ବିରାଟଙ୍କ ନୂଆ ଲୁକ, ଫ୍ୟାନ୍ସ କହିଲେ କ୍ରିକେଟର ନା ହଲିଉଡ ଆକ୍ଟର

ମୁମ୍ବାଇ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)ର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ନୂଆ ଲୁକକୁ ନେଇ ଚର୍ଚ୍ଚା। ସୋଶାଲ ମିଡିଆରେ ଭାଇରାଲ ହେଉଛି ତାଙ୍କର ନୂଆ ହେୟାର ଷ୍ଟାଇଲ। ଦୀର୍ଘଦିନ ହେଲା ନିଜର ଫର୍ମକୁ ନେଇ ସମାଲୋଚନାର ଶିକାର ହେଉଥିବା ବିରାଟ ଗତ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରି ସମସ୍ତଙ୍କ ମୁହଁ ବନ୍ଦ କରି ଦେଇଛନ୍ତି। ବିରାଟଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ମଧ୍ୟ ଆରସିବି ମ୍ୟାଚ୍ ହାରିଥିଲା। କିନ୍ତୁ ବିରାଟ ଫର୍ମକୁ ଫେରିଥିବାରୁ ତାଙ୍କ ଫ୍ୟାନ୍ସ ବେଶ ଖୁସି ଅଛନ୍ତି। […]

Virat

Virat

Hemant Lenka
  • Published: Tuesday, 03 May 2022
  • Updated: 03 May 2022, 10:18 PM IST

Sports

Latest News

ମୁମ୍ବାଇ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)ର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ନୂଆ ଲୁକକୁ ନେଇ ଚର୍ଚ୍ଚା। ସୋଶାଲ ମିଡିଆରେ ଭାଇରାଲ ହେଉଛି ତାଙ୍କର ନୂଆ ହେୟାର ଷ୍ଟାଇଲ। ଦୀର୍ଘଦିନ ହେଲା ନିଜର ଫର୍ମକୁ ନେଇ ସମାଲୋଚନାର ଶିକାର ହେଉଥିବା ବିରାଟ ଗତ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରି ସମସ୍ତଙ୍କ ମୁହଁ ବନ୍ଦ କରି ଦେଇଛନ୍ତି। ବିରାଟଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ମଧ୍ୟ ଆରସିବି ମ୍ୟାଚ୍ ହାରିଥିଲା। କିନ୍ତୁ ବିରାଟ ଫର୍ମକୁ ଫେରିଥିବାରୁ ତାଙ୍କ ଫ୍ୟାନ୍ସ ବେଶ ଖୁସି ଅଛନ୍ତି।

Virat Kohli New Lookବିରାଟ କେବଳ ନିଜର କ୍ରିକେଟ ପାଇଁ ନୁହେଁ ବରଂ ନିଆରା ଷ୍ଟାଇଲ ଓ ଲୁକ୍ ପାଇଁ ମଧ୍ୟ ବେଶ ପରିଚିତ। ଆଇପିଏଲ ଚାଲିଥିବା ବେଳେ ଆଜି ନୂଆ ଲୁକରେ ସାମ୍ନାକୁ ଆସିଛନ୍ତି ବିରାଟ। ବିରାଟଙ୍କ ନୂଆ ଲୁକ୍ ଦେଖି ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ଚକିତ ବି ହୋଇଛନ୍ତି। ଆଜି ଆରସିବି ପକ୍ଷରୁ ବିରାଟଙ୍କ ଗୋଟିଏ ଫଟୋ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଛି।

ଏହି ଫଟୋରେ ବିରାଟ ବେଶ କୁଲ ଦେଖାଯାଉଛନ୍ତି। ବିରାଟଙ୍କ ନୂଆ ହେୟାର ଷ୍ଟାଇଲ ମଧ୍ୟ ଫଟୋରେ ଦେଖିବାକୁ ମିଳିଛି। ସେ ମୁଣ୍ଡର ଉଭୟ ପାର୍ଶ୍ୱର କେଶକୁ ଛୋଟ ଛୋଟ କରି ଦେଇଛନ୍ତି। ସେହିପରି ସେ ଗୋଟିଏ ଷ୍ଟାଇଲିଶ ସନଗ୍ଲାସ ମଧ୍ୟ ପିନ୍ଧିଛନ୍ତି, ଯାହା ତାଙ୍କ ମୁହଁକୁ ବେଶ ମାନୁଛି।

Virat Kohli Hairstyleବିରାଟଙ୍କ ଏହି ଲୁକକୁ ତାଙ୍କ ଫ୍ୟାନମାନେ ଢେର ପ୍ରଶଂସା କରିବାରେ ଲାଗିଛନ୍ତି। କିଛି ଲୋକ ଟ୍ୱିଟ୍ କରି ଲେଖିଛନ୍ତି ଯେ ସେ ଜଣେ କ୍ରିକେଟର ନା ହଲିଉଡ ଆକ୍ଟର। ଆଉ କେତେକ ଲୋକ ଲେଖିଛନ୍ତି ଯେ ସେମାନେ ମଧ୍ୟ ବିରାଟଙ୍କ ଭଳି ଚୁଟି କାଟିବାକୁ ଚାହୁଁଛନ୍ତି। ସୋଶାଲ ମିଡିଆରେ ଏହି ଫଟୋକୁ ଅନେକ ଲୋକ ଶେୟାର କରି ମଜାଦାର କମେଣ୍ଟ ସବୁ ଦେବାରେ ଲାଗିଛନ୍ତି।

Virat Kohli IPLସୂଚନାଯୋଗ୍ୟ, ଆରସିବି ତା’ର ପରବର୍ତ୍ତୀ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ। ଏହି ମ୍ୟାଚ୍ ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଆରସିବି ଏଯାଏ ୧୦ଟି ମ୍ୟାଚରୁ ୫ଟି ଜିତି ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି। ସେହିପରି ଚେନ୍ନାଇ ୯ଟି ମ୍ୟାଚରୁ ୩ ବିଜୟ ସହ ପଏଣ୍ଟ ଟେବୁଲର ୯ମ ସ୍ଥାନରେ ରହିଛି। ତେଣୁ ଉଭୟ ଦଳ ପାଇଁ ଏହି ମ୍ୟାଚ୍‌ ଜିତିବା ଜରୁରୀ।

RCB Vs CSK

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story