ରାଜସ୍ଥାନ ପାଇଁ କର ବା ମର ସ୍ଥିତି: ମ୍ୟାଚ୍‌ ହାରିଲେ ପ୍ଲେଅଫ୍‌ ସ୍ୱପ୍ନ ଅଧା ରହିଯିବ

ଟସ୍‌ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତ୍ତି। ଜୟପୁର ସୱାଇ ମାନସିଂ ଷ୍ଟାଡ଼ିୟମରେ ଆଇପିଏଲର ୪୩ ମ୍ୟାଚ୍‌ ଖେଳାଯାଉଛି। ଯେଉଁଠି ସାମ୍ନାସାମ୍ନି ହୋଇଛନ୍ତି ଚେନ୍ନାଇ ଓ ରାଜସ୍ଥାନ। ରାଜସ୍ଥାନ ପାଇଁ ଆଜିର ମ୍ୟାଚ୍‌ କର ବା ମର ସ୍ଥିତି ସୃଷ୍ଟି କରିଛି। ଯଦି ଆଜିର ମ୍ୟାଚ୍ ହାରୁଛି ତେବେ ରାଜସ୍ଥାନର ପ୍ଲେଅଫ୍‌ ସ୍ୱପ୍ନ ଅଧାରେ ରହିଯିବ। ରାଜସ୍ଥାନ ୧୦ଟି ମ୍ୟାଚ୍‌ରୁ ଏପର୍ଯ୍ୟନ୍ତ ୪ଟିରେ ଜିତି ୮ ଅଙ୍କ ସହ ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନରେ ରହିଛି। ତେଣୁ ପ୍ଲେ […]

IPL-RR-vs-CSK-top-image-00-866x487

Rakesh Mallick
  • Published: Friday, 11 May 2018
  • , Updated: 11 May 2018, 08:05 PM IST

ଟସ୍‌ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତ୍ତି। ଜୟପୁର ସୱାଇ ମାନସିଂ ଷ୍ଟାଡ଼ିୟମରେ ଆଇପିଏଲର ୪୩ ମ୍ୟାଚ୍‌ ଖେଳାଯାଉଛି। ଯେଉଁଠି ସାମ୍ନାସାମ୍ନି ହୋଇଛନ୍ତି ଚେନ୍ନାଇ ଓ ରାଜସ୍ଥାନ। ରାଜସ୍ଥାନ ପାଇଁ ଆଜିର ମ୍ୟାଚ୍‌ କର ବା ମର ସ୍ଥିତି ସୃଷ୍ଟି କରିଛି। ଯଦି ଆଜିର ମ୍ୟାଚ୍ ହାରୁଛି ତେବେ ରାଜସ୍ଥାନର ପ୍ଲେଅଫ୍‌ ସ୍ୱପ୍ନ ଅଧାରେ ରହିଯିବ। ରାଜସ୍ଥାନ ୧୦ଟି ମ୍ୟାଚ୍‌ରୁ ଏପର୍ଯ୍ୟନ୍ତ ୪ଟିରେ ଜିତି ୮ ଅଙ୍କ ସହ ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନରେ ରହିଛି। ତେଣୁ ପ୍ଲେ ଅଫ୍‌ ଖେଳିବା ପାଇଁ ରାଜସ୍ଥାନକୁ ବାକି ସମସ୍ତ ମ୍ୟାଚ୍‌ ଜିତିବାକୁ ହେବ। ଅନ୍ୟପଟେ ଚେନ୍ନାଇ ଆଜିର ମ୍ୟାଚ୍ ଜିତି ପ୍ଲେଅଫ୍‌ ପାଇଁ ନିଜ ସ୍ଥାନ ପକ୍କା କରିବାକୁ ଚାହିଁବ। ଚେନ୍ନାଇ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ୍‌ରୁ ୭ଟିରେ ଜିତି ୧୪ ଅଙ୍କ ସହ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି।

Related story