ହାରାରେ ପୋଲିସ କର୍ମଚାରୀଙ୍କ ବାଇକ୍‌ ଚଲାଇଲେ ଧୋନି

ହାରାରେ: ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଜିମ୍ବାୱେ ଗସ୍ତରେ ଥିବା ଟିମ୍‌ ଇଣ୍ଡିଆର ଅଧିନାୟକ ମହିନ୍ଦ୍ର ସିଂହ ଧୋନି। ସେ କୌଣସି ମ୍ୟାଚ୍‌ରେ ଭଲ ସ୍କୋର କି ୱିକେଟ ଇତ୍ୟାଦି ନେଇ ଚର୍ଚ୍ଚା ବଦଳରେ ବାଇକ୍‌ ସୋଉକ୍‌ ଯୋଗୁଁ ଚର୍ଚ୍ଚାର ପରସରକୁ ଆସିଛନ୍ତି। ଆଜି ଜଣେ ହାରାରେ ପୋଲିସ କର୍ମଚାରୀଙ୍କ ବାଇକ୍‌ ଚଲାଉଥିବାର ଫଟୋ ସୋସିଆଲ୍‌ରେ ମିଡିଆରେ ପୋଷ୍ଟ କରିଛନ୍ତି ଧୋନି। ଏହାସହ ସେ ବାଇକ୍‌ ବିଷୟରେ ବିଭିନ୍ନ ତଥ୍ୟ ପଚାରି ବୁଝୁଥିବା ଦେଖିବାକୁ ମିଳିଛି। ଜାତୀୟ […]

dhoni-ride-poleceman-bike

dhoni-ride-poleceman-bike

Rakesh Mallick
  • Published: Tuesday, 14 June 2016
  • Updated: 14 June 2016, 06:17 PM IST

Sports

Latest News

ହାରାରେ: ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଜିମ୍ବାୱେ ଗସ୍ତରେ ଥିବା ଟିମ୍‌ ଇଣ୍ଡିଆର ଅଧିନାୟକ ମହିନ୍ଦ୍ର ସିଂହ ଧୋନି। ସେ କୌଣସି ମ୍ୟାଚ୍‌ରେ ଭଲ ସ୍କୋର କି ୱିକେଟ ଇତ୍ୟାଦି ନେଇ ଚର୍ଚ୍ଚା ବଦଳରେ ବାଇକ୍‌ ସୋଉକ୍‌ ଯୋଗୁଁ ଚର୍ଚ୍ଚାର ପରସରକୁ ଆସିଛନ୍ତି। ଆଜି ଜଣେ ହାରାରେ ପୋଲିସ କର୍ମଚାରୀଙ୍କ ବାଇକ୍‌ ଚଲାଉଥିବାର ଫଟୋ ସୋସିଆଲ୍‌ରେ ମିଡିଆରେ ପୋଷ୍ଟ କରିଛନ୍ତି ଧୋନି। ଏହାସହ ସେ ବାଇକ୍‌ ବିଷୟରେ ବିଭିନ୍ନ ତଥ୍ୟ ପଚାରି ବୁଝୁଥିବା ଦେଖିବାକୁ ମିଳିଛି। ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।

ଧୋନି ୨୦ରୁ ଅଧିକ ସୁପର ବାଇକ୍‌ କିଣି ନିଜ ପାଖରେ ରଖିଛନ୍ତି। ସେଗୁଡିକ ମଧ୍ୟରେ Hellcat X132, Ducati 1098, Kawasaki Ninja ZX14R, Harley Davidson Fatboy, and Yamaha YZF600 Thundercat ପରି ସୁପର ବାଇକ୍‌ ରହିଛି। ସେ ଜଣେ ବାଇକ୍‌ ପ୍ରେମୀ ଭାବେ ଭାରତୀୟ କ୍ରିକେଟ ଜଗତରେ ବେଶ୍ ଜଣାଶୁଣା।

ପୂର୍ବରୁ ଏମ୍‌ଏସ୍‌ ଧୋନି ଓ ତାଙ୍କ ପତ୍ନୀ ସାକ୍ଷି ଧୋନି ଏକତ୍ର ମିଶି କିଛି ସୁପରବାଇକ୍‌ ସହ କିଛି ଫଟୋ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିଲେ। ପୂର୍ବରୁ ଟେଷ୍ଟ ଅଧିନାୟକ ବିରାଟ କୋହଲି ଅଡି ଫୋରହ୍ୱିଲର କିଣିବା ନେଇ ଚର୍ଚ୍ଚାକୁ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story