ୱାର୍ଣ୍ଣର ହଟିଲେ, ୱିଲିୟମସନ୍ ହାଇଦ୍ରାବାଦର ନୂଆ କ୍ୟାପଟେନ୍‌

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ସନରାଇଜର୍ସ ହାଇଦ୍ରାବାଦ ବଡ଼ ନିଷ୍ପତ୍ତି ନେଇଛି । ଫ୍ରାଞ୍ଚାଇଜି ଶନିବାର ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣରଙ୍କ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡର କେନ୍ ୱିଲିୟମସନଙ୍କଠୁ ଟିମର କ୍ୟାପଟେନ୍ ଭାର ପ୍ରଦାନ କରିଛି । ୱିଲିୟମସନ୍ ଏବେ ବାକି ମ୍ୟାଚ୍ ଗୁଡ଼ିକରେ ହାଇଦ୍ରାବାଦ ଟିମର ନେତୃତ୍ୱ ନେବେ । ୱାର୍ଣ୍ଣରଙ୍କ ନେତୃତ୍ୱରେ ହାଇଦ୍ରାବାଦ ଚଳିତ ସଂସ୍କରଣରେ ୬ଟିରୁ ୫ଟି ମ୍ୟାଚରେ ପରାସ୍ତ ହୋଇଥିବା ବେଳେ ମାତ୍ର ଗୋଟିଏରେ ବିଜୟୀ ହୋଇଛି । ଏପରିକି ବ୍ୟାଟ୍ସମ୍ୟାନ୍ […]

david-warner-and-kane-wiili

david-warner-and-kane-wiili

Ranjit Kumar Jena
  • Published: Saturday, 01 May 2021
  • Updated: 02 May 2021, 12:06 AM IST

Sports

Latest News

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ସନରାଇଜର୍ସ ହାଇଦ୍ରାବାଦ ବଡ଼ ନିଷ୍ପତ୍ତି ନେଇଛି । ଫ୍ରାଞ୍ଚାଇଜି ଶନିବାର ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣରଙ୍କ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡର କେନ୍ ୱିଲିୟମସନଙ୍କଠୁ ଟିମର କ୍ୟାପଟେନ୍ ଭାର ପ୍ରଦାନ କରିଛି । ୱିଲିୟମସନ୍ ଏବେ ବାକି ମ୍ୟାଚ୍ ଗୁଡ଼ିକରେ ହାଇଦ୍ରାବାଦ ଟିମର ନେତୃତ୍ୱ ନେବେ ।

ୱାର୍ଣ୍ଣରଙ୍କ ନେତୃତ୍ୱରେ ହାଇଦ୍ରାବାଦ ଚଳିତ ସଂସ୍କରଣରେ ୬ଟିରୁ ୫ଟି ମ୍ୟାଚରେ ପରାସ୍ତ ହୋଇଥିବା ବେଳେ ମାତ୍ର ଗୋଟିଏରେ ବିଜୟୀ ହୋଇଛି । ଏପରିକି ବ୍ୟାଟ୍ସମ୍ୟାନ୍ ଭାବେ ସେ ଫର୍ମରେ ମଧ୍ୟ ନାହାନ୍ତି । ସନରାଇଜର୍ସ ଆଜି ଏକ ବିଜ୍ଞପ୍ତି ଜାରି କହିଛି ଯେ, ସନରାଇଜର୍ସ ହାଇଦ୍ରାବାଦ ଘୋଷଣା କରୁଛି ଯେ କାଲିର ମ୍ୟାଚ୍ ଏବଂ ଆଇପିଏଲର ବାକି ମ୍ୟାଚରେ କେନ୍ ୱିଲିୟମସନ୍ କ୍ୟାପଟେନ୍ ହେବେ ।

ଟିମ୍ ମ୍ୟାନେଜମେଣ୍ଟ ଆହୁରି କହିଛି ଯେ ‘ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ବିଦେଶୀ ଖେଳାଳିଙ୍କ ସଂଯୋଜନରେ ମଧ୍ୟ ପରିବର୍ତ୍ତନ କରାଯିବ । ଆମ ପାଇଁ ଏହି ନିଷ୍ପତ୍ତି ନେବା ସହଜ ନଥିଲା, କାରଣ ଟିମ୍ ମ୍ୟାନେଜମେଣ୍ଟ ୱାର୍ଣ୍ଣରଙ୍କୁ ଖୁବ୍ ସମ୍ମାନ କରେ । ଆଶା କରୁଛୁ ଯେ ବାକି ମ୍ୟାଚରେ ସେ ନିଶ୍ଚୟ ଭଲ ପ୍ରଦର୍ଶନ କରିବେ ।’ ୱିଲିୟମସନ୍ ଏହା ପୂର୍ବରୁ ୨୦୧୮ ଓ ୨୦୧୯ରେ ସନରାଇଜର୍ସ ହାଇଦ୍ରାବାଦ ଟିମର ନେତୃତ୍ୱ ନେଇ ସାରିଛନ୍ତି ।

ଆଇପିଏଲ ସିଜନ୍ ଅଧାରୁ କ୍ୟାପଟେନଙ୍କୁ ହଟାଇବା ପ୍ରଥମ ଘଟଣା ନୁହେଁ । ଗତ ବର୍ଷ ୟୁଏଇରେ ଆୟୋଜିତ ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସର କ୍ୟାପଟେନ୍ ଦିନେଶ କାର୍ତ୍ତିକ କ୍ୟାପଟେନ୍ ପଦ ଛାଡ଼ିଥିଲେ । ତାଙ୍କ ସ୍ଥାନରେ ଇଆନ୍ ମୋର୍ଗାନ୍ କ୍ୟାପଟେନ୍ ହୋଇଥିଲେ । ଏହା ପୂର୍ବରୁ ୨୦୧୪ରେ ଶିଖର ଧୱନଙ୍କୁ ହଟାଇ ସନରାଇଜର୍ସ ହାଇଦ୍ରାବାଦ ଡାରେନ ସାମିଙ୍କୁ କ୍ୟାପଟେନ୍ ପଦ ଦେଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story