ଆଇସିସି ଟି-୨୦ ରାଙ୍କିଙ୍ଗ: ୮୮ଟି ସ୍ଥାନ ଉଠିଲେ ଦୀପକ ଚହର, ଫିଞ୍ଚ ଓ ମାଲାନଙ୍କ ପଦୋନ୍ନତି

ଦୁବାଇ: ବାଂଲାଦେଶ ବିପକ୍ଷରେ ରେକର୍ଡ ଭଙ୍ଗା ବୋଲିଂ ବଳରେ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଦୀପକ ଚହରଙ୍କୁ ବଡ଼ ସଫଳତା ମିଳିଛି। ସେ ଆଇସିସି ଟି-୨୦ ରାଙ୍କିଙ୍ଗର ୮୮ଟି ସ୍ଥାନ ଉଠି ସିଧା ୪୨ ତମ ରାଙ୍କରେ ପହଞ୍ଚି ଯାଇଛନ୍ତି। ବାଂଲାଦେଶ ବିପକ୍ଷରେ ସେ ୭ ରନ୍‌ ଦେଇ ୬ଟି ୱିକେଟ ଦଖଲ କରିବା ପରେ ଏହି ସଫଳତା ପାଇଛନ୍ତି। ତେବେ ଟି-୨୦ ରାଙ୍କିର ଟପ୍‌ ୧୦ରେ ସ୍ପିନରଙ୍କ ଦବଦବା ରହିଛି। ଟପ୍‌ ୫ରେ ଥିବା ସମସ୍ତ […]

w

w

Hemant Lenka
  • Published: Monday, 11 November 2019
  • Updated: 11 November 2019, 05:20 PM IST

Sports

Latest News

ଦୁବାଇ: ବାଂଲାଦେଶ ବିପକ୍ଷରେ ରେକର୍ଡ ଭଙ୍ଗା ବୋଲିଂ ବଳରେ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଦୀପକ ଚହରଙ୍କୁ ବଡ଼ ସଫଳତା ମିଳିଛି। ସେ ଆଇସିସି ଟି-୨୦ ରାଙ୍କିଙ୍ଗର ୮୮ଟି ସ୍ଥାନ ଉଠି ସିଧା ୪୨ ତମ ରାଙ୍କରେ ପହଞ୍ଚି ଯାଇଛନ୍ତି। ବାଂଲାଦେଶ ବିପକ୍ଷରେ ସେ ୭ ରନ୍‌ ଦେଇ ୬ଟି ୱିକେଟ ଦଖଲ କରିବା ପରେ ଏହି ସଫଳତା ପାଇଛନ୍ତି।

ତେବେ ଟି-୨୦ ରାଙ୍କିର ଟପ୍‌ ୧୦ରେ ସ୍ପିନରଙ୍କ ଦବଦବା ରହିଛି। ଟପ୍‌ ୫ରେ ଥିବା ସମସ୍ତ ଖେଳାଳି ସ୍ପିନର ହୋଇଥିବା ବେଳେ ୮ମ ସ୍ଥାନରେ ବି ଆଫଗାନିସ୍ତାନର ସ୍ପିନର ମୁଜିବୁର ରେହମାନ ରହିଛନ୍ତି। ପୂର୍ବଭଳି ୭୫୭ ପଏଣ୍ଟ ସହ ରସିଦ ଖାନ୍‌ ୧ ନଂ ସ୍ଥାନରେ ଥିବା ବେଳେ ନୂଆ ମୁହଁ ଭାବେ ନ୍ୟୁଜିଲ୍ୟାଣ୍ଡର ମିଚେଲ ସାଣ୍ଟନର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଟି-୨୦ ବୋଲିଂ ରାଙ୍କର ଟପ୍‌ ୧୦ରେ କୌଣସି ଭାରତୀୟ ବୋଲର ନାହାନ୍ତି।

ଟପ୍‌ ଟେନ୍‌ରେ ଦୁଇ ଦ୍ରୁତ ବୋଲର ଦକ୍ଷିଣ ଆଫ୍ରିକାର ଆଦିଲ ଫେଲଖୁୱା ୭ମ ସ୍ଥାନରେ ଓ ଇଂଲଣ୍ଡର କ୍ରିସ୍‌ ଜୋର୍ଡାନ ୧୦ମ ସ୍ଥାନରେ ରହିଛନ୍ତି। ଶ୍ରୀଲଙ୍କା ଓ ପାକିସ୍ତାନ ବିପକ୍ଷରେ ଦମଦାର ପ୍ରଦର୍ଶନ କରିବାରୁ ଅଷ୍ଟ୍ରେଲିଆର ସ୍ପିନ ବୋଲର ଅଷ୍ଟନ ଅଗର ୪୨ଟି ସ୍ଥାନ ଲମ୍ଫ ମାରି ଟପ୍‌ ୯ରେ ପହଞ୍ଚି ଯାଇଛନ୍ତି।

ଅନ୍ୟପକ୍ଷରେ ଆଜି ଆଇସିସି ଜାରି କରିଥିବା ତାଲିକା ଅନୁଯାୟୀ, ବ୍ୟାଟିଂ ରାଙ୍କିଙ୍ଗରେ ଏକାଧିକ ପରିବର୍ତ୍ତନ ହୋଇଛି। ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଞ୍ଚ ଏବେ ୮୦୭ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ପହଞ୍ଚିଯାଇଥିବା ବେଳେ ଇଂଲଣ୍ଡର ବିସ୍ଫୋରକ ବ୍ୟାଟସମ୍ୟାନ ଡି ମାଲାନ ତୃତୀୟ ସ୍ଥାନକୁ ପଦୋନ୍ନତି ପାଇଛନ୍ତି।

ପୂର୍ବରୁ ୯ ନଂ ସ୍ଥାନରେ ଥିବା କେଏଲ ରାହୁଲ ଗୋଟିଏ ସ୍ଥାନ ଲମ୍ଫ ମାରି ୮ମ ସ୍ଥାନରେ ପହଞ୍ଚିଛନ୍ତି। ଟପ୍‌ ଟେନ୍‌ରେ ଅନ୍ୟତମ ଭାରତୀୟ ବ୍ୟାଟସମ୍ୟାନ ଭାବେ ରୋହିତ ଶର୍ମା ୭ମ ସ୍ଥାନରେ ରହିଛନ୍ତି। ପୂର୍ବରୁ ଟପ୍‌ ଟେନ୍‌ରେ ଥିବା ବିରାଟ କୋହଲି ୧୫ତମ ସ୍ଥାନକୁ ଖସି ଯାଇଛନ୍ତି।

ତେବେ ଟପ୍‌ ୧ରେ ପାକିସ୍ତାନର ବାବର ଆଜମ ପୂର୍ବବତ ସୁଦୃଢ଼ ରହିଛନ୍ତି। ଟପ୍‌ ୧୦ରେ ନୂଆ ମୁହଁ ଭାବେ ଇଂଲଣ୍ଡ ଅଧିନରୟକ ଇଆନ ମୋର୍ଗାନ ୧୦ମ ସ୍ଥାନରେ ପହଞ୍ଚିଛନ୍ତି।

ଅଲରାଉଣ୍ଡ ତାଲିକାର ୧ ନଂ ସ୍ଥାନରେ ଥିବା ଗ୍ଲେନ ମ୍ୟାକ୍ସୱେଲ ୬ ମାସ ପାଇଁ କ୍ରିକେଟରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିବାରୁ ଏବେ ଆଫଗାନିସ୍ତାନର ମହମ୍ମଦ ନାବି ସେହି ସ୍ଥାନ ଦଖଲ କରି ନେଇଛନ୍ତି। ଓମାନର ଜୀସହାନ ମକସୁଦ ୧୧ତମ ସ୍ଥାନରୁ ଉଠି ୯ମ ସ୍ଥାନରେ ପହଞ୍ଚିଛନ୍ତି। ଟି-୨୦ ଅଲରାଉଣ୍ଡର ତାଲିକାର ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ କୌଣସି ଭାରତୀୟ ନାହାନ୍ତି।

ଟି-୨୦ ଟିମ୍‌ ତାଲିକାର ଏକ ନମ୍ବର ସ୍ଥାନରେ ପାକିସ୍ତାନ ରହିଛି। ଅଷ୍ଟ୍ରେଲିଆ କ୍ରମାଗତ ୮ଟି ଟି-୨୦ ମ୍ୟାଚ୍‌ ଜିତିଥିଲେ ହେଁ ପାକିସ୍ତାନ ଠାରୁ ମାତ୍ର ଗୋଟିଏ ପଏଣ୍ଟ ପଛରେ ରହିଛି। ପାକିସ୍ତାନ ପାଖରେ ୨୭୦ ପଏଣ୍ଟ ଥିବା ବେଳେ ଅଷ୍ଟ୍ରେଲିଆ ୨୬୯ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଇଂଲଣ୍ଡ ତୃତୀୟ, ଦକ୍ଷିଣ ଆଫ୍ରିକା ୪ର୍ଥ ଓ ଭାରତ ୫ମ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story