ସବୁଠାରୁ ଅଧିକ ମ୍ୟାଚ୍‌ରେ କ୍ୟାପ୍ଟେନଶିପ କରିବାରେ ଧୋନି ବିଶ୍ୱରେ ନମ୍ବର ୧

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଯୁଗର ଅନ୍ତ ଘଟିଛି। ଅନ୍ତର୍ଜାତୀୟ କ୍ରିକେଟକୁ ମାହି ଅଲବିଦା କହିଛନ୍ତି। ତେବେ ଧୋନିଙ୍କ ନେତୃତ୍ୱରେ ଭାରତ ଅନେକ ସଫଳତା ପାଇଛି। ଧୋନି ବିଶ୍ୱର ଏକମାତ୍ର ଅଧିନାୟକ ଯିଏ ଆଇସିସିର ୩ଟି ଯାକ ଟ୍ରଫି ଜିତିଛନ୍ତି। ଅନେକ ଘଟଣାରେ ଧୋନି ଶ୍ରେଷ୍ଠ ବୋଲି ପ୍ରମାଣିତ ହୋଇଛି। ଅବସର ନେଇଥିଲେ ହେଁ ଧୋନି ବିଶ୍ୱର ଏକମାତ୍ର ଅଧିନାୟକ ଯିଏ ସବୁ ଠାରୁ ଅଧିକ ମ୍ୟାଚ୍‌ରେ କ୍ୟାପ୍ଟେନଶିପ କରିଛନ୍ତି। ଆଜି ଯାଏ ତାଙ୍କ ରେକର୍ଡ କେହି ବି […]

d

d

Hemant Lenka
  • Published: Sunday, 16 August 2020
  • Updated: 16 August 2020, 04:52 PM IST

Sports

Latest News

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଯୁଗର ଅନ୍ତ ଘଟିଛି। ଅନ୍ତର୍ଜାତୀୟ କ୍ରିକେଟକୁ ମାହି ଅଲବିଦା କହିଛନ୍ତି। ତେବେ ଧୋନିଙ୍କ ନେତୃତ୍ୱରେ ଭାରତ ଅନେକ ସଫଳତା ପାଇଛି। ଧୋନି ବିଶ୍ୱର ଏକମାତ୍ର ଅଧିନାୟକ ଯିଏ ଆଇସିସିର ୩ଟି ଯାକ ଟ୍ରଫି ଜିତିଛନ୍ତି।

ଅନେକ ଘଟଣାରେ ଧୋନି ଶ୍ରେଷ୍ଠ ବୋଲି ପ୍ରମାଣିତ ହୋଇଛି। ଅବସର ନେଇଥିଲେ ହେଁ ଧୋନି ବିଶ୍ୱର ଏକମାତ୍ର ଅଧିନାୟକ ଯିଏ ସବୁ ଠାରୁ ଅଧିକ ମ୍ୟାଚ୍‌ରେ କ୍ୟାପ୍ଟେନଶିପ କରିଛନ୍ତି। ଆଜି ଯାଏ ତାଙ୍କ ରେକର୍ଡ କେହି ବି ଭାଙ୍ଗି ନାହାନ୍ତି। ଧୋନି ଟେଷ୍ଟ, ଦିନିକିଆ ଓ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ମିଳିତ ଭାବେ ସବୁଠାରୁ ଅଧିକ ଥର କ୍ୟାପ୍ଟେନଶିପ କରିଛନ୍ତି।

ଧୋନି ଏହି ୩ଟି ଯାକ ଫର୍ମାଟର ୩୩୨ଟି ମ୍ୟାଚ୍‌ରେ ଅଧିନାୟିକତ୍ୱ କରିଛନ୍ତି। ଏଥିରେ ବିଜୟ ପ୍ରତିଶତ ୫୩.୬୧ ରହିଛି। ଧୋନି ଅଧିନାୟକ ଭାବେ ମୋଟ ୧୭୮ଟି ମ୍ୟାଚ ଜିତିଥିବା ବେଳେ ୧୨୦ଟି ମ୍ୟାଚ୍‌ରେ ହାରିଛନ୍ତି ଓ ୬ଟି ମ୍ୟାଚ୍‌ ଟାଏ ରହିଛି।

ଧୋନିଙ୍କ ପରେ ସବୁଠାରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍‌ରେ କ୍ୟାପ୍ଟେନିଶକ କରିଥିବା ତାଲିକାରେ ରିକି ପଣ୍ଟିଂ ରହିଛନ୍ତି। ପଣ୍ଟିଂ ୩୨୪ଟି ମ୍ୟାଚ୍‌ରେ କ୍ୟାପ୍ଟେନଶିପ କରିଛନ୍ତି।

ଅଧିନାୟକ ଭାବେ ଧୋନି ୬୦ଟି ଟେଷ୍ଟରୁ ୨୭ଟିରେ ଜିତିଛନ୍ତି, ୧୮ଟିରେ ହାରିଛନ୍ତି ଓ ୬ଟି ମ୍ୟାଚ୍‌ ଡ୍ର ହୋଇଛି। ୨୦୦ ଦିନିକିଆରୁ ୧୦୦ଟିରେ ଧୋନିଙ୍କ ନେତୃତ୍ୱରେ ଭାରତ ଜିତିଥିବା ବେଳେ ୭୪ଟିରେ ହାରିଛି। ସେହିପରି ୫ଟି ମ୍ୟାଚ୍‌ ଟାଏ ଓ ୧୧ଟି ମ୍ୟାଚ୍‌ ବାତିଲ ହୋଇଛି।

୭୨ଟି ଟି-୨୦ରୁ ଭାରତ ୪୧ଟି ମ୍ୟାଚ୍‌ ଜିତିଛି, ୨୮ଟିରେ ହାରିଛି, ୧ ଟାଏ ଓ ୨ଟି ମ୍ୟାଚ୍‌ ବାତିଲ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story