ହିଟ୍‌ମ୍ୟାନ୍‌ଙ୍କ 'ଛକା'ରେ ଫାଟିଲା ଦର୍ଶକଙ୍କ ନାକ

ନୂଆଦିଲ୍ଲୀ: ପୁଣି ଦମ୍‌ ଦେଖାଇଲେ ଭାରତୀୟ କ୍ରିକେଟ ଟିମ୍‌ର ହିଟ୍‌ ମ୍ୟାନ୍‌ ତଥା ଅଧିନାୟକ ରୋହିତ ଶର୍ମା। ବର୍ଷା କଲେ ଚଉକା ଛକା। ତେବେ ହିଟ୍‌ମ୍ୟାନ୍‌ଙ୍କ ଛକା ଏବେ ଜଣେ ଦର୍ଶକଙ୍କୁ ଭାରି ପଡିଛି। ରୋହିତ ଶର୍ମାଙ୍କ ବଲ୍‌ରେ ଜଣେ ଦର୍ଶକଙ୍କ ନାକ ଫାଟି ଯାଇଛି। ଭାରତ-ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ସିରିଜ୍‌ ଜାରି ରହିଛି। ଏହି ସମୟରେ କ୍ୟାପଟେନ୍‌ ରୋହିତ ଶର୍ମାଙ୍କ ଏକ ଶଟ୍‌ରେ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମ୍ୟାଚ ଦେଖିବାକୁ ଆସିଥିବା ଜଣେ ଦର୍ଶକ ଆହତ […]

Rohit Sharma

Rohit Sharma

Madhupriya Mistry
  • Published: Sunday, 13 March 2022
  • Updated: 14 March 2022, 02:31 PM IST

Sports

Latest News

ନୂଆଦିଲ୍ଲୀ: ପୁଣି ଦମ୍‌ ଦେଖାଇଲେ ଭାରତୀୟ କ୍ରିକେଟ ଟିମ୍‌ର ହିଟ୍‌ ମ୍ୟାନ୍‌ ତଥା ଅଧିନାୟକ ରୋହିତ ଶର୍ମା। ବର୍ଷା କଲେ ଚଉକା ଛକା। ତେବେ ହିଟ୍‌ମ୍ୟାନ୍‌ଙ୍କ ଛକା ଏବେ ଜଣେ ଦର୍ଶକଙ୍କୁ ଭାରି ପଡିଛି। ରୋହିତ ଶର୍ମାଙ୍କ ବଲ୍‌ରେ ଜଣେ ଦର୍ଶକଙ୍କ ନାକ ଫାଟି ଯାଇଛି।

ଭାରତ-ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ସିରିଜ୍‌ ଜାରି ରହିଛି। ଏହି ସମୟରେ କ୍ୟାପଟେନ୍‌ ରୋହିତ ଶର୍ମାଙ୍କ ଏକ ଶଟ୍‌ରେ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମ୍ୟାଚ ଦେଖିବାକୁ ଆସିଥିବା ଜଣେ ଦର୍ଶକ ଆହତ ହୋଇଛନ୍ତି।

ମିଡିଆ ରିପୋର୍ଟ ମୁତାବକ, ମ୍ୟାଚ୍‌ ବେଳେ ରୋହିତ ଶର୍ମା ବିଶ୍ୱା ଫର୍ଣ୍ଣାଣ୍ଡୋଙ୍କ ବଲରେ ଡିପ୍‌ ମିଡ୍‌ ୱିକେଟ୍‌ରେ ଛକା ମାରିଥିଲେ। ତେବେ ଏହି ବଲ୍‌ଟି ଷ୍ଟାଣ୍ଡରେ ବସିଥିବା ଜଣେ ଦର୍ଶକଙ୍କ ନାକକୁ ଯାଇ ବାଜିଥିଲା। ଏହାପରେ ସେ ଜୋର୍‌ରେ ପାଟି କରିବାକୁ ଲାଗିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଏକ୍ସ-ରେ କରିବା ପରେ ତାଙ୍କ ନାକ ହାଡ ଭାଙ୍ଗି ଯାଇଥିବା ସୂଚନା ମିଳିଛି।

ଆହତ ହୋଇଥିବା ବ୍ୟକ୍ତି ଜଣଙ୍କ ବୟସ ୨୨ ବର୍ଷ ତାଙ୍କୁ ହୋସମତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କୁହାଯାଉଛି ଯେ କର୍ଣ୍ଣାଟକ କ୍ରିକେଟ୍ ଆସୋସିଏସନ୍ ସହାୟତାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି।

ଏହି ମ୍ୟାଚ୍‌ର ପ୍ରଥମ ଇନିଂସରେ ରୋହିତ ଶର୍ମା କେବଳ ଗୋଟିଏ ହିଁ ଛକା ମାରିଥିଲା, ଯାହା ଷ୍ଟାଣ୍ଡରେ ଯାଇ ପଡିଥିଲା। ରୋହିତ ମାତ୍ର ୧୫ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହି ଇନିଂସ୍‌ରେ ସେ ଗୋଟିଏ ୪ ଓ ଗୋଟିଏ ଛକା ମାରିଥିଲେ।

ସୂଚନା ମୁତାବକ, ଭାରତ-ଶ୍ରୀଲଙ୍କା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଭାରତର ୨୫୨ ରନ୍ ଜବାବରେ ଶ୍ରୀଲଙ୍କାର ଦଳ ପୁଣି ଥରେ ଆଣ୍ଠେଇ ଥିଲା। ପ୍ରଥମ ଦିନର ଖେଳ ଶେଷ ହେବା ସୁଦ୍ଧା ଶ୍ରୀଲଙ୍କା ଦଳ ୬ଟି ୱିକେଟ୍ ହରାଇ ମାତ୍ର ୮୬ରନ୍‌ କରିଥିଲା।

https://twitter.com/rohitgm01/status/1502582966123302918?s=20&t=Dp3GPSHq03YRpChDxKinYw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story