ଡେଭିସ୍‌ କପ୍‌: ପ୍ଲେ ଅଫ୍‌ରେ ପେସ୍‌-ବୋପାନ୍ନା

ଚଣ୍ଡିଗଡ଼: ଡେଭିସ କପ୍‌ ଏସିଆ/ଓସିଆନିଆ ଗ୍ରୁପ-୧ରେ ଶନିବାର ଦକ୍ଷିଣ କୋରିଆର ହୋଙ୍ଗ ଚୁଙ୍ଗ ଓ ୟୁସୋଙ୍ଗ ଚୁଙ୍ଗ ଯୋଡିଙ୍କୁ ପରାଜିତ କରି ପ୍ଲେ ଅଫ୍‌କୁ ଯାଇଛନ୍ତି ଭାରତର ଲିଆଣ୍ଡର ପେସ୍‌ ଓ ରୋହନ୍‌ ବୋପାନ୍ନା ଯୋଡି। ଚଣ୍ଡିଗଡ ଗ୍ରାସ କୋର୍ଟରେ ଖେଳାଯାଇଥିବା ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଭାରତର ଏହି ଯୋଡି କୋରିଆ ଯୋଡିଙ୍କୁ ସିଧା ସଳଖ ୬-୩,୬-୪,୬-୪ରେ ସେଟ୍‌ରେ ପରାସ୍ତ କରିଛନ୍ତି। ଏହାସହ ଭାରତ ୩-୦ରେ ଆଗୁଆ ରହିଛି। ଆସନ୍ତାକାଲି ସାକେତ ମିନେନୀ ଓ ରାମ୍‌କୁମାର ରାମନାଥନ୍‌ […]

TENNIS

TENNIS

Rakesh Mallick
  • Published: Saturday, 16 July 2016
  • Updated: 16 July 2016, 04:25 PM IST

Sports

Latest News

ଚଣ୍ଡିଗଡ଼: ଡେଭିସ କପ୍‌ ଏସିଆ/ଓସିଆନିଆ ଗ୍ରୁପ-୧ରେ ଶନିବାର ଦକ୍ଷିଣ କୋରିଆର ହୋଙ୍ଗ ଚୁଙ୍ଗ ଓ ୟୁସୋଙ୍ଗ ଚୁଙ୍ଗ ଯୋଡିଙ୍କୁ ପରାଜିତ କରି ପ୍ଲେ ଅଫ୍‌କୁ ଯାଇଛନ୍ତି ଭାରତର ଲିଆଣ୍ଡର ପେସ୍‌ ଓ ରୋହନ୍‌ ବୋପାନ୍ନା ଯୋଡି।

ଚଣ୍ଡିଗଡ ଗ୍ରାସ କୋର୍ଟରେ ଖେଳାଯାଇଥିବା ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଭାରତର ଏହି ଯୋଡି କୋରିଆ ଯୋଡିଙ୍କୁ ସିଧା ସଳଖ ୬-୩,୬-୪,୬-୪ରେ ସେଟ୍‌ରେ ପରାସ୍ତ କରିଛନ୍ତି। ଏହାସହ ଭାରତ ୩-୦ରେ ଆଗୁଆ ରହିଛି। ଆସନ୍ତାକାଲି ସାକେତ ମିନେନୀ ଓ ରାମ୍‌କୁମାର ରାମନାଥନ୍‌ ଏକକ ବର୍ଗରେ ସାମାନଙ୍କର ପ୍ରତିଦ୍ୱନ୍ଦ୍ୱୀକୁ ଭେଟିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story