ଡିସେମ୍ବରରେ ବିବାହ ବନ୍ଧନରେ ଆବଦ୍ଧ ହେବେ ୟୁବରାଜ ଓ ହିଜଲ

ମୁମ୍ବାଇ: ୟୁବରାଜ ସିଂହ ଓ ହିଜଲ କିଚ୍‌ ଆସନ୍ତା ଡିସେମ୍ବର ମାସରେ ବିବାହ ବନ୍ଧନରେ ଆବନ୍ଧ ହେବାକୁ ଯାଉଛନ୍ତି। ଏହି ବିବାହ ସମ୍ପର୍କରେ ବିଶେଷ କିଛି ଜଣାପଡି ନ ଥିଲେ ମଧ୍ୟ ବିବାହରର କାର୍ଡ ସାମନ୍ନାକୁ ଆସିଛି। କାର୍ଡରେ ୟୁବରାଜ ଓ ହିଜଲଙ୍କ ଫଟୋ ଛପା ଯାଇଛି। ଟାଇମ ଅଫ୍‌ ଇଣ୍ଡିଆର ଖବର ଅନୁଯାୟୀ ୩୦ ନଭେମ୍ବରକୁ ଚଣ୍ଡିଗଡ଼ର ଗୁରୁଦ୍ୱାରାରେ ଉଭୟ ବିବାହ କରିବେ। ଡିସେମ୍ବର ୨ରେ ଗୋଆରେ ପାରମ୍ପରିକ ରୀତିରେ ବିବାହ ହେବ। ବିବାହରେ ମୁମ୍ବାଇ […]

yuvraj_

Rakesh Mallick
  • Published: Sunday, 06 November 2016
  • , Updated: 06 November 2016, 04:08 PM IST

ମୁମ୍ବାଇ: ୟୁବରାଜ ସିଂହ ଓ ହିଜଲ କିଚ୍‌ ଆସନ୍ତା ଡିସେମ୍ବର ମାସରେ ବିବାହ ବନ୍ଧନରେ ଆବନ୍ଧ ହେବାକୁ ଯାଉଛନ୍ତି। ଏହି ବିବାହ ସମ୍ପର୍କରେ ବିଶେଷ କିଛି ଜଣାପଡି ନ ଥିଲେ ମଧ୍ୟ ବିବାହରର କାର୍ଡ ସାମନ୍ନାକୁ ଆସିଛି। କାର୍ଡରେ ୟୁବରାଜ ଓ ହିଜଲଙ୍କ ଫଟୋ ଛପା ଯାଇଛି।

ଟାଇମ ଅଫ୍‌ ଇଣ୍ଡିଆର ଖବର ଅନୁଯାୟୀ ୩୦ ନଭେମ୍ବରକୁ ଚଣ୍ଡିଗଡ଼ର ଗୁରୁଦ୍ୱାରାରେ ଉଭୟ ବିବାହ କରିବେ। ଡିସେମ୍ବର ୨ରେ ଗୋଆରେ ପାରମ୍ପରିକ ରୀତିରେ ବିବାହ ହେବ। ବିବାହରେ ମୁମ୍ବାଇ କିଛି ନିକଟ ବନ୍ଧୁ ସାମିଲ ହେବେ। ୫ ଡିସେମ୍ବର ସଙ୍ଗୀତ ଓ ୭ ଡିସେମ୍ବରରେ ରିସେପ୍‌ସନ୍‌ ହେବ।

ସଙ୍ଗୀତ ଦିଲ୍ଲୀ ଛତରପୁରର ଫାର୍ମ ହାଉସରେ ହେବାକୁ ଥିବା ବେଳେ ରିସେପସନ୍‌ ଦିଲ୍ଲୀର ଏକ ହୋଟେଲରେ ହେବ।

Related story