ଦୁବାଇରେ ପରିବା ବିକ୍ରି କରିବେ ଧୋନି

ଦୁବାଇ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପୁଣିଥରେ ଚର୍ଚ୍ଚାରେ। ୨୦୨୦ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲିବିଦା କହିଥିବା ଧୋନି ଏବେ ନିଜର ପରିବା ଓ ଫଳ ଚାଷକୁ ନେଇ ଗଣମାଧ୍ୟମରେ ହଇଚଇ ସୃଷ୍ଟି କରିଛନ୍ତି। କ୍ରିକେଟକୁ ଅଲବିଦା କହିବା ପରେ ସେ ରାଞ୍ଚିରେ ଥିବା ତାଙ୍କ ୪୩ ଏକ ଫାର୍ମ ହାଉସର ୧୦ ଏକର ଜମିରେ ବିଭିନ୍ନ ପ୍ରକାରର ପରିବା ଓ ଫଳ ଚାଷ ଆରମ୍ଭ କରିଥିଲେ। ଏବେ ଏହି […]

fs

fs

Hemant Lenka
  • Published: Monday, 04 January 2021
  • Updated: 04 January 2021, 04:48 PM IST

Sports

Latest News

ଦୁବାଇ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପୁଣିଥରେ ଚର୍ଚ୍ଚାରେ। ୨୦୨୦ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲିବିଦା କହିଥିବା ଧୋନି ଏବେ ନିଜର ପରିବା ଓ ଫଳ ଚାଷକୁ ନେଇ ଗଣମାଧ୍ୟମରେ ହଇଚଇ ସୃଷ୍ଟି କରିଛନ୍ତି।

କ୍ରିକେଟକୁ ଅଲବିଦା କହିବା ପରେ ସେ ରାଞ୍ଚିରେ ଥିବା ତାଙ୍କ ୪୩ ଏକ ଫାର୍ମ ହାଉସର ୧୦ ଏକର ଜମିରେ ବିଭିନ୍ନ ପ୍ରକାରର ପରିବା ଓ ଫଳ ଚାଷ ଆରମ୍ଭ କରିଥିଲେ। ଏବେ ଏହି ଫଳ ଓ ପରିବାକୁ ମାହି ଦୁବାଇ ରପ୍ତାନୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ସେଠାକାର ମାର୍କେଟ ଡିଲରଙ୍କ ସହ କଥାବାର୍ତ୍ତା ଶେଷ ହୋଇଛି। ଖୁବଶୀଘ୍ର ଧୋନିଙ୍କ ପରିବାର ଓ ଫଳ ସେଠାରେ ବିକ୍ରି ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ଧୋନି ତାଙ୍କ ୧୦ ଏକର ଜମିରେ ଜୈବିକ ପଦ୍ଧତିରେ ଏକାଧିକ କିସମର ଫଳ ଓ ପନିପରିବାର ଚାଷ କରିଛନ୍ତି। ଏଗୁଡ଼ିକ ମଧ୍ୟରେ ପତର କୋବି, ଟମାଟୋ, ଷ୍ଟ୍ରବେରୀ ଓ ଗ୍ରୀନ ମଟର ପ୍ରମୁଖ ରହିଛି। ଧୋନିଙ୍କ ଜମିରେ ଫଳିଥିବା କୋବି ଓ ଟମାଟୋ କିଣିବା ପାଇଁ ରାଞ୍ଚିର ଲୋକାଲ ମାର୍କେଟରେ ବେଶ ଭିଡ଼ ଜମୁଛି। ଲୋକଙ୍କ ମଧ୍ୟରେ ଏହାର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ତାଙ୍କ ଫଳଗୁଡ଼ିକୁ କିଣିବା ପାଇଁ ଅନେକ ଲୋକ ଆଗ୍ରହ ଦେଖାଉଛନ୍ତି।

ଏବେ ନିଜର ଫାର୍ମିଂ ବ୍ୟବସାୟକୁ ବିଶ୍ୱସ୍ତରରେ ପହଞ୍ଚାଇବାକୁ ମାହି ଲକ୍ଷ୍ୟ ରଖିଛନ୍ତି। ଏହାର ପ୍ରଥମ ପଦକ୍ଷେପ ଭାବେ ଧୋନିଙ୍କ ପରିବା ଦୁବାଇ ମାର୍କେଟକୁ ରପ୍ତାନୀ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଯେଉଁ ଏଜେନ୍ସି ୟୁଏଇ ମାର୍କେଟରେ ଏହାକୁ ବିକ୍ରି କରିବ, ସେ ମଧ୍ୟ ନିଜର ପ୍ରସ୍ତୁତି ଶେଷ କରି ସାରିଛି।

ଖାଲି ଧୋନିଙ୍କ ଫଳ କିମ୍ବା ପରିବା ନୁହେଁ, ଏଜେନ୍ସି ପକ୍ଷରୁ ଭାରତରେ ମିଳୁଥିବା ଏକାଧିକ ଫଳକୁ ମଧ୍ୟ ୟୁଏଇ ମାର୍କେଟରେ ବିକ୍ରି କରାଯିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଧୋନିଙ୍କ ଫଳ ଓ ପରିବାକୁ ୟୁଏଇ ରପ୍ତାନୀ କରିବା ପାଇଁ ଝାରଖଣ୍ଡ କୃଷି ବିଭାଗ ମଧ୍ୟ ଆଗ୍ରହ ପ୍ରକାଶ କରିଛି। ଉକ୍ତ ଏଜେନ୍ସି ସହ ସରକାରଙ୍କ ପକ୍ଷରୁ ଯୋଗାଯୋଗ କରାଯାଇ ଧୋନିଙ୍କ ଉତ୍ପାଦିତ ଦ୍ରବ୍ୟଗୁଡ଼ିକୁ ଦୁବାଇ ପଠାଇବାକୁ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଅନ୍ୟପକ୍ଷରେ ୨୦୧୯ ବିଶ୍ୱକପରେ ଆଇପିଏଲ ଜରିଆରେ କ୍ରିକେଟକୁ କମବ୍ୟାକ କରିଥିବା ମାହି ଏବେ ଦୁବାଇରେ ନିଜ ପରିବାର ସହ ଛୁଟି କାଟୁଛନ୍ତି। ନିକଟରେ ସେ ନବବିବାହିତ ୟୁଜବେନ୍ଦର ଚହଲ ଓ ତାଙ୍କ ପତ୍ନୀଙ୍କ ପାଇଁ ଦୁବାଇରେ ଡିନର ପାର୍ଟିର ଆୟୋଜନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story