ଟି-୨୦ ବିଶ୍ୱକପ୍: ପ୍ରଥମ ମ୍ୟାଚ୍‌ରେ ନାମିବ୍ୟାଠୁ ହାରିଲା ଏସିଆ କପ୍ ବିଜୟୀ ଶ୍ରୀଲଙ୍କା

ଗିଲଙ୍ଗ୍‌: ସୁପର-୧୨ ରାଉଣ୍ଡରେ ସ୍ଥାନ ପାଇବା ପାଇଁ ରବିବାର ଅଷ୍ଟ୍ରେଲିଆର ସାଉଥ୍ ଗିଲଙ୍ଗ୍‌ରେ ଖେଳାଯାଇଥିବା ଟି-୨୦ ବିଶ୍ୱକପର ପ୍ରଥମ ମୁକାବିଲାରେ ଶ୍ରୀଲଙ୍କାକୁ ୫୫ ରନ୍‌ରେ ହରାଇଛି ନାମିବ୍ୟା। ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ତେଣୁ ନାମିବ୍ୟା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୬୩ ରନ୍ କରିଥିଲା। ଦଳର ପକ୍ଷରୁ ଜନ୍ ଫ୍ରାୟଲିଙ୍କ ସର୍ବାଧିକ ୪୪ ରନ୍‌ କରିଥିବା ବେଳେ ଶେଷ ଆଡ଼କୁ ଜେଜେ ସ୍ମିଥ୍ ଚିତାକର୍ଷକ […]

jj-smi

jj-smi

Niranjan Mishra
  • Published: Sunday, 16 October 2022
  • Updated: 16 October 2022, 10:18 PM IST

Sports

Latest News

ଗିଲଙ୍ଗ୍‌: ସୁପର-୧୨ ରାଉଣ୍ଡରେ ସ୍ଥାନ ପାଇବା ପାଇଁ ରବିବାର ଅଷ୍ଟ୍ରେଲିଆର ସାଉଥ୍ ଗିଲଙ୍ଗ୍‌ରେ ଖେଳାଯାଇଥିବା ଟି-୨୦ ବିଶ୍ୱକପର ପ୍ରଥମ ମୁକାବିଲାରେ ଶ୍ରୀଲଙ୍କାକୁ ୫୫ ରନ୍‌ରେ ହରାଇଛି ନାମିବ୍ୟା। ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ତେଣୁ ନାମିବ୍ୟା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୬୩ ରନ୍ କରିଥିଲା। ଦଳର ପକ୍ଷରୁ ଜନ୍ ଫ୍ରାୟଲିଙ୍କ ସର୍ବାଧିକ ୪୪ ରନ୍‌ କରିଥିବା ବେଳେ ଶେଷ ଆଡ଼କୁ ଜେଜେ ସ୍ମିଥ୍ ଚିତାକର୍ଷକ ଅପରାଜିତ ୩୧ ରନ୍‌ର ପାଳି ଖେଳିଥିଲେ। ହେଲେ ଶ୍ରୀଲଙ୍କା ଦଳ ୧୯ ଓଭରରେ ସମସ୍ତ ୱିକଟ ହରାଇ ମାତ୍ର ୧୦୮ ରନ୍ କରିପାରିଥିଲା। ଶ୍ରୀଲଙ୍କା ପକ୍ଷରୁ କ୍ୟାପଟେନ୍ ଦାସୁନ ଶଣକା ସର୍ବାଧିକ ୨୯ ରନ୍‌ କରିଥିଲେ।

ସେହିପରି ଆଜି ଏଠାରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ୟୁଏଇକୁ ୩ ୱିକେଟରେ ହରାଇଛି ନେଦରଲାଣ୍ଡ୍ସ। ୟୁଏଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ମାତ୍ର ୧୧୧ ରନ୍ କରିପାରିଥିଲା। ଦଳ ପକ୍ଷରୁ ମହମ୍ମଦ ୱାସିମ୍ ସର୍ବାଧିକ ୪୧ ରନ୍ କରିଥିଲେ। ନେଦରଲ୍ୟାଣ୍ଡ୍ସ ଏହି ବିଜୟ ଲକ୍ଷ୍ୟକୁ ୨୦ ଓଭର ଶେଷର ଗୋଟିଏ ବଲ୍ ଥାଇ ଅର୍ଥାତ୍ ୧୯ ଓଭର ୫ଟି ବଲ ଖେଳି ହାସଲ କରିନେଇଥିଲା। ଏହି ଦଳ ୭ ୱିକେଟ ହରାଇ ୧୧୨ ରନ୍ କରିଥିଲା।

ସୂଚନା ଥାଉକି, ବିଶ୍ୱକପ୍‌ ଖେଳିବାକୁ ନିର୍ଦ୍ଧାରିତ ମାନ୍ୟତା ବାହାରକୁ ଚାଲି ଯାଇଥିବାରୁ ୨୦୧୪ ସଂସ୍କରଣ ବିଜେତା ଶ୍ରୀଲଙ୍କାକୁ ସୁପର-୧୨ ରାଉଣ୍ଡରେ ସ୍ଥାନ ପାଇବା ପାଇଁ ପ୍ରଥମ ରାଉଣ୍ଡ୍‌ ଖେଳିବାକୁ ପଡୁଛି। ଗତ ମାସରେ ଏସିଆ କପ୍‌ ଜିତିଥିବା ଶ୍ରୀଲଙ୍କା ଟିମ୍ ମନବଳ ଦୃଢ଼ ଥିଲା। ଯାହା ନାମିବ୍ୟାକୁ ଭାରି ପଡିବ ବୋଲି ଆକଳନ କରାଯାଉଥିଲା। ହେଲେ ପ୍ରଥମ ମ୍ୟାଚ୍‌ରୁ ହିଁ ସବୁ ଅନୁମାନ ଓଲଟା ନଜର ଆସିଛି। ତେଣୁ ଆଗକୁ ଏହି କ୍ରିକେଟ ମହାକୁମ୍ଭ ଖୁବ୍ ରୋଚକ ହେବ ବୋଲି ଆଶା କରାଯାଉଛି।

ପ୍ରଥମ ରାଉଣ୍ଡ୍‌ ହେବାକୁ ଲଢ଼େଇର ଗ୍ରୁପ୍‌ ‘ଏ’ରେ ଶ୍ରୀଲଙ୍କା, ନେଦରଲାଣ୍ଡ୍ସ, ନାମିବ୍ୟା, ୟୁଏଇ ଏବଂ ଗ୍ରୁପ୍‌ ‘ବି’ରେ ୱେଷ୍ଟଇଣ୍ଡିଜ୍‌,‌ ସ୍କଟଲାଣ୍ଡ୍‌, ଜିମ୍ବାୱେ, ଆୟର୍ଲାଣ୍ଡ୍‌ ରହିଛନ୍ତି।

ଅନ୍ୟପଟେ, ଅକ୍ଟୋବର ୨୩ରେ ଅଷ୍ଟ୍ରେଲିଆର ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ପାକ୍ ମ୍ୟାଚ ନ‌ହୋଇପାରେ ବୋଲି ଅନୁମାନ କରାଯାଉଛି। ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ ଏଠାରେ ଉକ୍ତ ଦିନ ପ୍ରବଳ ବର୍ଷା ପବନ ହେବାର ପୂର୍ବାନୁମାନ କରିଛି। ତେଣୁ ଏହି ହାଇଭୋଲ୍ଟେଜ୍ ମ୍ୟାଚ୍‌କୁ ନେଇ କ୍ରିକେଟ ପ୍ରେମୀଙ୍କ ଭିତରେ ନିରାଶା ଦେଖାଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story