ରାଞ୍ଚି ଟେଷ୍ଟ ଦେଖିବେ ଧୋନି!

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ସହର ରାଞ୍ଚିରେ ଆସନ୍ତାକାଲିଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟେଷ୍ଟ ଆରମ୍ଭ ହେବ। ଏହି ମ୍ୟାଚ୍ ଦେଖିବା ଧୋନି ଷ୍ଟାଡିୟମ ପହଞ୍ଚିପାରନ୍ତି। ମିଳିଥିବା ଖବର ଅନୁଯାୟୀ, ଧୋନି ନିଜ ପିଲାଦିନର ସାଥୀ ଏବଂ ପୂର୍ବତନ ଝାରଖଣ୍ଡ କ୍ୟାପଟେନ୍ ମିହିର୍ ଦିବାକରଙ୍କ ସହ ଶନିବାର ସକାଳେ ମୁମ୍ବାଇରୁ ରାଞ୍ଚି ପହଞ୍ଚିପାରନ୍ତି। ସେଠାରେ ସେ ତୃତୀୟ ଟେଷ୍ଟର ପ୍ରଥମ ଦିବସ ଖେଳ ଦେଖିବେ। ଏପରିକି ଝାରଖଣ୍ଡ କ୍ରିକେଟ୍ […]

dhoni

dhoni

Ranjit Kumar Jena
  • Published: Friday, 18 October 2019
  • Updated: 18 October 2019, 07:09 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ସହର ରାଞ୍ଚିରେ ଆସନ୍ତାକାଲିଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟେଷ୍ଟ ଆରମ୍ଭ ହେବ। ଏହି ମ୍ୟାଚ୍ ଦେଖିବା ଧୋନି ଷ୍ଟାଡିୟମ ପହଞ୍ଚିପାରନ୍ତି। ମିଳିଥିବା ଖବର ଅନୁଯାୟୀ, ଧୋନି ନିଜ ପିଲାଦିନର ସାଥୀ ଏବଂ ପୂର୍ବତନ ଝାରଖଣ୍ଡ କ୍ୟାପଟେନ୍ ମିହିର୍ ଦିବାକରଙ୍କ ସହ ଶନିବାର ସକାଳେ ମୁମ୍ବାଇରୁ ରାଞ୍ଚି ପହଞ୍ଚିପାରନ୍ତି।

ସେଠାରେ ସେ ତୃତୀୟ ଟେଷ୍ଟର ପ୍ରଥମ ଦିବସ ଖେଳ ଦେଖିବେ। ଏପରିକି ଝାରଖଣ୍ଡ କ୍ରିକେଟ୍ ଆସୋସିଏସନ୍ (ଜେଏସସିଏ) ମଧ୍ୟ ଧୋନିଙ୍କୁ ମ୍ୟାଚ୍ ଦେଖିବା ପାଇଁ ନିମନ୍ତ୍ରଣ କରିଛି। ତେଣୁ ଧୋନି ମ୍ୟାଚ୍ ଦେଖିବାକୁ ଯାଉଛନ୍ତି କି ନାହଁ, ତାହା ଆସନ୍ତାକାଲି ଜଣାପଡ଼ିବ। ସୂଚନାଯୋଗ୍ୟ, ଇଂଲଣ୍ଡରେ ଆୟୋଜିତ ବିଶ୍ୱକପ୍ ପରଠାରୁ ଧୋନି କ୍ରିକେଟରୁ ଦୂରରେ ଅଛନ୍ତି। ଧୋନି ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତୀୟ ଟିମ୍ ସହ ଯାଇନଥିଲେ।

ଏପରିକି ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ୍ ପାଇଁ ମଧ୍ୟ ଧୋନି ଉପଲବ୍ଧ ରହିବେ ନାହିଁ ବୋଲି କହିଥିଲେ। ଆସନ୍ତାମାସରେ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରେ ମଧ୍ୟ ଧୋନି ଖେଳିବେ ନାହିଁ। ତେବେ ଡିସେମ୍ବରରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ବେଳକୁ ଧୋନି ଜାତୀୟ ଦଳକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story