ଭାଇରାଲ ହେଲା ଧୋନିଙ୍କ ଜନ୍ମଦିନର ଭିଡିଓ

<p>[vc_video link=&quot;&quot; align=&quot;center&quot;]</p> <p>ଗତକାଲି ମଦେନ୍ଦ୍ର ସିଂ ଧୋନିଙ୍କର ଥିଲା ଜନ୍ମଦିନ। 7ଜୁଲାଇରୁ ସେ 36ବର୍ଷରେ ପହଁଚିଲେ। ଏବେ ଧୋନିଙ୍କର ମ୍ୟାଚ ଚାଲିଥିବାରୁ ସେ ତାଙ୍କ ଜନ୍ମଦିନକୁ ଟିମ ମେମ୍ବରଙ୍କ ସହ ପାଳନ କରିଥିଲେ। ଟିମ ମେମ୍ବର ମାନେ ଏକଜୁଟ ହୋଇ ଧୋନିଙ୍କ ଜନ୍ମଦିନ ପାଳନ କରିଥିଲେ। ବେଶ ମଜାଦାର ଅନ୍ଦାଜରେ ଧୋନିଙ୍କ ଜନ୍ମଦିନ ପାଳନ କରାଯାଇଛି। ପ୍ରଥମେ କେକ୍&zwnj; କଟାଯାଇଥିଲା ପରେ ଟିମ ମେମ୍ବର ସେହି କେକ୍&zwnj;କୁ ଧୋନିଙ୍କ ମୁହଁରେ ଲଗାଇବେ ବୋଲି ସେ ଜାଣିଥିଲେ। ତେଣୁ କେକ୍ କାଟିବା ପରେ କେହି ତାଙ୍କ ମୁହଁରେ କେକ୍&zwnj; ଲଗାଇବା ପୂର୍ବରୁ ସେ ନିଜେ କେକ୍&zwnj; ଭିତରେ ମୁହଁ ପୁରାଇ ଦେଇଥିଲେ। ଏହି ପାର୍ଟିରେ ଟିମ୍&zwnj; ମେମ୍ବରଙ୍କ ବ୍ୟତୀତ ଧୋନିଙ୍କ ପତ୍ନୀ ସାକ୍ଷ୍ସୀ, ଯୁବରାଜ ଓ ଶିଖରଙ୍କ ପତ୍ନୀ ସମତେ ଅନ୍ୟ କ୍ରିକେଟର ମାନେ ଉପସ୍ଥିତ ଥିଲେ। ଏହି ସମୟରେ ରେକର୍ଡ ହୋଇଥିବା ଧୋନିଙ୍କର ଭିଡିଓ ସେୟାର ହେବାପରେ ଏବେ ସେସିଆଲ ମିଡିଆରେ ଭଇରାଲ ହେଉଛି।</p>

Ordigital Desk
  • Published: Saturday, 08 July 2017
  • Updated: 08 July 2017, 06:01 PM IST

Sports

Latest News

<p>[vc_video link=&quot;&quot; align=&quot;center&quot;]</p><p>ଗତକାଲି ମଦେନ୍ଦ୍ର ସିଂ ଧୋନିଙ୍କର ଥିଲା ଜନ୍ମଦିନ। 7ଜୁଲାଇରୁ ସେ 36ବର୍ଷରେ ପହଁଚିଲେ। ଏବେ ଧୋନିଙ୍କର ମ୍ୟାଚ ଚାଲିଥିବାରୁ ସେ ତାଙ୍କ ଜନ୍ମଦିନକୁ ଟିମ ମେମ୍ବରଙ୍କ ସହ ପାଳନ କରିଥିଲେ। ଟିମ ମେମ୍ବର ମାନେ ଏକଜୁଟ ହୋଇ ଧୋନିଙ୍କ ଜନ୍ମଦିନ ପାଳନ କରିଥିଲେ। ବେଶ ମଜାଦାର ଅନ୍ଦାଜରେ ଧୋନିଙ୍କ ଜନ୍ମଦିନ ପାଳନ କରାଯାଇଛି। ପ୍ରଥମେ କେକ୍&zwnj; କଟାଯାଇଥିଲା ପରେ ଟିମ ମେମ୍ବର ସେହି କେକ୍&zwnj;କୁ ଧୋନିଙ୍କ ମୁହଁରେ ଲଗାଇବେ ବୋଲି ସେ ଜାଣିଥିଲେ। ତେଣୁ କେକ୍ କାଟିବା ପରେ କେହି ତାଙ୍କ ମୁହଁରେ କେକ୍&zwnj; ଲଗାଇବା ପୂର୍ବରୁ ସେ ନିଜେ କେକ୍&zwnj; ଭିତରେ ମୁହଁ ପୁରାଇ ଦେଇଥିଲେ। ଏହି ପାର୍ଟିରେ ଟିମ୍&zwnj; ମେମ୍ବରଙ୍କ ବ୍ୟତୀତ ଧୋନିଙ୍କ ପତ୍ନୀ ସାକ୍ଷ୍ସୀ, ଯୁବରାଜ ଓ ଶିଖରଙ୍କ ପତ୍ନୀ ସମତେ ଅନ୍ୟ କ୍ରିକେଟର ମାନେ ଉପସ୍ଥିତ ଥିଲେ। ଏହି ସମୟରେ ରେକର୍ଡ ହୋଇଥିବା ଧୋନିଙ୍କର ଭିଡିଓ ସେୟାର ହେବାପରେ ଏବେ ସେସିଆଲ ମିଡିଆରେ ଭଇରାଲ ହେଉଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos