ସିଏସ୍‌କେ ଏହି ୩ ଖେଳାଳିଙ୍କୁ କଲା ରିର୍ଟନ: ଜାଣନ୍ତୁ ଧୋନୀଙ୍କ ଭାଲ୍ୟୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଣ୍ଡିଆନ ପ୍ରିମିୟର ଲିଗ୍‌ ବା ଆଇପିଏଲ୍‌ର ଆଗାମୀ ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସ ଟିମ୍‌ କେମିତି ହେବ ତାହା ଉପରେ ସମସ୍ତଙ୍କ ନଜର। ସିଏସ୍‌କେର ଏକ ଅଧିକାରୀ କହିଛନ୍ତି ଯେ ପୂର୍ବରୁ ଟିମ୍‌ରେ ଥିବା ଧୋନୀ,ସୁରେଶ ରାଇନା ଓ ଜାଡ଼େଜା ଟିମ୍‌କୁ ଫେରିବା ନେଇ ଧାର୍ଯ୍ୟ ହୋଇଯାଇଛି। ଏହି ତିନି ଜଣ ଖେଳାଳି ସିଏସ୍‌କେକୁ ଫେରିବେ। ଏଥିପାଇଁ ଖୁବଶୀଘ୍ର ବିବିସିଆଇକୁ ଏହି ସୂଚନା ଦିଆଯିବ। ଫଳରେ ସ୍ପିନର ଅଶ୍ୱିନ ଏବଂ ଦକ୍ଷିଣଆଫ୍ରିକା ଖେଳାଳି ଡୁପ୍ଲେସିସଙ୍କୁ […]

21_12_2017-csk (1)

21_12_2017-csk (1)

Ordigital Desk
  • Published: Friday, 22 December 2017
  • Updated: 22 December 2017, 10:38 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଣ୍ଡିଆନ ପ୍ରିମିୟର ଲିଗ୍‌ ବା ଆଇପିଏଲ୍‌ର ଆଗାମୀ ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସ ଟିମ୍‌ କେମିତି ହେବ ତାହା ଉପରେ ସମସ୍ତଙ୍କ ନଜର। ସିଏସ୍‌କେର ଏକ ଅଧିକାରୀ କହିଛନ୍ତି ଯେ ପୂର୍ବରୁ ଟିମ୍‌ରେ ଥିବା ଧୋନୀ,ସୁରେଶ ରାଇନା ଓ ଜାଡ଼େଜା ଟିମ୍‌କୁ ଫେରିବା ନେଇ ଧାର୍ଯ୍ୟ ହୋଇଯାଇଛି। ଏହି ତିନି ଜଣ ଖେଳାଳି ସିଏସ୍‌କେକୁ ଫେରିବେ। ଏଥିପାଇଁ ଖୁବଶୀଘ୍ର ବିବିସିଆଇକୁ ଏହି ସୂଚନା ଦିଆଯିବ।

ଫଳରେ ସ୍ପିନର ଅଶ୍ୱିନ ଏବଂ ଦକ୍ଷିଣଆଫ୍ରିକା ଖେଳାଳି ଡୁପ୍ଲେସିସଙ୍କୁ ଏବେ  ଜାନୁଆରୀରେ ହେବାକୁ ଥିବା ଆଇପିଏଲ୍‌ ନିଲାମୀରେ ଯିବାକୁ ହେବ। ଯଦିଓ ଆରଟିଏମ ମାଧ୍ୟମରେ ଏହି ଦୁଇଜଣ ଖେଳାଳିଙ୍କୁ ଟିମରେ ସାମିଲ କରିବାର ସୁଯୋଗ ରହିଛି।

ଆଇପିଏଲ ନିଲାମୀର ନୂଆ ନିୟମ ଅନୁସାରେ କୌଣସି ଫ୍ରାଞ୍ଚାଇଜ୍‌ ନିଜର ୫ଜଣ ଖେଳାଳିଙ୍କୁ ଟିମ୍‌ରେ ରଖିପାରିବ। ପ୍ରତ୍ୟେକ ଟିମ୍‌ ନିଜର ୩ଜଣ ଖେଳାଳିଙ୍କୁ ରିର୍ଟନ କରିପାରିବ ଓ ଏହାପରେ ଆରଟିଏମ୍‌ କାର୍ଡ ଦ୍ୱାରା ଅନ୍ୟଖେଳାଳିଙ୍କୁ ଟିମରେ ସ୍ଥାନ ଦେଇପାରିବ। ସିଏସକେ ବର୍ତ୍ତମାନ  ୩ ଖେଳାଳିଙ୍କୁ ରିଟନ କରିଥିବା ବେଳେ ଅନ୍ୟ ଦୁଇଜଣ ଖେଳାଳିଙ୍କ ପାଇଁ ଆରଟିଏମ୍‌ କାର୍ଡ ବ୍ୟବହାର କରିପାରିବ।

ଖେଳାଳିଙ୍କୁ କିଣିବା ପାଇଁ ପ୍ରତ୍ୟେକ ଫ୍ରାଞ୍ଚାଇଜ ୮୦ କୋଟି ଚଙ୍କା ୨୦୧୮ ବର୍ଷରେ ଖର୍ଚ୍ଚ କରିପାରିବେ। ୨୦୧୯ରେ ଏହା ବଢ଼ି ୮୨ କୋଟି ଓ ୨୦୨୦ରେ ଫ୍ରାଞ୍ଚାଇଜ୍ ୮୫ କୋଟି ଟଙ୍କା ଖେଳାଳିଙ୍କୁ କିଣିବାରେ ଖର୍ଚ୍ଚ କରିପାରିବେ। ଯଦି କୌଣସି ଖେଳାଳିଙ୍କୁ ଫ୍ରାଞ୍ଚାଇଜ୍ ରିର୍ଟନ କରୁଛି ତେବେ ପ୍ରଥମ ଖେଳାଳିଙ୍କୁ ୧୫ କୋଟି, ଦ୍ୱିତୀୟ ଖେଳାଳିଙ୍କୁ ୧୧ କୋଟି ଓ ତୃତୀୟ ଖେଳାଳିଙ୍କୁ ୭ କୋଟି ଟଙ୍କା ଦେବାକୁ ପଡ଼ିବ। ଯାହା ଜଣାପଡ଼ିଛି ସିଏସ୍‌କେ ପକ୍ଷରୁ ଧୋନୀଙ୍କୁ ପ୍ରଥମ ଖେଳାଳି ଭାବେ ୧୫ କୋଟି ଟଙ୍କା ମିଳିବ।

https://youtu.be/JuWadAn91R8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story