ଝିଅର ନାଁ କ'ଣ ରଖିଲେ ରୋହିତ ଶର୍ମା?

ମୁମ୍ବାଇ: ସଦ୍ୟ କନ୍ୟା ସନ୍ତାନର ବାପା ହୋଇଥିବା କ୍ରିକେଟ୍‌ ଷ୍ଟାର୍‌ ରୋହିତ ଶର୍ମା ଆଜି ଝିଅର ନାମ ଘୋଷଣା କରିଛନ୍ତି। ଟ୍ୱିଟର ଯୋଗେ ଏହି ଘୋଷଣା କରି ସେ ଝିଅର ନାମ ସମାୟରା ରଖିଥିବା ବିଷୟରେ କହିଛନ୍ତି। I spent last nightOn the last flight to you ❤️ Took a whole day up Trying to get way up Baby Samaira ❤️https://t.co/xR2fjlvwOr This video never fails to […]

daughter

daughter

Subrat Kumar Nayak
  • Published: Sunday, 06 January 2019
  • Updated: 06 January 2019, 05:54 PM IST

ମୁମ୍ବାଇ: ସଦ୍ୟ କନ୍ୟା ସନ୍ତାନର ବାପା ହୋଇଥିବା କ୍ରିକେଟ୍‌ ଷ୍ଟାର୍‌ ରୋହିତ ଶର୍ମା ଆଜି ଝିଅର ନାମ ଘୋଷଣା କରିଛନ୍ତି। ଟ୍ୱିଟର ଯୋଗେ ଏହି ଘୋଷଣା କରି ସେ ଝିଅର ନାମ ସମାୟରା ରଖିଥିବା ବିଷୟରେ କହିଛନ୍ତି।
https://twitter.com/ImRo45/status/1081800286232924160
ସେ ପତ୍ନୀ ରିତିକା ସଜ୍‌ଦେଙ୍କ ଏବଂ ଝିଅ ସହିତ ଏକ ଟ୍ୱିଟ୍‌ କରି ଝିଅ ବିଷୟରେ ଲେଖିଛନ୍ତି। ଏହି ଅବସରରେ ସେ ଝିଅ ପ୍ରତି ତାଙ୍କର ଅଜସ୍ର ଭଲପାଇବା ଏବଂ ତା’ର ଜନ୍ମ ନେବାର ଖୁସିକୁ ବ୍ୟକ୍ତ କରିବା ସହିତ ସେ ଆଡମ୍‌ ଲେଭିନ୍‌ଙ୍କ ଏକ ଗୀତ ‘ଗାର୍ଲସ ଲାଇକ୍‌ ୟୁ’ର ଭିଡିଓ ମଧ୍ୟ ଶେୟାର କରିଛନ୍ତି।

ସୂଚନାଯୋଗ୍ୟଯେ, ଝିଅ ଜନ୍ମର ଖବର ପାଇ ସେ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟ ନଖେଳି ମୁମ୍ବାଇ ଚାଲିଆସିଥିଲେ। ସେ ଜାନୁଆରୀ ୧୨ରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ୍‌ରେ ଖେଳିବାପାଇଁ ୮ ତାରିଖରେ ଦଳରେ ଯୋଗ ଦେବେ। ଏହା ପୂର୍ବରୁ ନୂତନ ବର୍ଷର ଅଭିନନ୍ଦନ ଜଣାଇ ଝିଅର ଏକ ହୃଦୟ ଛୁଆଁ ଫଟୋ ଟ୍ୱିଟ୍‌ କରିଥିଲେ ଯାହାକି ଖୁବ୍‌ ଭାଇରାଲ ହୋଇଥିଲା।

https://twitter.com/ImRo45/status/1080828635357929472

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story