିକତା ବାକି ଥିଲା। ତଥାପି ଶେଷ ଭାଗରେ ଦୀପକ ଚହର(୩୧) ଓ ଉମେଶ ଅପରାଜିତ ୨୦ ରନ କରିବାରୁ ଭାରତ ୧୮.୨ ଓଭର ସୁଦ୍ଧା ସମସ୍ତ ୱିକେଟ ହରାଇ ୧୭୮ ରନ କରିବାକୁ ସକ୍ଷମ ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଅକ୍ଷର ପଟେଲ ୯, ହର୍ଷଲ ପଟେଲ ୧୭ ଓ ରବି ଅଶ୍ୱିନ ୨ ରନ କରିବାକୁ ସକ୍ଷମ ହୋଇଛନ୍ତି। ମହମ୍ମଦ ସିରାଜ ୫ ରନ କରିଥିବା ବେଳେ ତାଙ୍କୁ ଆଉଟ କରି ପ୍ରିଟୋରିୟସ ଭାରତୀୟ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ପ୍ରିଟୋରିୟସ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ମହାରାଜ, ୱେନ ପାର୍ଣ୍ଣେଲ ଓ ଏନଗିଡି ଦୁଇଟି ଲେଖାଏ ସଫଳତା ପାଇଛନ୍ତି। ସେହିପରି କାଗିସୋ ରବାଡା ଗୋଟିଏ ସଫଳତା ପାଇଛନ୍ତି।

ଦକ୍ଷିଣ ଆଫ୍ରିକା ପାଇଁ ରୁସୋ ଅପରାଜିତ ଶତକ ହାସଲ କରିଥିବା ବେଳେ ତ୍ରିସ୍ତାନ ଷ୍ଟବ୍ସ ୧୮ ବଲରେ ୨୩, କ୍ୱିଣ୍ଟନ ଡି’କକ ୪୩ ବଲରେ ୬୮ ଓ ଶେଷ ଭାଗରେ ଡାଭିଡ ମିଲର ୫ ବଲରେ ୧୯ ରନର ଇନିଂସ ଖେଳିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story