ଧୋନିଙ୍କ ଫାର୍ମ ହାଉସରେ ଟିମ୍ ଇଣ୍ଡିଆର ଡିନର୍ ପାର୍ଟି

ରାଞ୍ଚି: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ତୃତୀୟ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆର ଖେଳାଳିମାନେ ରାଞ୍ଚିରେ ପହଞ୍ଚି ଜୋରଦାର ଅଭ୍ୟାସ ଆରମ୍ଭ କରିଛନ୍ତି। ମ୍ୟାଚ୍ ପୂର୍ବରୁ ମହେନ୍ଦ୍ର ସିଂହ ଧୋନି ସାଥୀ ଖେଳାଳିଙ୍କୁ ବୁଧବାର ନିଜର ଫାର୍ମ ହାଉସରେ ଡିନର୍ ପାର୍ଟି ପାଇଁ ନିମନ୍ତ୍ରଣ ଦେଇଥିଲେ। ଏହି ପାର୍ଟିରେ ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମାଙ୍କ ସମେତ ଟିମର ସବୁ ଖେଳାଳି ଉପସ୍ଥିତ ଥିଲେ। ଏହି ପାର୍ଟି ସମୟର ଏକ ଫଟୋ କୋହଲି ନିଜ ଟ୍ୱିଟର ଆକାଉଣ୍ଟରେ […]

hh

hh

Hemant Lenka
  • Published: Thursday, 07 March 2019
  • Updated: 07 March 2019, 10:01 PM IST

Sports

Latest News

ରାଞ୍ଚି: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ତୃତୀୟ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆର ଖେଳାଳିମାନେ ରାଞ୍ଚିରେ ପହଞ୍ଚି ଜୋରଦାର ଅଭ୍ୟାସ ଆରମ୍ଭ କରିଛନ୍ତି। ମ୍ୟାଚ୍ ପୂର୍ବରୁ ମହେନ୍ଦ୍ର ସିଂହ ଧୋନି ସାଥୀ ଖେଳାଳିଙ୍କୁ ବୁଧବାର ନିଜର ଫାର୍ମ ହାଉସରେ ଡିନର୍ ପାର୍ଟି ପାଇଁ ନିମନ୍ତ୍ରଣ ଦେଇଥିଲେ।

ଏହି ପାର୍ଟିରେ ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମାଙ୍କ ସମେତ ଟିମର ସବୁ ଖେଳାଳି ଉପସ୍ଥିତ ଥିଲେ। ଏହି ପାର୍ଟି ସମୟର ଏକ ଫଟୋ କୋହଲି ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି, ଯେଉଁଥିରେ ୟୁଜବେନ୍ଦ୍ର ଚହଲ୍, କୁଲଦୀପ ଯାଦବ, ରିଷଭ ପନ୍ତ ଏବଂ ଧୋନି ନଜର ଆସୁଛନ୍ତି।

ଏହାଛଡ଼ା ଚହଲ୍ ମଧ୍ୟ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଟିମର ସାଥୀ ଖେଳାଳି ଏବଂ କୋଚ୍ ରବି ଶାସ୍ତ୍ରୀ, ଭରତ ଅରୁଣ ଉପସ୍ଥିତ ଥିଲେ । ଚହଲ୍ ଏହି ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ଥ୍ୟାଙ୍କ ୟୁ ମାହି ଭାଇ ଏବଂ ସାକ୍ଷୀ ଭାଭି ।

ସୂଚନାଯୋଗ୍ୟ, ଭାରତୀୟ ଟିମ୍ ବୁଧବାର ରାଞ୍ଚି ପହଞ୍ଚିଥିଲା। ଏୟାରପୋର୍ଟରେ ପ୍ରଶଂସକମାନେ ଧୋନିଙ୍କ ଟିକିଏ ଝଲକ ପାଇବା ପାଇଁ ପ୍ରବଳ ଭିଡ଼ ଜମାଇଥିଲେ। ଧୋନି ମଧ୍ୟ ବୁଧବାର କେଦାର ଯାଦବ ଓ ପନ୍ତଙ୍କ ସହ ନିଜ କାର୍ ନେଇ ବୁଲିବାକୁ ବାହାରି ପଡ଼ିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story