ଭାରତକୁ ୨୬୩ ରନ୍‌ର ଟାର୍ଗେଟ୍ ଦେଲା ଶ୍ରୀଲଙ୍କା

କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଆୟୋଜକ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୬୨ ରନ୍ କରିଛି। ଫଳରେ ପ୍ରଥମ ଦିନିକିଆ ଜିତିବା ପାଇଁ ଭାରତକୁ ୨୬୩ ରନ୍ କରିବାକୁ ପଡ଼ିବ। ଶ୍ରୀଲଙ୍କା ପକ୍ଷରୁ କୌଣସି ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ ମାରିପାରିନାହାନ୍ତି। ହେଲେ ଲୋୟର୍ ଅର୍ଡରରେ ଚାମିକା କରୁଣାରତ୍ନେଙ୍କ ଦ୍ରୁତ ୪୩ ରନ୍ ବଳରେ ଶ୍ରୀଲଙ୍କା ଭାରତ ଆଗରେ ଚ୍ୟାଲେଞ୍ଜିଂ ସ୍କୋର ଛିଡ଼ା କରିପାରିଛି। ଆର୍ ପ୍ରେମଦାସା ଷ୍ଟାଡିୟମରେ ଶ୍ରୀଲଙ୍କା […]

india

india

Ranjit Kumar Jena
  • Published: Sunday, 18 July 2021
  • Updated: 18 July 2021, 07:05 PM IST

କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଆୟୋଜକ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୬୨ ରନ୍ କରିଛି। ଫଳରେ ପ୍ରଥମ ଦିନିକିଆ ଜିତିବା ପାଇଁ ଭାରତକୁ ୨୬୩ ରନ୍ କରିବାକୁ ପଡ଼ିବ। ଶ୍ରୀଲଙ୍କା ପକ୍ଷରୁ କୌଣସି ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ ମାରିପାରିନାହାନ୍ତି। ହେଲେ ଲୋୟର୍ ଅର୍ଡରରେ ଚାମିକା କରୁଣାରତ୍ନେଙ୍କ ଦ୍ରୁତ ୪୩ ରନ୍ ବଳରେ ଶ୍ରୀଲଙ୍କା ଭାରତ ଆଗରେ ଚ୍ୟାଲେଞ୍ଜିଂ ସ୍କୋର ଛିଡ଼ା କରିପାରିଛି।

ଆର୍ ପ୍ରେମଦାସା ଷ୍ଟାଡିୟମରେ ଶ୍ରୀଲଙ୍କା କ୍ୟାପଟେନ୍ ଦାସୁନ ଶନକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଶ୍ରୀଲଙ୍କାକୁ ଭଲ ଷ୍ଟାର୍ଟ ଦେଇଥିଲେ ଦୁଇ ଓପ୍ନର ଅଭିସ୍କା ଫର୍ଣ୍ଣାଣ୍ଡୋ ଓ ମିନୋଦ ଭାନୁକା। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୪୯ ରନ୍ ଯୋଡ଼ିଥିଲେ। ତେବେ ଏହି ଯୋଡ଼ିକୁ ଭାଙ୍ଗିଥିଲେ ୟୁଜବେନ୍ଦ୍ର ଚହଲ୍। ଫର୍ଣ୍ଣାଣ୍ଡୋ ୩୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଅନ୍ୟତମ ଓପ୍ନର ଭାନୁକା (୨୭) ମଧ୍ୟ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ତାଙ୍କୁ କୁଲଦୀପ ଯାଦବ ପ୍ୟାଭିର୍ଲିନ୍ ପଠାଇଥିଲେ।

ଡେବ୍ୟୁଟାଣ୍ଟ ଭାନୁକା ରାଜପାକସା (୨୪) ଓ ଧନଞ୍ଜୟ ଡି'ସିଲଭା (୧୪) ନିରାଶ କରିଥିଲେ। ରାଜପାକସାଙ୍କୁ କୁଲଦୀପ ଏବଂ ଧନଞ୍ଜୟଙ୍କୁ କୃନାଲ୍ ପାଣ୍ଡ୍ୟା ଆଉଟ୍ କରିଥିଲେ। ୧୧୭ ରନରେ ୪ ୱିକେଟ୍ ହରାଇ ଶ୍ରୀଲଙ୍କା ସଂକଟରେ ପଡ଼ିଥିବା ବେଳେ ଚରିଥ ଅସଲଙ୍କା ଓ କ୍ୟାପଟେନ୍ ଶନକା ସ୍ଥିତି ସମ୍ଭାଳିଥିଲେ। ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୪୯ ରନ୍ ଯୋଡ଼ିଥିଲେ। ସେଟ୍ ଅସଲଙ୍କା (୩୮)ଙ୍କୁ ଦୀପକ ଚହର୍ ନିଜର ଶିକାର ବନାଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ୱାନିନ୍ଦୁ ହସରଙ୍ଗା ମାତ୍ର ୮ ରନ୍ କରି ଚହରଙ୍କ ବଲରେ ପ୍ୟାଭିଲିୟନ୍ ଫେରିଥିଲେ।

ଶନକା (୩୯)ଙ୍କ ଠାରୁ ଦଳ ବଡ଼ ସ୍କୋର ଆଶା କରୁଥିଲା, କିନ୍ତୁ ସେ ମଧ୍ୟ ନିଜ ୱିକେଟ୍ ଦେଇ ବସିଥିଲେ। ତାଙ୍କୁ ଚହଲ୍ ଆଉଟ୍ କରିଥିଲେ। ନବମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଇସୁରୁ ଉଦାନା (୮) ମଧ୍ୟ ବେଶୀ ସମୟ ତିଷ୍ଠିପାରିନଥିଲେ। ଏହି ସମୟରେ ଟିମର ସ୍କୋର ୮ ୱିକେଟରେ ୨୨୨ ରନରେ ଥିଲା। ହେଲେ କରୁଣାରତ୍ନେ ଓ ଦୁଷ୍ମନ୍ତ ଚମୀର ଆକର୍ଷଣୀୟ ବ୍ୟାଟିଂ କରି ଶେଷ ୨୧ ବଲରେ ଦଳ ପାଇଁ ୪୦ ରନ୍ ସଂଗ୍ରହ କରିଥିଲା।

କରୁଣାରତ୍ନେ ୩୫ ବଲରେ ୧ ଚୌକା ଓ ୨ ଛକା ସହ ଅପରାଜିତ ୪୩ ରନ୍ ଓ ଚମୀରା ୭ ବଲରେ ୧୩ ରନ୍ (୧ ଚୌକା ଓ ୧ ଛକା) କରି ରନ୍ ଆଉଟ୍ ହୋଇଥିଲେ। ଭାରତ ପକ୍ଷରୁ ଦୀପକ ଚହର୍, ଚହଲ୍ ଓ କୁଲଦୀପ ୨ଟି ଲେଖାଏ ୱିକେଟ୍ ନେଇଥିଲେ। ସେହିପରି ହାର୍ଦ୍ଦିକ ଓ କୃନାଲ୍ ଗୋଟିଏ ଲେଖାଏ ସଫଳତା ପାଇଥିଲେ। ଅଭିଜ୍ଞ ଭୁବନେଶ୍ୱର କୁମାର ନିରାଶ କରିଥିଲେ ଏବଂ ୯ ଓଭରରେ ୬୩ ରନ୍ ଦେଇ କୌଣସି ସଫଳତା ପାଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story